25.1 C
Bhubaneswar
Tuesday, October 27, 2026
-Advertisement-

ପାହାଡପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଓ ପିଏମ୍ ମୋଦି, ରାଜ୍ୟ ପାଇଁ ସ୍ମରଣୀୟ ଦିନ

ରାଇରଙ୍ଗପୁର: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଛନ୍ତି । ପାହାଡ଼ପୁର ଗାଁରେ...

ପ୍ରତି ପଞ୍ଚାୟତରେ ହବ ‘ଜନକଲ୍ୟାଣ ଶିବିର’, ଲୋକଙ୍କ ପାଖରେ ପହଞ୍ଚିବ ସମସ୍ତ ସରକାରୀ ସେବା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟବ୍ୟାପୀ ସରକାରୀ ଜନସଂପର୍କ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର...

ପିଲା ଚୋର ସନ୍ଦେହରେ ଯୁବତୀଙ୍କୁ ଆକ୍ରମଣ :୧୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାୟଗଡା: କଲ୍ୟାଣସିଂହପୁରରେ ଏକ ବର୍ବରତା ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି । ପିଲା ଚୋର ସନ୍ଦେହରେ ବାହାର ରାଜ୍ୟର ଯୁବତୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦିଆଯାଇଛି l ପୀଡିତାଙ୍କ ସମେତ ଅନ୍ୟ ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ମାଡ ମାରିଛନ୍ତି...

ଫିଫା ବିଶ୍ୱକପରେ ଅଘଟଣ, ପଡ଼ିଆରେ ପିଟାପିଟି ହେଲେ ଦୁଇ ଦେଶର ଖେଳାଳି

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ପଡ଼ିଆରେ ବାଡ଼ିଆବାଡ଼ି ହୋଇଛନ୍ତି କାନାଡା ଓ କତରର ଖେଳାଳି। ଆଜି ଗ୍ରୁପ ବିର ମ୍ୟାଚ୍‌ରେ କାନାଡା ୬-୦ରେ କତରକୁ ହରାଇଥିଲା। ମ୍ୟାଚ୍‌ ସରିବା ମାତ୍ରେ ଦୁଇ ଦେଶର ଖେଳାଳି ପରସ୍ପରକୁ ଆକ୍ରମଣ କରିଛନ୍ତି। ମାରପିଟର...

ପ୍ରଧାନଶିକ୍ଷକ କରିପାରିଲେନି SIR କାମ, ନିଲମ୍ବିତ ଧମକ ପରେ ଆତ୍ମହତ୍ୟା

ବୌଦ୍ଧ: SIR କାମର ଚାପ ଜଣେ ଶିକ୍ଷକ ତଥା ବୁଥ୍ ଲେଭେଲ ଅଫିସର୍ (BLO)ଙ୍କ ଜୀବନ ନେଇଥିବା ଅଭିଯୋଗ ଆସିଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଅଭିଯୋଗ ଅନୁଯାୟୀ, ଗୋଛାପଡା ଗାଁର ସୟନ ସାହୁ...

ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର: ପ୍ରଶାସନିକ ଦକ୍ଷତା ଏବଂ କ୍ଷମତା ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଦୁଇ ଜଣ ବରିଷ୍ଠ IAS ଅଧିକାରୀଙ୍କ ପଦବୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ବ ।...

ବର୍ଷା ପାଇଁ ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି, ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ

ଯାଜପୁର: ବର୍ଷା ପାଇଁ ପୂର୍ବ ପରମ୍ପରା ଅନୁଯାଇ ଦୁଇ ପୁରୁଷଙ୍କ ମଧ୍ୟରେ ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ lନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗମ୍ଭାରୀଆ ଗାଁରେ। ସୁସଜ୍ଜିତ ଗାଡ଼ିରେ ବର ଆସିଲେ...

୧୨୮ ମେଡିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ୧୨୮ ଜଣ ମେଡିକାଲ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀ ସରକାରୀ ସେବାରୁ ବହିଷ୍କୃତ...

ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ବିବାଦୀୟ ଆଇପିଏସ୍ ଅଫିସର ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ଆଇପିଏସ୍ ଅଫିସର ଦୟାଲ ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୌମ୍ୟ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗଓ୍ଵାର ବିବାଦ ଘେରକୁ ଆସିଥିଲେ। ଗଙ୍ଗଓ୍ଵାର ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ମାଆ।ଏହି ହତ୍ୟା...

ଖୋର୍ଦ୍ଧା ଜିଲ୍ଲାରେ ଆଜିଠୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌, ପୁରୀରେ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି

ଭୁବନେଶ୍ୱର: ପ୍ରବଳ ଖରାଏବଂ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ପୁରୀରେ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...