ଭାଇରାଲ ହେଉଛି ବର୍ଷକ ଶିଶୁକନ୍ୟାର ଭିଡିଓ । ଆପଣ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ, ବର୍ଷକର ଶିଶୁ ସୁଇମିଂପୁଲରେ ଏମିତି ମ୍ୟାଜିକ ଦେଖାଉଛି ତାହା ପୁଣି ବିନା ସାହାର୍ଯ୍ୟରେ । ଏ ଦୃଶ୍ୟ ଫ୍ଲୋରିଡାର ଏକ ସୁଇମିଂପୁଲର । ଭିଡିଓରେ ଶିଶୁ କନ୍ୟାଟି ବ୍ୟାକ୍-ଷ୍ଟ୍ରୋକ୍ ,ଫ୍ରଣ୍ଟ କ୍ରାଓଲ ଏବଂ ସ୍ପିନ୍ କରୁ୍ଥିବା ଦେଖିବାକୁ ମିଳିଛି । ମିଳିଥିବା ସୁଚନାଅନୁସାରେ, ପ୍ଲୋଂରିଡାର ଗ୍ରେସ୍ ତାଙ୍କ ପିଲାଙ୍କୁ ଛୋଟବେଳୁ ସୁଇମିଂ ଶିକ୍ଷା ଦେବାକୁ ଚାହୁଁଥିଲେ । ଗ୍ରେସ୍ଙ୍କର ଦୁଇଟି ଶିଶୁକନ୍ୟା । ଜଣେ ୩ବର୍ଷର ହୋଇଥିବାବେଳେ ଜଣେ ବର୍ଷକର ଶିଶୁ କନ୍ୟା । ୬ମାସରୁ ଦୁଇ ଶିଶୁକନ୍ୟାଙ୍କୁ ସୁଇମିଂ ଟ୍ରେନିଂ ଦେଉଛନ୍ତି ଗ୍ରେସ୍ ।

LEAVE A REPLY

Please enter your comment!
Please enter your name here