ଟିଇଟିକୁ ନେଇ ଦ୍ଵନ୍ଦରେ ଶିକ୍ଷକ
ସୁପ୍ରିମକୋର୍ଟ ନିର୍ଦ୍ଦେଶ କରିଛନ୍ତି ଯେ, ଶିକ୍ଷକଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ଆବଶ୍ୟକ। ଏହାକୁ ନେଇ ଅନେକ ପ୍ରତିକ୍ରିୟା ଆସୁଛି। ରାଜ୍ୟ ସରକାରମାନେ ଏହାକୁ କିପରି ମାନିବେ, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଚୁଡାନ୍ତ ରାୟ ଦେବା ପାଇଁ...
ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ; ସେପ୍ଟେମ୍ବର ୪ରେ ବିହାର ବନ୍ଦ ଡାକରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ ନେଇ ଅଶାଳୀନ ଟିପ୍ପଣୀକୁ କେନ୍ଦ୍ର କରି ଏନଡିଏ ତୀବ୍ର ପ୍ରତିବାଦ କରିଛି । ଏହି ପ୍ରସଙ୍ଗରେ ସେପ୍ଟେମ୍ବର ୪ରେ ସକାଳ ୭ଟାରୁ ଦୁଇପହର ୧୨ଟା ପର୍ଯ୍ୟନ୍ତ ବିହାର ବନ୍ଦ ଡାକିଛନ୍ତି । ପାଟନାରେ ହୋଇଥିବା...
ପୁରୁଷ ବନ୍ଧୁଙ୍କ ନିର୍ଯାତନା : ଥାନା ରେ ଫିନାଇଲ ପିଇଲେ ନାବାଳିକା
ଗୋପାଳପୁର ଥାନା ଅଧୀନରେ ଘଟିଥିବା ଏକ ଘଟଣାରେ, ସୋମବାର ଜଣେ ନାବାଳିକା ଫିନାଇଲ ପିଇଥିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି। ନାବାଳିକାଙ୍କ ବାପାମାଆଙ୍କ ଅଭିଯୋଗ ଅନୁସାରେ, ସେହି ପୁରୁଷ ବନ୍ଧୁ ତାଙ୍କୁ ଅପହରଣ ଓ ଯୌନ ନିର୍ଯାତନା...
ବନ୍ୟା ବିପର୍ଯ୍ୟୟ ନୁହେଁ ଆଲ୍ଲାଙ୍କ ଆଶୀର୍ବାଦ ; ଖ୍ୱାଜା ଆସିଫ
ପାକିସ୍ତାନରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାବି, ଚେନାବ ଏବଂ ଝେଲମ୍ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଲକ୍ଷ-ଲକ୍ଷ ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି। ଏହି ସଙ୍କଟର ମଧ୍ୟରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ବୟାନ ଚର୍ଚ୍ଚା ରେ...
ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ
ମୟୁରଭଞ୍ଜ ଜାମଦାରର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଝାରସୁଗୁଡା ବେଲପାହାଡ଼ ମ୍ୟୁନିସିପାଲଟିରେ ମଧୁସ୍ମିତା କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ସେଠାରେ ୪ କୋଟି ଟଙ୍କାର ଅର୍ଥ ହେରଫେର କରିଥିବା...
ଟ୍ରମ୍ପ ଙ୍କ ଝଟକା ;ଔଷଧ ଉପରେ ୨୦୦% ଟାରିଫ୍
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ଶୁକ୍ଳ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ବିଦେଶରୁ ଆଣାଯାଉଥିବା ଔଷଧରେ 200% ଟାରିଫ୍ ଲାଗୁ କରିବା ପ୍ରସ୍ତାବ ରଖୁଛନ୍ତି । ଏହାର ଫଳରେ ଆମେରିକାରେ ଔଷଧର ଦର ବେଶୀ ବଢ଼ିବା...
ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଭାବେ ବିବେଚିତ ହେଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି। ଇଣ୍ଡିଆ ଟୁଡେ-ସିଭୋଟରଙ୍କ ‘ମୁଡ ଅଫ ଦି ନେଶନ’ ସର୍ଭେରେ ବଡ଼ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଆକଳନ ହୋଇଥିଲା। ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୀର୍ଷ ସ୍ଥାନରେ ରହିଛନ୍ତି। ଯାହାକୁ...
ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର
ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କଟକ ଏସସିବି ମେଡିକାଲର ଅତିରିକ୍ତ ଅଧିକ୍ଷକ ଜ୍ୟୋତିର୍ମୟ ନାୟକ । ଏକ କନଫରେନ୍ସରେ ଯୋଗ ଦେବାକୁ ବିମାନରେ ଭୁବନେଶ୍ବରରୁ ରାୟପୁର ଯାତ୍ରା କରୁଥିଲେ । ଭୁବନେଶ୍ବରରୁ ରାୟପୁରକୁ ଯାଉଥୁବା ବିମାନରେ...
ବିଜେପି ର ନୂଆ NAC ଘୋଷଣା ; ବିଜେଡି ର ଆନ୍ଦୋଳନ ଚେତାବନୀ
ରାଜ୍ୟ ସରକାର ୨୮ଟି ନୂତନ NAC ଘୋଷଣା କରିବା ପରେ ରାଜନୀତି ତିବ୍ର ହୋଇଯାଇଛି। ବିଜେଡି ଏହାକୁ “ପୁନଃଘୋଷଣା” ବୋଲି କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି NAC ଘୋଷଣା କରିଥିଲେ। ବିଜେପି ସରକାର ସେଥିରୁ ୧୬...
ଶିକ୍ଷକ ଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ ; ନହେଲେ ଅବସର
ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ସବୁ ଶିକ୍ଷକଙ୍କ ପାଇଁ TET ବାଧ୍ୟତାମୂଳକ । TET ବା ଟିଚର୍ ଏଲିଜିବିଲିଟି ଟେଷ୍ଟ ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ସୋମବାର...


















