28.1 C
Bhubaneswar
Friday, April 24, 2026
-Advertisement-

ଶ୍ରାବଣର ପ୍ରଥମ ସୋମବାର, ଶିବାଳୟରେ ଭକ୍ତଙ୍କ ଭିଡ଼

ଶ୍ରାବଣ ମାସର ପ୍ରଥମ ସୋମବାର.ସମସ୍ତ ଶିବାଳୟରେ ଲାଗିଛି ଶିବଭକ୍ତଙ୍କ ଭିଡ଼. ଭକ୍ତମାନେ ନିଷ୍ଠା ଓ ଶ୍ରଦ୍ଧାର ସହ ବାବାଙ୍କ ପୂଜାର୍ଚ୍ଚନାରେ ଲାଗିପଡିଛନ୍ତି. ଓଡିଶା ସହ ଓଡିଶା ବାହାରେ ମଧ୍ୟ ସବୁ ଶିବ ମନ୍ଦିରରେ ଭୋଲେ ବାବାଙ୍କ ପୂଜା ଜୋରସୋରରେ ଚାଲିଛି....

ଅଳକା ମହାନ୍ତିଙ୍କ ପୁସ୍ତକ ଭକ୍ତି ଅନୁଭୂତି ଇଶ୍ବରୀୟ ଚିନ୍ତା ଚେତନାର ପରିପ୍ରକାଶ

ପ୍ରତିକୂଳ ପରିସ୍ଥିତିରେ ବି ଅନେକ ନାରୀ ସେମାନଙ୍କର ସୃଜନଶୀଳତାକୁ ପ୍ରକାଶ କରନ୍ତି. ନିଜ ହୃଦୟର ସୁଖ-ଦୁଃଖ, ଭାବ-ବ୍ୟଥା, ସୂକ୍ଷ୍ମ ଚିନ୍ତା ଓ ଚେତନା ସାହିତ୍ୟରେ ପରିସ୍ଫୁଟ ହୁଏ. ଅନ୍ତରର ବେଦନା କାହା ସାଙ୍ଗେ ବାଣ୍ଟି ନ ପାରିଲେ ବି ସେ...

ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମଂଜୁରୀ, ଉପକୃତ ହେବେ 32 ଲକ୍ଷ ହିତାଧିକାରୀ, ଅକ୍ଟୋବର 2 ଗାନ୍ଧୀ...

ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା. ନିଜସ୍ବ ପାଣ୍ଠିରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଏହି ପ୍ରସ୍ତାବକୁ ମଂଜୁରୀ ଦେଇଛି. ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ହିତାଧିକାରୀ...

ମହାନଦୀକୁ ଖସିଲା ଟ୍ରକ

ପୋଲରୁ ସିଧାସଳଖ ମହାନଦୀ ଭିତରକୁ ଖସିଲା ଟ୍ରକ. ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଥିବା ଭୁତମୁଣ୍ଡାଇଠାରେ ଏହି ଦୁର୍ଘଟଣା ଘଟିଛି. ରବିବାର ଦିନ ଅପରାହ୍ନ 4ଟାରେ ଏନ୍ଏଚ୍ 5 ରେ ପାରାଦ୍ୱୀପଠାରୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଯାଉଥିବା ଟ୍ରକଟି ଭାରସାମ୍ୟ...

ଏପିଜେ ଅବଦୁଲ୍ କାଲାମଙ୍କ ଟୁଇଟର ଆକାଉଣ୍ଟରୁ ତଥ୍ୟ ଚୋରି ଅଭିଯୋଗ

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ଟୁଇଟର ଆକାଉଣ୍ଟରୁ ତଥ୍ୟ ଚୋରି ନେଇ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ସଂପର୍କୀୟ. କାଲାମଙ୍କ ସଂପର୍କୀୟ ଶୈଖ୍ ଦାଓ୍ୱଦ୍ କାଲାମ ତଥ୍ୟ ଚୋରି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ କରିଛନ୍ତି....

