ଭାରତ-ସିଙ୍ଗାପୁର ର ୫ଟି ବଡ଼ ଚୁକ୍ତି ସ୍ୱାକ୍ଷର
ଆମେରିକା ସହିତ ଶୁକ୍ଳ ବିବାଦ ଚାଲିଥିବା ସମୟରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ5
ପାଖାପାଖି ୫ଟି ମହତ୍ତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ନୂଆଦିଲ୍ଲୀ ସାକ୍ଷାତରେ ଦୁଇ ଦେଶ ମଧ୍ୟରେ ୫ଟି...
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭେଟି : ୫୦ ହଜାର ଲୋକଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ
ବାସହୀନଙ୍କ ପାଇଁ ପ୍ରଧାମନ୍ତ୍ରୀ ଆଣିଲେ ଖୁସି ଖବର । ଘର କରିବା ପାଇଁ ମିଳିବ କାର୍ଯ୍ୟାଦେଶ।ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବାଣ୍ଟିବେ ରାଜ୍ୟ ସରକାର ।ଆସନ୍ତା ୧୭ ସେପ୍ଟେମ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏହାକୁ ଲୋକଙ୍କୁ ଭେଟି...
ଶ୍ରୀମନ୍ଦିର ବେଢା ଭିତର ଫଟୋ ଭାଇରାଲ
ସୋସିଆଲ୍ ମିଡିଆରେ ଆଉଥରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହେବା ସହିତ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କଡ଼ା ନିୟମ ଭିତରେ ମନ୍ଦିର ଭିତରକୁ ମୋବାଇଲ୍ ଯିବା କିପରି ସମ୍ଭବ? ହଜାର ଭକ୍ତ ଙ୍କ ମଧ୍ୟରେ ପୁଣି କିପରି...
ପ୍ରତିଶ୍ରୁତି ପୁରଣ କଲେ ପ୍ରଧାନନ୍ତ୍ରୀ
ବୁଧବାର ଜିଏସଟି କାଉନସିଲର ୫୬ ତମ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ସାଧାରଣ ଲୋକଙ୍କ ସହିତ ବ୍ୟବସାୟୀମାନଙ୍କୁ ମଧ୍ୟ ସିଧାସଳଖ ଆଶ୍ୱସ୍ତି ଦେବ । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏବେ କେବଳ ଦୁଇଟି ଜିଏସଟି...
ପୁଟିନଙ୍କ ସାମ୍ନାରେ ଲଜ୍ଜିତ ହେଲେ ପାକ୍ PM ଶେହେବାଜ୍ ଶରିଫ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପୁଣିଥରେ ଆନ୍ତର୍ଜାତୀୟ ମଞ୍ଚରେ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଛନ୍ତି । ଚୀନ୍ ଯାତ୍ରା ସମୟରେ ସେ ବେଜିଂରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଥିଲେ, କିନ୍ତୁ ସେହି ସମୟରେ ଘଟିଥିବା ଏକ ଘଟଣା ତାଙ୍କୁ...
ଭାରତକୁ ଶସ୍ତାରେ ତେଲ ଦେବ ରୁଷିଆ
ଭାରତ-ରୁଷିଆ ତୈଳ କାରବାରକୁ ଅଟକାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଲଗାଇଥିଲେ। କିନ୍ତୁ ଏହି ପଦକ୍ଷେପ ବୁମେରାଂ ସାବ୍ୟସ୍ତ ହୋଇଛି । ଭାରତ ପଛକୁ ହଟିବା ପରିବର୍ତ୍ତେ ଏବେ ରୁଷିଆଠାରୁ ଅଧିକ ଅଶୋଧିତ ତୈଳ କିଣିବା ପ୍ରକ୍ରିୟା...
ଭାରତରେ ରହିପାରିବେ ପଡ଼ୋଶୀ ଦେଶର ଶରଣାର୍ଥୀ
ଧାର୍ମିକ ନିର୍ଯ୍ୟାତନା ପ୍ରଭାବିତ ଆଫଗାନିସ୍ତାନ, ବାଙ୍ଗଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଭାରତରେ ଆଶ୍ରୟ ନେଇଛନ୍ତି । କେନ୍ଦ୍ର ସରକାର ଏହାକୁ ନିରାପଦ ଭାବରେ ରଖିବାକୁ ଆଶ୍ୱସ୍ତି ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଜଣାଇଛି ଯେ ୨୦୨୪...
ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ ଆଖି ନଷ୍ଟ
ପ୍ରଶ୍ନର ଉତ୍ତର ଦେଇ ନପାରିବା କାରଣରୁ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଜଣେ ଶିକ୍ଷୟତ୍ରୀ ବିବାଦରେ ପଡ଼ିଛନ୍ତି। ଭୁବନେଶ୍ବର ଡୁମଡୁମା ଫେଜ୍-୨ର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ନାମରେ ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ଅଭିଭାବକମାନେ ସଙ୍ଗୀନ...
ଭାରତ, ରୁଷ ଓ ଚୀନ ର ଏକତା, ଆଣିପାରେ ପରିବର୍ତ୍ତନ
ଭାରତ, ରୁଷ ଓ ଚୀନଙ୍କ ଏକତା ଦୁନିଆର ରାଜନୈତିକ ସମୀକରଣକୁ ପରିବର୍ତ୍ତନ କରିପାରେ । ଶୁଣିବାକୁ ମିଳୁଛି ଯେ, ଏକବିଂଶ ଶତାବ୍ଦୀ ଏସିଆର ହେବ । କିନ୍ତୁ, ଏହା ବାସ୍ତବରେ କେବେ ଘଟିବ। ଏଥରର ସାଂଘାଇ ସହଯୋଗ ସଂଗଠନ...
ଆମେରିକା ବହୁତ ଶକ୍ତିଶାଳୀ, ଆମ ବିନା କିଛି ରହିବ ନାହିଁ ; ଟ୍ରମ୍ପ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଶୁଳ୍କ ବିଷୟରେ ମତ ଦେଇଛନ୍ତି। ମଙ୍ଗଳବାର ସେ କହିଲେ, “ଆମେରିକା ବିଶ୍ବରେ ସବୁଠୁ ଶକ୍ତିଶାଳୀ, ଏହା ବିନା କିଛି ଚାଲିବ ନାହିଁ।” ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ପରେ ଟ୍ରମ୍ପ ଭାରତ...


















