ନବୀନଙ୍କୁ ଭେଟିବେ ମମତା!
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ଆସୁଥିବା ସୂଚନା । ୨୧ ତାରିଖରେ ମମତା ଓଡିଶଶ ଆସୁଥିବା ସୂଚନା । ୨୧ରେ ଆସି ୨୨ ରେ ଶ୍ରୀମନ୍ଦିର ଯାଇପାରନ୍ତି ମମତା । ୨୩ରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିପାରନ୍ତି ମମତା ବାନାର୍ଜୀ...
ସମାଧାନ ହେବ
ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ । ଗୃହରେ ବିବୃତ୍ତି ରଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାନସଭାରେ ବିବୃତ୍ତି ରଖିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି...
କିମ୍ସ କ୍ୟାନ୍ସର୍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ୍ ସେବା
ଭୁବନେଶ୍ୱର, ୧୬ । ୩: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍ସ କ୍ୟାନ୍ସର୍ ସେଣ୍ଟରର ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ...
ବନ୍ଦ ହେବ ବସ୍ ଚଳାଚଳ
ବସ ଚଳାଚଳ ବନ୍ଦ ଚେତାବନୀ । ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ଚେତାବଦୀ ଦିଆଯାଇଛି । ସଂଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ...
ଭାଇରସ୍ ଭୟ, ୧୧ ଦିନ ସ୍କୁଲ ଛୁଟି
ପୁଡୁଚେରୀରେ ୧୧ ଦିନ ସ୍କୁଲ ଛୁଟି । H3N2 ଭାଇରସ ସଙ୍କ୍ରମଣ ସ୍ଥିତିକୁ ନେଇ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁଡୁଚେରୀ ଶିକ୍ଷାମନ୍ତ୍ରୀ । ତେବେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ...
ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି , ଠେଲାପେଲା
ଶ୍ରୀମନ୍ଦିର ପଶ୍ଚିମଦ୍ୱାର ବ୍ୟାରିକେଡ ଭିତରେ ଠେଲାପେଲା । ଭକ୍ତ ଆହତ । ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆଜି ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ସବୁଦିନ ଭଳି ପୂର୍ବ ଏବଂ ପଶ୍ଚିମ ଉଭୟ ଦ୍ୱାରରେ ଭକ୍ତମାନେ ପ୍ରବେଶ କରୁଛନ୍ତି...
ବଢିବ ବିଧାୟକଙ୍କ ଦରମା
ରାଜ୍ୟରେ ବଢିପାରେ ବିଧାୟକଙ୍କ ଦରମା । ବିଧାନସଭାରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି ବହୁ ଦଳର ବିଧାୟକ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି...
ଯୁବପିଢିଙ୍କୁ ସଚେତନ କଲେ ଡିସିପି
ବିପଦଜ୍ଜନକ ରିଲ୍ସ କରୁଥିଲେ ସାବଧାନ୍ । ନିଜକୁ କିମ୍ବା ଅନ୍ୟକୁ ବିପଦରେ ପକାଇଲା ଭଳି ରିଲ୍ସ ନକରିବାକୁ ଓଡିଶା ପୋଲିସ ଟୁଇଟ୍ ଜରିଆରେ ତାଗିଦ୍ କରିଛି । ଏପରିକି ସୋସିଆଲ ମିଡିଆର ଅପବିିନିଯୋଗ କରିଲା ଭଳି ଭିଡିଓ ସେୟାର ନକରିବାକୁ...
ବିଧାନସଭାରେ ଜଙ୍ଗଲ ନିଆଁ ତାତି
ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଏବଂ ବିଜେପି ବିଧାୟକ । ଜଙ୍ଗଲ ଜଳୁଥିବାବେଳେ କଣ ପଦକ୍ଷେପ ନିଆଯାଉଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେପି...
ଅଳିଆ ଜାଳିଲେ ୧୦ ହଜାର ଫାଇନ୍
ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ପଡିବ ଫାଇନ୍ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି...