ପୋଲିସ ବିରୋଧରେ ଅସଦାଚରଣ ଅଭିଯୋଗ
ଶେଷରେ ଥାନାକୁ ଗଲେ ବିଜେପି ନାରୀ ନେତ୍ରୀମାନେ । ପୋଲିସ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ । ମନ୍ତ୍ରୀ ମହାରଥୀଙ୍କ ବିରୋଧରେ ଫେରାଦ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିବା ବେଳେ ବାଟରେ ପୋଲିସ ଅଟକାଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା...
ଏସି ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ
ବର୍ତ୍ତମାନ ଯୁଗ ଏତେ ଉନ୍ନତି ହେଲାଣି ଯେ, ଆଜିର ଲୋକମାନେ ଥଣ୍ଡାରେ ରହିବା ପାଇଁ ନିଜ ଘରେ ଏସି ଲଗାଉଛନ୍ତି. ଏସି ଲଗାଇବା ଦ୍ୱାରା ଆମେ ଥଣ୍ଡା ପବନ ପାଉଛେ ସତ, ହେଲେ ଏଥିରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍...
ଶୌଚାଳୟରେ 12 ବର୍ଷ
ଯେତେବେଳେ ଆମେ ଶୌଚାଳୟ ପାଖ ଦେଇ ଯାଇଥାଉ ଦୁର୍ଗନ୍ଧରେ ଆମ ନାକ ବନ୍ଦ ହେଇଯାଏ. କିନ୍ତୁ ଶୌଚାଳୟରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ବାର ବର୍ଷ ହେବ ରହିଆସୁଛନ୍ତି ଖୋଖୋ ଖେଳାଳୀ ଜୁହୀ. ଆପଣଙ୍କୁ ଏ କଥାଶୁଣି...
ସରଗରମ କଲେଜ କ୍ୟାମ୍ପସ,ଟାର୍ଗେଟ ଇଲେକ୍ସନ
ସରଗରମ ହୋଇଛି କଲେଜ କ୍ୟାମ୍ପସ । ପାରମ୍ପରିକ ବାଦ୍ୟ ଓ ଗୀତର ତାଳେ ତାଳେ ମସଗୁଲ ହୋଇଛନ୍ତି ଛାତ୍ରଛାତ୍ରୀ । କଲେଜର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ସମାଧାନ କରିବାର ପ୍ରତିଶୃତି ଦେଇ ନିଜ ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ...
ଅଶାନ୍ତ ପୁରୀ ସହର: ବଡଦାଣ୍ଡରେ ୧୪୪ ଧାରା ଜାରି
ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡି ଦର୍ଶନ ବ୍ୟବସ୍ଥା । ପ୍ରଥମ ଦିନରେ ଏହାକୁ ସାମୟିକ ବିରୋଧ କରାଯାଇଥିବାବେଳେ ଜଗନ୍ନାଥ ସେନା ପକ୍ଷରୁ ୩ ତାରିଖ ଦିନ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ବୁଧବାର ତାର ଉଗ୍ରରୂପ...
କୋଲକାତା ମେଡିକାଲ କଲେଜରେ ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଏକ ହସ୍ପିଟାଲର ଫାର୍ମାସୀ ଡିପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ସୁଚନା ମିଳିନାହିଁ ।...
ଦାମ ଆରମ୍ଭ କଲେ ଗୁମର ଖୋଲା ଅଭିଯାନ
ଯାହା କୁହାଯାଉଥିଲା, ସେଇଆ ହେଲା. ଦାମୋଦର ରାଉତ ତାଙ୍କର ଅଭିଯାନ ଆରମ୍ଭ କରିଦେଲେ. ସରକାରଙ୍କ ଗୁମର ଖୋଲିବା ଅଭିଯାନ. ଆଜି ମାହାଙ୍ଗା ନୃତ୍ତାଙ୍ଗ ଅଞ୍ଚଳରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଖୁବ୍ ଗର୍ଜନ କରିଛନ୍ତି ଦାମ ବାବୁ. ମନ୍ତ୍ରୀମଣ୍ଡଳରେ ଥିବା...
ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ
ଓଡିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁର, ବଲାଙ୍ଗିର, ସୁନ୍ଦରଗଡ, ବାଲେଶ୍ୱରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରଯାଇଛି । ନିଜସ୍ୱ ଯୋଜନାରେ...
ସ୍କୁଲ ଓ କଲେଜ ଶିକ୍ଷକଙ୍କ ବାର ଘଣ୍ଟିଆ ଅନଶନ
ସାରାଦେଶ ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରୁଥିବା ବେଳେ ବଲାଙ୍ଗୀର ସ୍କୁଲ ଓ କଲେଜର ଶିକ୍ଷକମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାର ଘଣ୍ଟିଆ ଅନଶନ କରିଛନ୍ତି. ଏହି ମଞ୍ଚ ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ଓ ବିଧାନସଭା...
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ନରସିଂହପୁର ନିଜିଗଡ ମା ପ୍ରଗଳା ମହାସଂଘର କର୍ମକର୍ତ୍ତା । କର୍ମକର୍ତ୍ତାମାନେ କାର୍ଯ୍ୟାଳୟକୁ ଯାଇଥିବାବେଳେ ଅରୁଣ ସିଂ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ...








