ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବଲାଙ୍ଗୀରଠୁ ଭୁବନେଶ୍ବର ଜଳିଲା ନିଆଁ
ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କକୁ ନେଇ ରାଜନୀତି ଜୋର୍ ଧରିଛି । ