28.3 C
Bhubaneswar
Tuesday, July 28, 2026
-Advertisement-

ତିନି ଲକ୍ଷ ଦୀପରେ ଆଲୋକିତ ହେବ ରାମ ନଗରୀ ଅଯୋଧ୍ୟା

ସାରାଦେଶ ପାଳନ କରିବାକୁ ଯାଉଛି ଆଲୋକର ପର୍ବ ଦୀପାବଳୀ. ଦୀପାବଳୀ ଏକ ଏଭଳି ପର୍ବ ଯାହାକୁ ସମସ୍ତେ ଅତି ଆନନ୍ଦ ଉଲ୍ଲାସର ସହ ଅପେକ୍ଷା କରିଥାନ୍ତି. ସମସ୍ତଙ୍କ ପରି ରାମନଗରୀ ଅଯୋଧ୍ୟା ବାସୀ ମଧ୍ୟ ଅତି ଆନନ୍ଦର ସହ ଏହି...

ସିଆରପିଏଫ ଯବାନ ଗୁରୁତର

ଗୁରୁତର ଅବସ୍ଥାରେ ସିଆରପିଏଫ ଯବାନ ଉଦ୍ଧାର । କୋଟଗଡ ଶ୍ରୀରାମପୁର ଅଷ୍ଟମ ବାଟାଲିଅନ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । କୋଟଗଡ ଜଙ୍ଗଲରେ ସିଆରପିଏଫ ଯବାନ ଏବଂ ମାଓବାଦୀ ମୁହାଁମୁହିଁ...

ଆତ୍ମସମର୍ପଣ କଲେ ୬୨ ହାର୍ଡକୋର ନକ୍ସଲ

ଛତିଶଗଡ଼ର ନାରାୟଣପୁର ପୁଲିସ ନିକଟରେ ୬୨ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୬୨ ହାର୍ଡକୋର ନକ୍ସଲ ଅବୁଝମାଡ଼ ସର୍କଲର ବୋଲି ଜଣାପଡ଼ିଛି। ସୁଚନାନୁସାରେ, ନକ୍ସଲମାନେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ନିକଟରେ ଏହି...

କୃଷି ଉତ୍ପାଦନ କ୍ଲଷ୍ଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଥିବା ଉଚ୍ଚ ଜମି ଅଂଚଳ ପାଇଁ କୃଷି ଉତ୍ପାଦନ କ୍ଲଷ୍ଟର୍‌ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି ଯୋଜନାରେ ଆଗାମି ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୨ ଗୋଟି ଢିପଜମି...

ବିବାହର ଦୁଇଘଣ୍ଟା ପରେ ମୃତ୍ୟୁ କୋଳରେ ଶୋଇପଡିଲେ ନବଦମ୍ପତି

ବିବାହର ପାଖାପାଖି ଦୁଇଘଣ୍ଟା ପରେ ନବବିବାହିତ ଦମ୍ପତିଙ୍କ ସହ ଏଭଳି କିଛି ଦୁଃଖଦ ଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇ ରହିଯିବେ. ସୂଚନା ଅନୁସାରେ, ଆମେରିକାର ଟେକ୍ସାସ ରେ ଏକ ନବବିବାହିତ ଦମ୍ପତିଙ୍କ ବିବାହ ଅନୁଷ୍ଠିତ...

ଲାଲଗଡରେ ଡିଜିଙ୍କ ସମୀକ୍ଷା

ଡିଜିପି ଆର.ପି. ଶର୍ମା ମଙ୍ଗଳବାର ମାଲକାନଗିରିରେ ପହଁଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିବା ପରେ ବିଏସଏଫ କ୍ୟାମ୍ପରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ମାଓଦମନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଡିପିଓରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ...

ଅଟଳଙ୍କ ନାମରେ ନାମିତ ହେଲା ଏହି ଷ୍ଟାଡିୟମ

ଦୀର୍ଘ 24 ବର୍ଷ ପରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ ଅନ୍ତରାଷ୍ଟ୍ରୀୟ ମ୍ୟାଚ. ତେବେ ପୂର୍ବରୁ ଇକାନା ନାମରେ ଥିବା ଏହି ଷ୍ଟାଡିୟମର ନାମ ବଦଳିଛି. ନାମ ବଦଳି ହୋଇଛି ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ’. ଏହି...

୨ ହିଜବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ମଙ୍ଗଳବାର ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କୁ ମହମ୍ମଦ ଇଦ୍ରିଶ୍‌ ସୁଲତାନ ଏବଂ ଅମୀର ହୁସେନ୍‌ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର...

ଆଜି ଧନତେରସ: ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା

ସମଗ୍ର ଦେଶରେ ଆଜି ଲୋକମାନେ ଧନତେରସ ଉସôବ ପାଳନ କରୁଛନ୍ତି । ଦିପାବଳୀର ଦୁଇଦିନ ପୂର୍ବରୁ ଲୋକମାନେ ଏହି ଉସôବକୁ ବେଶ୍ ଧୂମଧାମରେ ପାଳନ କରନ୍ତି । ଏହି ଦିନ ସୁନା , ଗହଣା, ବାସନକୁସନ ମଧ୍ୟ କିଣାଯାଏ ।...

ହକି ବିଶ୍ୱକପ ପାଇଁ ଅଫ ଲାଇନ ଟିକଟ ବିକ୍ରି ଆରମ୍ଭ

ବିଶ୍ୱକପ ହକି ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ସକାଳ ୧୦ ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ୧୮ ଟି କେନ୍ଦ୍ରରେ ଓ କଟକର ୨ଟି କେନ୍ଦ୍ରରେ ଟିକେଟ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...