ମହିଳାଙ୍କ ପେଟରୁ ବାହାରିଲା 35 କେ.ଜିର 2ଟି ଟ୍ୟୁମର

ଅସ୍ତ୍ରପୋଚାର ପରେ ମହିଳାଙ୍କ ପେଟରୁ ବାହାରିଲା 35 କେ.ଜି ଓଜନର ଦୁଇଟି ଟ୍ୟୁମର. ନିଜ ଚାକିରୀ କାଳ ମଧ୍ୟରେ ଏହା ବିରଳ ବୋଲି ସଫଳ ଅସ୍ତ୍ରପୋଚାର ପରେ କହିଛନ୍ତି ଡାକ୍ତର. ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଥିବା...

ଆଇସିୟୁ ପାଲଟିଲା ଆକ୍ୱାରିୟମ୍ : ଡାକ୍ତରଖାନା ଭିତରେ ପଶିଲା ଡ୍ରେନ ପାଣି, ବେଡ୍ ତଳେ ଖେଳିଲେ ମାଛ

ଜନତାଙ୍କ ବିଶ୍ୱାସ ଜିତିବା ପାଇଁ ଗୋଟେ ପରେ ଗୋଟେ ଯୋଜନା କରିଚାଲିଛନ୍ତି ସରକାର . ମାତ୍ର ଗୋଟିଏ ଘଟଣା ଫେଲ କରିଦେଉଛି ସରକାରଙ୍କ ଟ୍ରାକ ରେକର୍ଡ. ଏଥର ନୀତିଶ କୁମାରଙ୍କ ପାଳି. ନୀତିଶଙ୍କ ରାଜ୍ୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା....

ଓଡିଶା ବାଏ ମର୍ଣ୍ଣିଂ, ହକି ବାଏ ଇଭିନିଙ୍ଗ, ଲଣ୍ଡନ ବସ୍ ରେ ଓଡିଶା ପର୍ଯ୍ୟଟନର ବିଜ୍ଞାପନ

କ୍ରୀଡା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ. ରାଜ୍ୟ ସରକାର ହକି ସହ ପର୍ଯ୍ୟଟନକୁ ଯୋଡି ବିଶ୍ବସ୍ତରରେ ନୂଆ ବାର୍ତ୍ତା ଦେଇଛନ୍ତି. ହକି ମେନ୍ସ ଓ୍ବାର୍ଲ୍ଡ କପ୍ ଭୁବନେଶ୍ବର 2018 ପାଇଁ ଲଣ୍ଡନ ସିଟି ବସରେ ଓଡିଶା ପର୍ଯ୍ୟଟନର ଚିତ୍ରକୁ...

ମହିଳା ହକି ବିଶ୍ୱକପ୍ : ଭାରତ ପାଇଁ ‘କର’ ବା ‘ମର’ ସ୍ଥିତି

ବିଶ୍ୱକପ୍ ରେ ନିଜ ସ୍ଥାନ କାୟମ ରଖିବା ପାଇଁ ଭାରତୀୟ ଟିମକୁ ଆମେରିକା ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ହେବ. ଗୋଟିଏ ମ୍ୟାଚ ଡ୍ର ଓ ଗୋଟିଏ ମ୍ୟାଚ ହାରିବା ପରେ ଭାରତୀୟ ମହିଳା ହକି ଟିମକୁ...

ସତ୍ୟଜିତ ମହାନ୍ତି ନୂଆ ପୋଲିସ କମିଶନର

1988 ବ୍ୟାଚ୍ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ନୂଆ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି. କଟକ-ଭୁବନେଶ୍ବର ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନାଙ୍କ ସ୍ଥାନରେ ସତ୍ୟଜିତଙ୍କୁ ନିଯୁକ୍ତି ଦିଆଯାଇଛି. ଯୋଗେଶଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ବ ମିଳିଥିବା ବେଳେ ଆଇନଶୃଙ୍ଖଳା...
- Advertisement -

Latest article

Verde casino app: recensione delle funzionalità più innovative

In questo articolo esploreremo le funzionalità più innovative dell'app verde casino, un'applicazione che ha catturato l'attenzione degli appassionati di gioco online. Analizzeremo le sue...

De voordelen van het spelen van BetMGM Casino slots voor echt geld in Nederland

In dit artikel bespreken we de voordelen van het spelen van BetMGM Casino slots voor echt geld in Nederland. We zullen ingaan op de...

Kako Odgovorno Igrati u PSK Casinu i Uživati u Svakom Trenutku

U ovom članku istražit ćemo kako odgovorno igrati u PSK Casinu, uz savjete koji će vam pomoći da uživate u svakom trenutku igre. Razgovarat...