28.3 C
Bhubaneswar
Saturday, August 1, 2026
-Advertisement-
video

ରାୟଗଡାରେ ମାଓ କ୍ୟାମ୍ପ ଠାବ

ରାୟଗଡା ଜିଲ୍ଲା ପାରସାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାତଲାମ୍ବା-ତୁଲୁଆ-ତେନ୍ତୁଳିପଦର ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି. ରାୟଗଡାର 4ର୍ଥ ବାଟାଲିୟନର ଦ୍ୱିତୀୟ କମାଣ୍ଡାଣ୍ଟ ରିତୁ ରାୟ ଓ ଆସିଷ୍ଟାଣଣ୍ଟ କମାଣ୍ଡାଣ୍ଟ ଗୁରୁ ଚରଣ ସ୍ୱାଇଁ ଏହି ମାଓ କ୍ୟାମ୍ପ ଠାବ...

ଆଡମିଟ କାର୍ଡ ନ ମିଳିବାରୁ ମାଟ୍ରିକ ପରୀକ୍ଷା ଦେଇପାରିଲେନି ଛାତ୍ରୀ

ଶୁକ୍ରବାରଠୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ. ଆଡମିଟ କାର୍ଡ ନ ମିଳିବାରୁ କ୍ୟାରିୟରର ପ୍ରଥମ ପାହାଚ କୁହାଯାଉଥିବା ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ରୀ. ରାୟଗଡା...

ପରୀକ୍ଷା ପାଇଁ ନଦୀ ପାର

ମାଟ୍ରିକ ପରୀକ୍ଷା ଦବାକୁ ଡଙ୍ଗାରେ ଗଲେ ଛାତ୍ରଛାତ୍ରୀ. ଏଭଳି ଏକ ଚିତ୍ର ନଜରକୁ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ. ଯାତାୟାତର ସୁବିଧା ନଥିବାରୁ ଏଡାବାଂଶ ଗାଁର ପ୍ରାୟ 30ରୁ ଅଧିକ ଛାତ୍ରଛାତ୍ରୀ ଏକ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ପରୀକ୍ଷା...
video

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ବୃଦ୍ଧ. ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଛଣିଆ ଗାଁରେ ହୋଇଛି ଏହି ଘଟଣା. ସୂଚନା ଅନୁସାରେ, ବୃଦ୍ଧ ଜଣକ ଶୌଚ କରିବା ପାଇଁ ବାହାରକୁ ଯାଇଥିଲେ. ସେହି ସମୟରେ ହାତୀ ତାଙ୍କ ଉପରେ...

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟରେ ବସିବ କ୍ୟାବିନେଟ ବୈଠକ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ. ଏ ନେଇ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇନଥିଲେ ସୁଦ୍ଧା ସମୟ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ. ସନ୍ଧ୍ୟା 5.45...

ଓଡିଶା ଆସୁଛନ୍ତି ଆମିକସ କ୍ୟୁରୀ

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଶୁକ୍ରବାର ଓଡିଶା ଆସୁଛନ୍ତି ଆମିକସ କ୍ୟୁରୀ ରଞ୍ଜିତ କୁମାର. ଆଜି ଓଡିଶାରେ ପହଞ୍ଚିବା ପରେ ଆସନ୍ତା କାଲି ସେ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି. ତେବେ ଭକ୍ତଙ୍କଠାରୁ ଦାନ ଦକ୍ଷିଣା...
video

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବୋର୍ଡ ସଜାଗ

ଶୁକ୍ରବାର ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା. ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି. ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାସରିଥିବା ବେଳେ ଆସନ୍ତାକାଲି ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି. ପ୍ରଶ୍ନପତ୍ର ବିତରଣ ପାଇଁ...
video

ଓଡିଶା ବନ୍ଦକୁ ବିଜେପି କୃଷକ ମୋର୍ଚ୍ଚାର ସମର୍ଥନ

ଗୁରୁବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି. ଏହି ବନ୍ଦକୁ ବିଜେଡି ଛଡା ବିଜେପି ଓ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ବିଜେଡି ସରକାର ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେଇପାରିବେ ନାହିଁ ବୋଲି...
video

16 ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା….

16 ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ. ପୁନେର ଥୋରାଣ୍ଡଲେ ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି. ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ରବି ପଣ୍ଡିତ ଭିଲ ନାମକ ଜଣେ 6 ବର୍ଷର ଶିଶୁ ଖେଳୁଥିବା ସମୟରେ...

ପୁଲୱାମାଠାରୁ ବଡ ଆକ୍ରମଣ ପାଇଁ ଚାଲିଛି ଷଡଯନ୍ତ୍ର

ପୁଲୱାମା ଆକ୍ରମଣ ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଛି ଜୈଶ-ଏ-ମହମ୍ମଦ । ଏଥିପାଇଁ ସଜାଗ ରହିବାକୁ ଭାରତୀୟ ଗୁଇନ୍ଦା ବିଭାଗ ସୁରକ୍ଷାବାହିନୀକୁ ସତର୍କ କରାଇ ଦେଇଛି । ଜୈଶ-ଏ-ମହମ୍ମଦ ସଂଗଠନ...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...