ଜେଟଲି ମନା କଲେ
ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ଶପଥ ନେବେ ବିପୁଳ ମାତ୍ରାରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ପଡ଼ିବ ବାଦ ! ତେବେ...
ଇସ୍ତଫା ଦେଲେ ଶାହ
ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ଅମିତ ଶାହା । ଆଜି ରାଜ୍ୟସଭା ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହା । ଗୁଜରାଟର ଗାନ୍ଧି ନଗର ଆସନରେ ଲୋକସଭା ସାସଂଦ ଭାବେ ନିର୍ବାଚିତ ହେବା ପରେ...
ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳ ନେତାଙ୍କୁ ଗୁରୁତ୍ୱ
ବିଜେପି ଓ କଂଗ୍ରେସରୁୁ ଆସିଥିବା ନେତାଙ୍କ ଉପରେ ନବୀନଙ୍କ ବିଶ୍ୱାସ । ନିର୍ବାଚନରେ ପ୍ରାର୍ଥୀ କରି ବିଧାୟକ ଭାବେ ଜିତାଇବା ପରେ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ତିନିଜଣ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି । ସେମାନେ ହେଲେ...
ଏମାନେ ନେଲେ ଗୁରୁ ଦାୟିତ୍ୱ
ନିର୍ବାଚନ ପରେ ସାରା ଓଡିଶାରେ ସବୁଠୁ ବଡ ଚର୍ଚ୍ଚା ଥିଲା କେଉଁ ବିଧାୟକ ମନ୍ତ୍ରୀପଦ ପାଇବେ । କେଉଁ ମାନେ ସମ୍ବାଳିବେ ନବୀନଙ୍କ ପଚଂମ ଇନିଂସ୍ ମନ୍ତ୍ରୀଭାର । ବୁଧବାର ଶପଥ ଗ୍ରହଣ ଉତ୍ସବରେ ନବୀନ ଓ ଟିମ୍ ଶପଥ...
ମୋଦୀଙ୍କ ଶପଥ ସମାରୋହରେ ଯୋଗଦେବେ ୧୪ଟି ଦେଶର ନେତା
ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଶପଥଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶପଥ ସମାରୋହରେ ୬୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ...
ପରଲୋକରେ କମେଡି ଅଭିନେତା ସୁନିଲ
ସିନେମା ଓ ଧାରାବାହିକରେ ସବୁଦିନ ହସାଉଥିବା କଳାକାର ସୁନିଲ ନାୟକଙ୍କ ମୃତୁ୍ୟ ଘଟିଛି । ମଙ୍ଗଳବାର ଦିନ ଏକ କମେଡି ଧାରାବାହିକ ସୁଟିଂ ଚାଲିଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏବଂ ତାଙ୍କୁ ସାଙ୍ଗେ...
ଟିମ୍ ନବୀନ ଭାବେ କିଏ ଶପଥ ନେବେ !
ନବୀନଙ୍କ ସହ କିଏ ଶପଥ ନେବେ. ମନ୍ତ୍ରୀମଣ୍ଡଳରେ କାହାକୁ ସାମିଲ କରିବେ ନବୀନ. ମିଳିଥିବା ସୂଚନା ଅନୁଯାୟୀ ନବୀନଙ୍କ ସହ ବୁଧବାର ଦିନ ଶପଥ ଉତ୍ସବରେ ମନ୍ତ୍ରୀ ଭାବେ ଶପଥ ନେବେ ଅଶୋକ ପଣ୍ଡା, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ,...
ମନେଇବାକୁ ଚାଲିଛି କସରତ
ଚଳିତ ଲୋକସଭା ନିର୍ବାଚନରେ ସାରା ଭାରତରେ କଂଗ୍ରେସର ବିପର୍ୟ୍ୟୟ ପରେ ନିଜକୁ ଦାୟୀକରି ଅଧକ୍ଷ୍ୟ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । କିନ୍ତୁ ଶନିବାର କଂଗ୍ରେସର କାର୍ୟ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫାକୁ ଦଳର ବରିଷ୍ଠ ନେତୃମଣ୍ଡଳି ଆଗ୍ରାହ୍ୟ କରିଦେଇଥିଲେ...
ନକ୍ସଲଙ୍କ ଆଇଡି ବିସ୍ଫୋରଣରେ୧୫ ଯବାନ ଆହତ
ମଙ୍ଗଳବାର ଝାଡଖଣ୍ଡର ସରାଇକେଲାରେ ନକ୍ସଲ ସଂଗଠନ ରଚିଛନ୍ତି ବର୍ବରକାଣ୍ଡ । ଏକ ସ୍ୱତନ୍ତ୍ର ଅପରେସନ ଚଲିଥିବା ବେଳେ ଆଇଡି ବିସ୍ଫୋରଣରେ ୧୫ ଜଣ ଯବାନ ଆହାତ ହୋଇଛନ୍ତି । ମଙ୍ଗଳବାର ଭୋର ପ୍ରାୟ ୪.୫୦ ସମୟରେ ୨୦୯ କୋବ୍ରାବାଟାଲିୟନ ଓ...
ରିହାତି ଦରରେ ଏସି ଯୋଗାଇବେ ମୋଦୀ
ଗ୍ରୀଷ୍ମ ପ୍ରଭାବରୁ ଲୋକମାନଙ୍କୁ ମିଳୁନି ତ୍ରାହି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଏହି ସମସ୍ୟାକୁ ଆଖି ଆଗରେ ରଖି ମୋଦୀ ସରକାର ଗରିବ ଲୋକଙ୍କୁ ଖୁବ୍ କମ ଦରରେ ଏସି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି...







