ଓଡିଶା ସରକାରକୁ ପୂରିଲା ୨ ବର୍ଷ: ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: ଦୁଇ ବର୍ଷ ପୂର୍ତ୍ତି ଅବସରରେ 'ବିକଶିତ ଭାରତ' ସହିତ 'ସମୃଦ୍ଧ ଓଡ଼ିଶା' ଗଠନର ମହାଯଜ୍ଞରେ ସାମିଲ ହୋଇ ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ୍...
ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗ
ଓଡ଼ିଶାର ବିଶିଷ୍ଟ ଲେଖକ, କବି ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଯ ବୟସ ହୋଇଥିଲା । ଓଡ଼ିଆ ସାହିତ୍ୟ ଓ କଳା ଜଗତକୁ ସମୃଦ୍ଧ କରିବାରେ ତାଙ୍କର...
ବିବାଦରେ ୱିପ୍ରୋ, ଧର୍ମାନ୍ତୀକରଣ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ
ପୁଣେ: ପୁଣେରେ ଥିବା ଆଇଟି କମ୍ପାନୀ ୱିପ୍ରୋ ବିରୋଧରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଏପରି ଅଭିଯୋଗ ଆଣିଛନ୍ତି । ପୁଣେରେ ଘଟିଥିବା ଧର୍ମ ପରିବର୍ତ୍ତନ ଏବଂ ନିର୍ଯାତନା ମାମଲାର ତଦନ୍ତ ନାସିକର ସାମ୍ପ୍ରତିକ TCS ମାମଲା ପରି କରାଯିବାର...
ଗିରଫ ହେଲେ ଆୟକର ବିଭାଗର ବରିଷ୍ଠ ଅଧିକାରୀ
ଭୁବନେଶ୍ୱର: ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି CBI। ଗିରଫ ହୋଇଥିବା ଅଧିକାରୀ ହେଲେ ରମେଶ କୁମାର ମହାନ୍ତି। ଜଣେ ସାଧାରଣ ନାଗରିକଙ୍କ କାମ କରାଇଦେବା ନାଁରେ ସେ ଲାଞ୍ଚ ଦାବି କରିଥିବା...
ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଆକୁଳ ନିବେଦନ
ଭୁବନେଶ୍ୱର: ସୁଦୂର ଥାଇଲାଣ୍ଡକୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧକ ଅବସ୍ଥାରେ ଫସି ରହିଛନ୍ତି ଓଡ଼ିଶାର ଚାରିଜଣ ଶ୍ରମିକ। ଦୀର୍ଘ ଚାରି ମାସ ହେବ ସେମାନଙ୍କୁ ଦରମା ମିଳିନଥିବା ବେଳେ ବର୍ତ୍ତମାନ ସେମାନଙ୍କ ଦିନ ଭୋକ ଉପବାସରେ କଟୁଛି। ସେମାନଙ୍କ...
ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେଲେ ଅଫିସରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଏଣିକି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ। ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ପ୍ରମାଣପତ୍ରଗୁଡ଼ିକ ମିଳିବାରେ ବିଳମ୍ବ...
ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣଙ୍କ ମୁତ୍ୟୁ : ମାଲିକଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗର ହୋଟେଲରେ ଅଗ୍ନିକାଣ୍ଡରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ପ୍ରାଣ ହରେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୧୨ ଜଣ ବିଦେଶୀ ନାଗରିକ ଅଛନ୍ତି l ଘଟଣା ପରେ ପୋଲିସ ଓ...
ଓଡ଼ିଶାରେ ନିର୍ମାଣ ହେବ ନୂଆ କୋଷ୍ଟାଲ ହାଇୱେ: କେନ୍ଦ୍ର କ୍ୟାବିନେଟ୍
ନୂଆଦିଲ୍ଲୀ: ଓଡ଼ିଶାରେ ଏକ ନୂଆ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାମେଶ୍ୱରରୁ ପାରାଦୀପ...
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ନେତୃତ୍ୱରେ ନୂତନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଘଟିଛି, ଯେଉଁଥିରେ ଆଜି ୧୩ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଶପଥ ଗ୍ରହଣ...
ଅପପୁଷ୍ଟି ଦୂରେଇବା ପାଇଁ ବଡ ପଦକ୍ଷେପ; ବଢ଼ିଲା କମ୍ ଓଜନ ଶିଶୁ ଓ ଅଙ୍ଗନୱାଡ଼ି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ...
ଭୁବନେଶ୍ୱର: ଓଡିଶାରେ ଅପପୁଷ୍ଟି ବିରୋଧରେ ଏକ ବଡ ପଦକ୍ଷେପ ନିଆଯାଇଛି l ରାଜ୍ୟ ସରକାର କମ ଓଜନର ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କରିଛନ୍ତି l ଅତିଶୟ କମ ଓଜନ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୮ ଟଙ୍କାରୁ...



















