25.1 C
Bhubaneswar
Tuesday, October 27, 2026
-Advertisement-

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ପାଖତୁନଖାୱା ପ୍ରଦେଶରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଶନିବାର ମାର୍କା ବେରା ଅଞ୍ଚଳରେ ହୋଇଥିବା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ଅତିକମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର...

ଶ୍ରୀମନ୍ଦିର ଭିତରୁ ଧରା ପଡ଼ିଲେ ନକଲି ଆର୍ମି ଅଫିସର

ପୁରୀ: ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ନକଲି ଆର୍ମି ଅଫିସରକୁ ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାଡ। ଧରାପଡ଼ିଥିବା ଯୁବକଙ୍କ ପରିଚୟ ଉପେନ୍ଦ୍ର ପୁରୋହିତ ବୋଲି ଜଣାପଡ଼ିଛି। ସେ ରାଜସ୍ଥାନର ବାସିନ୍ଦା ବୋଲି ସୂଚନା ମିଳିଛି। ଆର୍ମି...

୧୧ ବଲରେ ୫୦ ରନ୍ କରି ବିଶ୍ୱ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ଇନିଂସ୍ ଖେଳି ଲିଷ୍ଟ-ଏ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୧ଟି ବଲରେ ଅର୍ଦ୍ଧଶତକ ପୂରଣ କରି ସମସ୍ତଙ୍କୁ ଚକିତ କରିଛନ୍ତି ଏହି ଯୁବ ବ୍ୟାଟର ।...

କୋଲକାତାର ରେଡ ରୋଡରେ ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି

କୋଲକାତା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ, ସେ ଦେଶକୁ ଏକ ବାର୍ତ୍ତା ଦେଇଥିଲେ ଯେଉଁଥିରେ ଯୋଗକୁ...

ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ପତ୍ନୀ ରେଜିନା ବିବି ଗିରଫ

ପଶ୍ଚିମବଙ୍ଗ: ଟିଏମସି ନେତା ଜାହାଙ୍ଗୀର ଖାନଙ୍କୁ ମୁକ୍ତ କରିବାର ଷଡ଼ଯନ୍ତ୍ର ଏବଂ ପଶ୍ଚିମବଙ୍ଗର ଫାଲ୍ଟା ପୋଲିସ ଷ୍ଟେସନ ଉପରେ ଆକ୍ରମଣ ମାମଲାରେ ତାଙ୍କ ପତ୍ନୀ ରେଜିନା ବିବିଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ରେଜିନା ହିଁ ଏହି ଆକ୍ରମଣର...

ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ନୂଆ SOP

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ମାନକ କାର୍ଯ୍ୟ ପ୍ରଣାଳୀ (Standard Operating Procedure - SOP) ଜାରି କରିଛନ୍ତି ।...

୬ ଓଡ଼ିଆ ଅଗ୍ନିବୀରଙ୍କ ସହିତ ୭୨୬ ଅଗ୍ନିବୀରଙ୍କ ପାସିଂ ଆଉଟ ପ୍ୟାରେଡ ସମ୍ପନ୍ନ

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ସେନା ବାହିନୀରେ ଯୋଗ ଦେବା ନିମନ୍ତେ ପ୍ରଚଳିତ ଅଗ୍ନିବୀର ଯୋଜନା ଅନୁସାରେ ଜଳ, ସ୍ଥଳ ଓ ଆକାଶ ବାହିନୀର ବିଭିନ୍ନ ତାଲିମ କେନ୍ଦ୍ରରେ ସଫଳତାର ସହିତ ଅଗ୍ନିବୀର ଜବାନ ତାଲିମ ଗ୍ରହଣ କରିବା ସହିତ...

ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଲା ଓଡ଼ିଶାର ଡିଜିଟାଲ ପରିମଳ ମଡେଲ

ଭୁବନେଶ୍ୱର: ସହରାଞ୍ଚଳ ପରିମଳ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି ଓଡିଶା । ‘ସାଉଥ୍-ସାଉଥ୍ କୋଅପରେସନ୍’ କ୍ଷେତ୍ରରେ ଓଡିଶାର ଡିଜିଟାଲ ସାନିଟେସନ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଏବଂ ପ୍ରଶଂସା ମିଳିଛି। ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ...

ପାହାଡପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଓ ପିଏମ୍ ମୋଦି, ରାଜ୍ୟ ପାଇଁ ସ୍ମରଣୀୟ ଦିନ

ରାଇରଙ୍ଗପୁର: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଛନ୍ତି । ପାହାଡ଼ପୁର ଗାଁରେ...

ପ୍ରତି ପଞ୍ଚାୟତରେ ହବ ‘ଜନକଲ୍ୟାଣ ଶିବିର’, ଲୋକଙ୍କ ପାଖରେ ପହଞ୍ଚିବ ସମସ୍ତ ସରକାରୀ ସେବା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟବ୍ୟାପୀ ସରକାରୀ ଜନସଂପର୍କ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...