ଚୀନରେ ଲକ୍ ଡାଉନ୍
ଚୀନରେ ଲକ୍ ଡାଉନ୍ । ଦେଶର ସର୍ବାଧିକ ଜନବହୁଳ ସହର ଜିଆନରେ ଲକ୍ ଡାଉନ ଘୋଷଣା କରିଛନ୍ତି ଚୀନ୍ ସରକାର । 130 ଲକ୍ଷ ଲୋକ ବସବାସ କରୁଥିବା ଜିଆନ୍ ସହର ପାଇଁ ସରକାର କଡା କଟକଣା ଜାରି କରିଛନ୍ତି...
କରାଚିରେ ଭୟଙ୍କର ବିସ୍ଫୋରଣ
ପାକିସ୍ତାନର କରାଚି ସହରରେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ । କରାଚି ସହରର ଶେରଶାହା ଛକରେ ଥିବା ଏକ କୋଠାରେ ବିସ୍ପୋରଣ ଯୋଗୁ ଘଟଣାସ୍ଥଳରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା...
ବିଶ୍ୱର ସବୁଠୁ ଧନୀ ଦେଶ
ଆମେରିକାକୁ ପଛରେ ପକାଇଲା ଚୀନ୍ । ବିଶ୍ୱର ସବୁଠାରୁ ଧନଶାଳୀ ରାଷ୍ଟ୍ରଭାବେ ପରିଚିତ ଲାଭ କଲା ସର୍ବାଧିକ ଜନବହୁଳ ରାଷ୍ଟ୍ର । ୨୦୦୦ରେ ଚୀନର ସମ୍ପତ୍ତି ପରିମାଣ ୭ ଟ୍ରିଲିୟନ ଡଲାର ଥିବାବେଳେ ୨୦୨୦ରେ ଏହାର ପରିମାଣ ୧୨୦...
ଚୀନରେ କରୋନାର ନୂଆ ଲହର
କରୋନାର ଜନ୍ମସ୍ଥାନ ଚୀନରେ ପୁଣି ବଢିଛି କରୋନା ଭୟ । ଚୀନର ଏକ ୟୁନିଭର୍ସିଟିରେ କରୋନା ସଙ୍କ୍ରମଣ ବଢିଛି । ୧୫ଶହରୁ ଉର୍ଦ୍ଧ ଛାତ୍ରଙ୍କୁ ଆଇସୋଲେସନରେ ରଖାଯାଇଛି । ଚୀନର ଦାଲିଆନ ପ୍ରାନ୍ତର ନର୍ଥ ୱେଷ୍ଟନ ସହରରେ ଥିବା...
ଦୁଇ ସାମ୍ବାଦିକ ପାଇବେ ନୋବେଲ୍ ଶାନ୍ତି ପୁରସ୍କାର
2021 ପାଇଁ ଦୁଇଜଣ ସାମ୍ବାଦିକଙ୍କୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର । ସାମ୍ବାଦିକ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭ ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ବାକ୍ ସ୍ବାଧିନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ...
ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଲେ ବାଇଡେନ-ମୋଦି
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ହ୍ବାଇଟହାଉସରେ ସାକ୍ଷାତ କରିବା ପରେ ଦୁଇ ରାଷ୍ଟ୍ରମୁଖ୍ୟ ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଇଛନ୍ତି । ଆଫଗାନିସ୍ଥାନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସ୍ବାକ୍ଷରରେ ଜାରି...
ସାମ୍ବାଦିକଙ୍କୁ ମାଡ ମାରି ଲହୁ ଲୁହାଣ କଲେ
ଆଫଗାନୀସ୍ତାନରେ ତାଲିବାନ ସରକାର ଗଠନ ନେଇ ଘୋଷଣା କରିବା ପରେ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । କିଛିଦିନ ହେବ କାବୁଲ ସମେତ ଅନେକ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଦେଖିବାକୁ...
ଫୁଟିଲା ତାଲିବାନ ଗୁଳି
କାବୁଲସ୍ଥିତ ପାକିସ୍ଥାନ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ବିକ୍ଷୋଭରେ ସାମିଲ ହୋଇଥିଲେ ଅଧିକାଁଶ ମହିଳା । ଆଫଗାନିସ୍ଥାନ ମାମଲାରେ ପାକିସ୍ଥାନ ହସ୍ତକ୍ଷେପ କରୁଥିବାରୁ ଏହାର ପ୍ରତିବାଦରେ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ପାକିସ୍ଥାନ ବିରୋଧରେ ନାରାବାଜି କରୁଥିଲେ...
ପଞ୍ଜଶୀରରେ ଉଡିଲା ତାଲିବାନ ପତାକା
ସବୁଠୁ ବେଶୀ ବିରୋଧର ସମ୍ମୁଖୀନ ହେଉଥିବା ପଞ୍ଜଶୀର ପ୍ରଦେଶରେ ଉଡିଲା ତାଲିବାନ ପତାକା । ପଞ୍ଜଶୀର ଦଖଲ ପରେ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ନିକଟରେ ତାଲିବାନମାନେ ପତାକା ଉଡାଇଛନ୍ତି । ପଞ୍ଜଶୀର ପ୍ରଦେଶକୁ ସେମାନେ ଦଖଲ କରିନେଇସାରିଛନ୍ତି ଏବଂ ସଂପୂର୍ଣ୍ଣ ଆଫଗାନିସ୍ଥାନରେ...
ସରକାରର ନେତୃତ୍ବ ନେବେ ମୁଲ୍ଲା ବାରଦାର୍
ତାଲିବାନ ସେନା ଆଫଗାନିସ୍ଥାନ ଦଖଲ କରିନେବା ପରେ ଏବେ ବିଧିବଦ୍ଧ ଭାବେ ତାଲିବାନ ସରକାର ଗଠନ କରିବ । ତାଲିବାନର କୋ-ଫାଉଣ୍ଡର ମୁଲ୍ଲା ବାରଦାର୍ ଆଫଗାନିସ୍ଥାନରେ ନୂଆ ସରକାରର ନେତୃତ୍ବ ନେବେ । ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ...


















