31.1 C
Bhubaneswar
Saturday, October 31, 2026
-Advertisement-

ହାଫିଜ ସୟିଦ ଗିରଫ

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ । ପାକିସ୍ତାନ ଲାହୋରରୁ ତାକୁ ଗିରଫ କରାଯାଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଟ ହାଫିଜ ସୟିଦ । ଗିରଫ ପରେ ହାଫିଜକୁ ହେପାଜତକୁ ନେଲା ପାକିସ୍ତାନ ପୋଲିସ

ଡି.ପ୍ରକାଶ ରାଓ ଅସୁସ୍ଥ

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ । ଡି ପ୍ରକାଶ ରାଓଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ମେଡିସିନ ୱାର୍ଡର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶ୍ରୀ ଡି ପ୍ରକାଶ ରାଓଙ୍କୁ...

କଠୋର ହେଲେ ମୋଦି ,ମାଗିଲେ ଗୃହରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦଙ୍କ ତାଲିକା

ମନ୍ତ୍ରୀ ଓ ସାଂସଦଙ୍କ ପାଇଁ କଠୋର ହେଲେ ମୋଦି । ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦ ମାନଙ୍କ ତାଲିକା ପ୍ରତିଦିନ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ଦ୍ଦେଶ ଦେଇ...

ଭୁଷୁଡିଲା ୪ ମହଲା କୋଠା , ଫଶି ରହିଛନ୍ତି ୪୦ରୁ ୫୦ ଲୋକ

ମାୟାନଗରୀ ମୁମ୍ବାଇରେ ବଡ ଦୁର୍ଘଟଣା । ମୁମ୍ବାଇର ଡଙ୍ଗୋରୀ ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଷୁଡି ପଡିବା ଫଳରେ ୫୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଆଜି ୧୧ ଟା ୪୮ ସମୟରେ ଡଙ୍ଗୋରୀର...

ପୁଣି ଭାରରେ ବୁହାହେଲା ମୃତଦେହ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

ପୁଣି ସାମ୍ନାକୁ ଆସିଛି ଦାନ ମାଝି ଭଳି ଘଟଣା । ଏଥର ମଧ୍ୟ ଘଟଣା ଘଟିଛି ସେହି କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକରେ । ଆମ୍ବୁଲାନ୍ସ ନମିଳିବାରୁ ମୃତଦେହକୁ ଭାରକରି ବୋହିଲେ ପରିବାର ଲୋକେ । ଏହି ଘଟଣା ଉପରେ...

ପିପିଲି ଟ୍ରିପଲ ମର୍ଡର ଘଟଣା: ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ

ଗତ ରବିବାର ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା । ଦିନ ଦ୍ୱିପହରେ ଜାତୀୟ ରାଜପଥ ପୋଲିସ ଚେକ ପୋଷ୍ଟ ନିକଟରେ ୩ ଜଣଙ୍କୁ ବର୍ବୋରଚିତ ଭାବେ...

ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର :୬ ଗିରଫ

ପିପିଲି ପଟ୍ଟନାଇକିଆ ଛକରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ବିଚ୍ ରାସ୍ତାରେ ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ହତ୍ୟାକରୀ । ଦିନ ଦ୍ୱିପହରେ ଗୋଟିଏ ପରିବାରର ୩ ଭାଇଙ୍କୁ ବର୍ବୋରଚିତ...
video

ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ  । ମାଲକାନଗିରି ଜିଲ୍ଲା ବଙ୍ଗଲା ଆବାସିକା ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଘଟଣାକୁ ନେଇ ଆବାସିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରାଙ୍କ ପାଣିରେ...
video

ଧାନ ରଖି ଧାରଣା

ଚାଷୀଙ୍କ ପିଛା ଛାଡୁନି ମଣ୍ଡି ସମସ୍ୟା । ଦିନକୁ ଦିନ ତେଜୁଛି ଚାଷୀ ଆନେ୍ଦାଳନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଚାରି ଛକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ପ୍ରତିଶ୍ରୁତି ଦିଆଯାଇ ଧାନ ଉଠାନଯିବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ...

ରସଗୋଲା ଦିବସ

ରାଜ୍ୟରେ ପ୍ରତିବର୍ଷ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ତିଥୀରେ ପାଳନ କରାଯାଏ ରସଗୋଲା ଦିବସ । ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରୁ ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଉପହାର ଦେବା ବହୁ ପୁରାତନରୁ ଚାଲି ଆସୁଛି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...