30.1 C
Bhubaneswar
Sunday, November 1, 2026
-Advertisement-

ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ଆୟୋଜିତ ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଗୁଜରାଟରେ ବିଜେପି ସରକାର କ୍ଷମତାରେ ରହିବାରେ ରେକର୍ଡ ପ୍ରତିଷ୍ଠା କରିଛି...

ଭୁବନେଶ୍ୱରରେ ମଣିଷ ମାରିଲା ଷଣ୍ଢ

ଶେଷରେ କାବୁ ହୋଇଛି ପାଗଳ ଷଣ୍ଢ । ଭୁବନେଶ୍ୱର ପଟିଆ ପଦ୍ମକେଶରପୁରରେ ମାତିଥିବା ପାଗଳ ଷଣ୍ଢକୁ କାବୁ କରିଛି ବିଏମସି । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଥିଲେ । ଦୁଇଦିନ ହେବ ସ୍ଥାନୀୟ...

ବାପାର କୋହଭରା ଅନୁରୋଧ, ଦୋଷୀକୁ ମିଳୁ ଫାଶୀ

ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ଘଟଣାରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଶ୍ରଦ୍ଧାଙ୍କ ବାପା । ସେ କହିଛନ୍ତି ଯେ, ଦିଲ୍ଲୀର ରାଜ୍ୟପାଳ , ପୋଲିସ ଅଧିକାରୀ, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ମୋତେ...

ହିମାଚଳ ପ୍ରଦେଶରେ କଂଗ୍ରେସ

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଢିବା ନିଶ୍ଚିତ କରିଛି । ଏପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, 68ଟି ବିଧାନସଭା ଆସନରୁ କଂଗ୍ରେସ 40ଟି ଆସନରେ ଆଗରେ ରହିଛି । ଅନ୍ୟପକ୍ଷରେ କ୍ଷମତାସୀନ ବିଜେପି ୨5ଟି ଆସନରେ ଆଗରେ ରହିଛି ।...

400 ଫୁଟ ଗଭୀର ବୋରଓ୍ବେଲ ଭିତରେ 8 ବର୍ଷର ଶିଶୁ

ପୁଣି ଗଭୀର ବୋରଓ୍ୱେଲ ଭିତରକୁ ଖସି ପଡିଲା ଜଣେ ଆଠବର୍ଷର ଶିଶୁ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ଅପରାହ୍ନରେ ପିଲାଟି ବୋରଓ୍ବେଲ ମଧ୍ୟକୁ ଖସିପଡିଥିଲା । ପିଲାଟି ବୋରଓ୍ବେଲ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା I ଆସନ୍ତାକାଲି ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ସହ କ୍ରମଶଃ ବାତ୍ୟାରେ ପରିଣତ ହେବ I ସମ୍ଭାବ୍ୟ ବାତ୍ୟା ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ ...

ନ୍ୟୁଡ୍ କଲରୁ ଆତ୍ମହତ୍ୟା

ନ୍ୟୁଡ କଲରୁ ଆତ୍ମହତ୍ୟା I ଲୋକଲଜ୍ଜା ଭଯରେ ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବରଗଡ ଜିଲ୍ଲା ବରପାଲିସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର I ଆଜି ସୋନପୁର ଏସପି ଅମରେଶ ପଣ୍ଡା ଏହି ସୂଚନା ଦେଇଛନ୍ତି...

4ଟା ସୁଦ୍ଧା ପଦମପୁର ଛାଡ

ଅପରାହ୍ନ ଚାରିଟା ସୁଦ୍ଧା ପଦମପୁର ଛାଡ । ଆଜି ପଦମପୁର ଉପନିର୍ବାଚନ ପ୍ରଚାରର ଶେଷଦିନ । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରିଛନ୍ତି । ତେବେ ଅପରାହ୍ନ 4 ଟା ସୁଦ୍ଧା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁର୍ଘଟଣାରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।...

ପୁଣି ଉଠିଲା ମମତା ମେହେର ତାତି

ବହୁ ଚର୍ଚ୍ଚିତ ମମତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧକ୍ଷ୍ୟଙ୍କୁ ଗିରଫ କରାଯାଇଛି । ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...