ଇତିହାସ ଫର୍ଦ୍ଦରେ ଛୁକ୍-ଛୁକ୍ ଗାଡି
କାହିଁ କେତେ ଶତାବ୍ଦୀରୁ ପ୍ରତ୍ୟେକ ଘଟଣାର ମୂକ ସାକ୍ଷୀ ହୋଇ ରହିଥିବା ଛୁକ୍-ଛୁକ୍ ଗାଡି ଶେଷରେ ଇତିହାସ ଫର୍ଦ୍ଦରେ ସବୁଦିନ ପାଇଁ ଯୋଡି ହେବାକୁ ଯାଉଛି. ଛତିଶଗଡ଼ର ରାଜଧାନୀ ରାୟପୁରରେ 1900 ମସିହାରେ ଆରମ୍ଭ ହୋଇଥିଲା ଏହି ଛୁକ୍-ଛୁକ୍ ଗାଡି....
କମିଲା ତେଲ ଦର,ବଢିଲା ରାଜନୀତି
ତେଲରୁ ଭାଟ କମାଇବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମାଷ୍ଟର କ୍ୟାଣ୍ଟିନରେ ଭଜପା ଦଳର କର୍ମୀମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । କହିବାକୁ ଗଲେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଟାର୍ଗେଟ କରିଛନ୍ତି...
କନିଷ୍ଠ ଖେଳାଳୀ ଭାବେ ଇତିହାସ ରଚିଥିବା ପୃଥ୍ୱୀଙ୍କ ଜୀବନୀ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଖେଳାଳୀ ପୃଥ୍ୱୀ ସ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ରେ ନିଜର ଯାଦୁରେ ସମସ୍ତଙ୍କ ମନ ଜିଣିବାରେ ସକ୍ଷମ ହୋଇପାରିଛନ୍ତି. 18 ବର୍ଷର ଏହି ଯୁବ ଖେଳାଳୀ...
ଆପଣ ବୁଲିବାକୁ ଗଲେ ପୋଲିସ ଜଗିବ ଘର
ଘରୁ ଚୋରି ହେବା କ’ଣ ଆପଣଙ୍କ ନିଦ ଉଡାଇଦେଇଛି ? ଚୋରିହେବା ଭୟରେ କ’ଣ ଆପଣ କୁଆଡେ ବୁଲିବାକୁ ଯାଇପାରୁନାହାନ୍ତି,ନା ବୁଲିବାକୁ ଗଲେ ମଧ୍ୟ ଘରୁ ଚୋରି ହେବା ଚିନ୍ତା ଆପଣଙ୍କ ମନରେ ରହୁଛି ? ଯଦି ଏ ସବୁ...
ପୁରୀ ହିଂସାକାଣ୍ଡ ଘଟଣାରେ ୨୦ ଗିରଫ
ଶ୍ରୀମନ୍ଦିର ନିକଟରେ ହୋଇଥିବା ହିଂସାକାଣ୍ଡ ଓ ପୋଡାଜଳା ସମସ୍ତଙ୍କୁ ଆଘାତ ଦେଇଛି । ଏହି ଘଟଣାରେ ପୋଲିସ ୨୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ପାଖରେ ଭଙ୍ଗାରୁଜା ସହ...
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ
ଉତ୍ତରପ୍ରଦେଶ ବାଗପତ ଅଞ୍ଚଳରେ ବାୟୁସେନାର ଏକ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଜିଆବାଦର ହିଡେନ ଏୟାରବେସରୁ ବିମାନଟି ଉଡାଣ ଆରମ୍ଭ କରି ବାୟୁସେନା ଦିବସ ପାଇଁ ଅଭ୍ୟାସ କରୁଥିଲା ।କିନ୍ତୁ ବାଗପତରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ...
କି ସଙ୍କେତ ଦେଉଛି ପୁରୀ ହିଂସାକାଣ୍ଡ
କାହିଁକି ଏମିତି ହେଲା. ଯ଼ାହା କେବେ ଇତିହାସରେ ଘଟି ନଥିଲା, ତାହା ଏବେ ଘଟିଲା. ସମଗ୍ର ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ପୁଣିଥରେ ମୋଗଲ ସାମ୍ରାଜ୍ୟ ସମୟର ବର୍ବରତାକୁ ମନେ ପକାଇ ଦେଇଛି. କାହିଁକି...
ପ୍ରାଥମିକ ଶିକ୍ଷକମାନଙ୍କ ବେତନ ବୃଦ୍ଧି ସହିତ ୩ଟି ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ ପେ ବୃଦ୍ଧି ନେଇ ଗୁରୁବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ସଚିବ ଉପସ୍ଥିତ ରହିଥିଲେ ।...
ପୁଣି ଧନୀ ତାଲିକାର ଆଗରେ ରହିଲେ ମୁକେଶ
ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି । ୪୭.୩ ଅରବ ଡଲାର ସମ୍ପତ୍ତିସହ ମୁକେଶ ୧୧ ଥର ଲାଗି ଭାରତୀୟ ଧନୀ ତାଲିକାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଫୋର୍ବସ...
ବ୍ୟାରେଜ୍ ଗେଟ୍ ବନ୍ଦ କରିବ ଛତିଶଗଡ, ଶୁଖିଯିବ ମହାନଦୀ
ଛତିଶଗଡ ପୁଣିଥରେ ଓଡିଶାର ଲାଇଫଲାଇନ୍ କୁହାଯାଉଥିବା ମହାନଦୀ ଉପରେ ତାର ଏକଚାଟିଆ ଅଧିକାର ଜାହିର କରିଛି. ଯଦିଓ ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ହୋଇଥିବା ବିବାଦ ଟ୍ରିବ୍ୟୁନାଲରେ ବିଚାରଧୀନ ଅଛି, ତଥାପି ଛତିଶଗଡ ସରକାର ମହାନଦୀ...







