ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ। ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଜଣେ...
ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ୍
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ସହରଗୁଡ଼ିକରେ ସାମରିକ କର୍ମଚାରୀଙ୍କ ନିୟୋଜନ ବୃଦ୍ଧି କରିବା ପାଇଁ ସଂଘୀୟ ବିଦ୍ରୋହ ବିରୋଧୀ ଆଇନ ଲାଗୁ କରିବାକୁ ଧମକ ଦେଇଛନ୍ତି। ଏହା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଡେମୋକ୍ରାଟିକ୍ ଶାସିତ ସହରଗୁଡ଼ିକ ସହିତ...
ଟ୍ରମ୍ପଙ୍କୁ କାହିଁକି କାନାଡ଼ାର ସମର୍ଥନ ?
କାନାଡିୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଥ୍ୟା ଦାବିକୁ ମଧ୍ୟ ଯଥାର୍ଥ ବୋଲି କହିବା ଆରମ୍ଭ କରିଛନ୍ତି। ମାର୍କ କାର୍ନି ,ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରି ତାଙ୍କ ପରିବର୍ତ୍ତନକୁ...
କଟକ ଭାଇଚାରାରେ କିଏ ଲଗାଇଲା ନିଆଁ ?
ତିନି ଦଶନ୍ଧି ପରେ କଟକ ଭାଇଚାରାରେ ନିଆଁ ଲଗେଇବାକୁ ଅପଚେଷ୍ଟା । ଦଶହରା ଭସାଣି ଯାତ୍ରା ବେଳେ କିଛି ମୁସଲମାନ (କଟକ ସହରର ସମସ୍ତ ମୁସଲମାନ ନୁହଁନ୍ତି) ଟେକା ପଥର ପକାଇ ସହରର ଭାଇଚାରାରେ ଦାଗ ଲଗାଇବାକୁ...
ଦାର୍ଜିଲିଂରେ ପ୍ରବଳ ବର୍ଷା, ଭୂସ୍ଖଳନ : 14 ମୃତ୍ୟୁ
ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ହଠାତ୍ ମୂଷଳଧାରା ବର୍ଷା ହେବାରୁ ସହରର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟି ବ୍ୟାପକ ହାନି ହୋଇଛି। ଅଚାନକ ବନ୍ୟାରେ ଅନେକ ଘର, ପୋଲ...
ହମାସକୁ ଶାନ୍ତି ଚୁକ୍ତି ଗ୍ରହଣ କରିବାକୁ ଚେତାବନୀ ଦେଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଲେଷ୍ଟାଇନରେ ଗାଜା ଗୋଷ୍ଠୀକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ହମାସକୁ ଶୀଘ୍ର କାର୍ଯ୍ୟ କରିବାକୁ ପଡିବ ଏବଂ ଇସ୍ରାଏଲ ସହିତ ଏକ ଶାନ୍ତି ଚୁକ୍ତି ପାଇଁ ରାଜି ହେବାକୁ...
ଗାଜା ଶାନ୍ତି ଚୁକ୍ତିନାମା: ଟ୍ରମ୍ପଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାରେ ଚାଲିଥିବା ଶାନ୍ତି ପ୍ରୟାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଗାଜାରେ ଶାନ୍ତି ପ୍ରକ୍ରିୟା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ...
ଆମେରିକାରେ ବନ୍ଦ ହେଲା ସରକାରୀ କାମ: ବିଲ୍ ଅନୁମୋଦନ କରାଇପାରିଲେନି ଟ୍ରମ୍ପ
ଛଅ ବର୍ଷ ପରେ ପ୍ରଥମେ ଆମେରିକା ସରକାର ବନ୍ଦ ହେଇଯାଇଛି । କଂଗ୍ରେସରେ ରିପବ୍ଲିକାନ ଏବଂ ଡେମୋକ୍ରାଟମାନେ ଅସ୍ଥାୟୀ ପାଣ୍ଠି ବିଲ୍ ଉପରେ ସହମତିରେ ପହଞ୍ଚି ପାରିନଥିବାରୁ ଏହି ପରିସ୍ଥିତି ସୃଷ୍ଟି ହେଲା। ସରକାରୀ ବନ୍ଦ ଯୋଗୁଁ ପୂର୍ବରୁ ଜର୍ଜରିତ...
RBI ଦେଲା ଉପହାର: ବଢ଼ିବନି ସୁଧହାର
ଭାରତୀୟ ରିଜର୍ଭ ବ୍ୟାଙ୍କ RBI ରେପୋ ରେଟ୍ରେ କିଛି ପରିବର୍ତ୍ତନ କରିନାହିଁ। ଏହାକୁ ୫.୫% ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରା ନୀତି କମିଟି (MPC) ର ତିନି ଦିନିଆ ବୈଠକ ପରେ, RBI ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ବୈଠକରେ...
ଦୀପାବଳୀ ପୂର୍ବରୁ ଉପହାର ଦେଲେ ମୋଦୀ
ଦିପାବଳୀରେ କେନ୍ଦ୍ର ସରକାର ଦେବେ ବଡ଼ ଉପହାର। ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ବଡ଼ ଖୁସି ଖବର। କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କାର୍ଯ୍ୟରତ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି...





















