ଅଲ୍ ଇଜ୍ ଓେଲ୍: ଆମେରିକା ଏୟାରବେସ୍ ଉପରେ ମିଜାଇଲ୍ ଆକ୍ରମଣ ପରେ ଟ୍ରମ୍ପଙ୍କ ଟ୍ବିଟ୍
ଅଲ୍ ଇଜ୍ ଓେଲ୍ I ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ଇରାନର ମିଜାଇଲ୍ ଆକ୍ରମଣ ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ I ଆକ୍ରମଣରେ ଆମେରିକାର କୌଣସି କ୍ଷତି ହୋଇନାହିଁ ଏବଂ ଆମେରିକାର ପ୍ରତିରକ୍ଷା ବିଶ୍ବର ସବୁଠୁ...
ଇରାନ ଉଡାଇଲା ପ୍ରତିଶୋଧର ପତାକା
ଆମେରିକାର ଏୟାରଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କ୍ବାସିମ ସୁଲେମାନୀଙ୍କ ନିହତ ହେବା ଘଟଣାର ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି I କୋମ୍ ସହରରେ ଥିବା ପ୍ରାଚୀନ ଜାମକାରାନ ମସଜିଦ ଉପରେ ଇରାନ ଲାଲ୍ ପତାକା ଉତ୍ତୋଳନ କରି ଆମେରିକା...
ମୋଦୀ ଭଲ ଇଂଲିଶ କୁହନ୍ତି..ଟ୍ରମ୍ପଙ୍କ ମନ୍ତବ୍ୟରେ ସମସ୍ତେ ହସିଲେ
ଫ୍ରାନ୍ସରେ ଚାଲିଥିବା ଜି -7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ପ୍ରସଙ୍ଗରେ ହାତ ମିଳେଇଛନ୍ତି I କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ...
ଧର୍ଷଣକାରୀଙ୍କୁ ଦିଆଯିବ ନପୁଂସକ ଇଂଜେକ୍ସନ
ତେରବର୍ଷରୁ କମ ବୟସର ପିଲାଙ୍କୁ ଯୌନ ଶୋଷଣକାରୀଙ୍କୁ ମିଳିବ କଠୋର ଦଣ୍ଡ. ଦୋଷୀକୁ ନପୁଂସକ ଇଂଜେକ୍ସନ ଦେବାକୁ ତିଆରି ହେଲା ଆଇନ. ଆମେରିକାର ଆଲବାମା ରାଜ୍ୟରେ ଏଭଳି ଆଇନ ଗୃହୀତ ହୋଇଛି. ଧର୍ଷଣ ଭଳି ଅପରାଧ ରୋକିବାକୁ ରାଜ୍ୟ ସରକାର...
ଭାଇରାଲ ହେଉଛି ଭିଡିଓ
ଭାଇରାଲ ହେଉଛି ବର୍ଷକ ଶିଶୁକନ୍ୟାର ଭିଡିଓ । ଆପଣ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ, ବର୍ଷକର ଶିଶୁ ସୁଇମିଂପୁଲରେ ଏମିତି ମ୍ୟାଜିକ ଦେଖାଉଛି ତାହା ପୁଣି ବିନା ସାହାର୍ଯ୍ୟରେ । ଏ ଦୃଶ୍ୟ ଫ୍ଲୋରିଡାର ଏକ ସୁଇମିଂପୁଲର । ଭିଡିଓରେ...
ଦୋକାନ ମାଲିକ ହେଉଛି କୁକୁର
କୌଣସି ବ୍ୟକ୍ତି ନୁହେଁ, ବରଂ ଜଣେ କୁକୁର ହେଉଛି ଦୋକାନ ମାଲିକ. କୁକୁରଟି ନିଜେ ଦୋକାନ ଖୋଲୁଛି ଏବଂ ନିଜେ ଦୋକାନ ବନ୍ଦ କରୁଛି. ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ହେଲେ ଏହା ସତ. ଜାପାନର ହୋକାଇଡୋରେ ଏଭଳି...
ଗିରଫ ହେଲେ ମୋଦୀ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ଲଣ୍ଡନ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀକୁ ଶେଷରେ ଗିରଫ କରିଛି ପୋଲିସ. ଲଣ୍ଡନର ୱେଷ୍ଟମିଂସ୍ତର କୋର୍ଟରେ ମୋଦୀକୁ ହାଜର କରାଯିବ ଯେଉଁଠାରେ ସେ ଜାମିନ ପାଇଁ ଆବେଦନ କରିପାରେ ବୋଲି...
ମସୁଦକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ନେଇ ଜର୍ମାନୀର ଉଦ୍ୟମ
ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ୟୁରୋପୀୟ ସଂଗଠନରେ ଜର୍ମାନୀ ଉଦ୍ୟମ କରିଥିବା ରାଜନ୍ୟାୟିକ ସୂତ୍ରରୁ ପ୍ରକାଶ ପାଇଛି. ପୂର୍ବରୁ ଜାତିସଂଘରେ ଅଜହରକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ଉପରେ ଚୀନ ପ୍ରତିବନ୍ଧକ ଲଗାଇଥିଲା....
ନ୍ୟୁଜିଲାଣ୍ଡ ମସଜିଦ ଘଟଣା: 5 ଭାରତୀୟ ମୃତ
ଶୁକ୍ରବାର ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ ପ୍ରାୟ 45 ଜଣଙ୍କର ମୃତ୍ୟୁ ହୋଇଥିଲା. ତେବେ ସେମାନଙ୍କ ମଧ୍ୟରେ 5 ଜଣ ଭାରତୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ରବିବାର ସୂଚନା ଦେଇଛନ୍ତି ଭାରତର ରାଷ୍ଟ୍ରପ୍ରତିନିଧି. ଅନ୍ୟପଟେ ମୃତାହତଙ୍କ ସଂଖ୍ୟା...
କୁଆଡେ ଗଲେ 9 ଭାରତୀୟ ?
ଶୁକ୍ରବାର ନ୍ୟୁଜଲ୍ୟାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ 9 ଜଣ ଭାରତୀୟ ନିଖୋଜ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ଏହି ଘଟଣାରେ 49 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ....


















