ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ
ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଫୁସ୍ଫୁସ୍ ସଂକ୍ରମଣଜନିତ ସମସ୍ୟା ନେଇ ଭର୍ତ୍ତି, ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ବୁଦ୍ଧାଦିତ୍ୟ ମହାନ୍ତି, ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ; ଦେହ ଖରାପ...
ପୁରୀ ସମୁଦ୍ରରେ ଅଘଟଣ
ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ବୁଡ଼ି ଗଲେ ପର୍ଯ୍ୟଟକ। ପୁରୀ ସମୁଦ୍ର କୂଳର ସେକ୍ଟର ୯ ରେ ଘଟିଛି ଏଭଳି ଘଟଣା। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ମାନେ ତୁରନ୍ତ...
ଉତ୍ତରାଖଣ୍ଡରେ ଜଳପ୍ରଳୟ
ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ପ୍ରକୃତିର ତାଣ୍ଡବ । ବିଳମ୍ୱିତ ରାତିରେ ବାଦଲ ଫଟା ବର୍ଷା । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି...
ଶାନ୍ତି ପଥରେ ଫେରିଲା ନେପାଳ
ଦୁର୍ନୀତି ଏବଂ ଇଣ୍ଟରନେଟ୍ ଗଣମାଧ୍ୟମ ଉପରେ ପ୍ରତିବନ୍ଧକକୁ ନେଇ ହୋଇଥିବା ହିଂସାତ୍ମକ ପ୍ରତିବାଦ ଓ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ, ନେପାଳ ପୁନର୍ବାର ଶାନ୍ତି ଏବଂ ପ୍ରଗତିର ଦିଗକୁ ଗତି କରୁଛି। ସୁଶୀଳା କାର୍କିଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ...
ପୁରୀ ବାଲିହରଚଣ୍ଡୀ ଜଙ୍ଗଲରେ ଗଣଦୁଷ୍କର୍ମ
ପୁରୀ ଜିଲ୍ଲାର ବାଲିହରଚଣ୍ଡୀ ପୀଠରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ମଧ୍ୟରୁ ପ୍ରଧାନ ଅଭିଯୁକ୍ତ ମନୋଜ ବେହେରା ଆନ୍ଧ୍ର ପ୍ରଦେଶର ବୋଲି ପୁଲିସ...
ବୋର୍ଡ ପରୀକ୍ଷା ପାଇଁ CBSEର ୭ଟି ନିୟମ ବାଧ୍ୟତାମୂଳକ
CBSE ୨୦୨୬ ରେ ହେବାକୁଥିବା ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ବୋର୍ଡ ନୂଆ ନିୟମାବଳୀ ଘୋଷଣା କରିଛି। ଛାତ୍ରଛାତ୍ରୀମାନେ ଏବେ ପରୀକ୍ଷା ଫର୍ମ ପୂରଣ କରିବାକୁ ପଡିବ। ଏଥିସହିତ, କିଛି ବାଧ୍ୟତାମୂଳକ...
ନକଲି ସାର୍ଟିଫିକେଟ ଦେଇ କରିଥଲେ ଚାକିରି; ହେଲେ ବହିଷ୍କାର
ଜାଲିଆତି ସର୍ଟିଫିକେଟ ସହିତ ଚାକିରି କରୁଥିବା ଜଣେ ଅଧ୍ୟାପକଙ୍କ ଭାଗ୍ୟ ଶେଷରେ ଫସିଗଲା। ଜଗତସିଂହପୁ ଜିଲ୍ଲାର ବାଲିକୁଦା କଲେଜରେ ଅଧ୍ୟାପକ ଭାବେ କାମ କରୁଥିବା ସନ୍ତୋଷ ଶତପଥୀଙ୍କୁ ଜାଲ ସାର୍ଟିଫିକେଟରେ ଚାକିରି କରିବା ଅଭିଯୋଗରେ ବହିଷ୍କାର କରାଯାଇଛି। ସୂଚନା ମିଳିଛି...
ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଲେଇଲେନି ସୂର୍ଯ୍ୟ କୁମାର
ସୂର୍ଯ୍ୟ କୁମାର ଯାଦବ ବିପକ୍ଷ ଟିମର(ପାକିସ୍ତାନ)ଧିନାୟକଙ୍କ ସହିତ ହାତ ନମିଳାଇବାକୁ ନେଇ କିଛି ପ୍ରଶ୍ନ ସୃଷ୍ଟି ହୋଇଛି । ଗତକାଲି ମ୍ୟାଚ୍ ଆରମ୍ଭରୁ ସୂର୍ଯ୍ୟକୁମାର ଯାଦବ ଟସ୍ ପକାଇଥିଲେ । ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା...
ବିହାରକୁ ମୋଦିଙ୍କ ୪୦ ହଜାର କୋଟିର ଭେଟି
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରକୁ ବଡ଼ ଭେଟି ଦେଇଛନ୍ତି । ପ୍ରାୟ ୪୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି । ପୂର୍ଣ୍ଣିୟାରେ ଆୟୋଜିତ ଜନସଭା ରେ...
ପୁରୀ ସ୍ଵର୍ଗଦ୍ଵାର ରେ ବଞ୍ଚି ଉଠିଲା ଶବ
ପୁରୀ ସ୍ବର୍ଗଦ୍ୱାରରେ ବଞ୍ଚିକି ଉଠିଲା ଶବ । ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି ଲଷ୍ମୀ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପରିବାର ଲୋକ ନେଇଆସିଥିଲେ । କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ପି ଲଷ୍ମୀ...


















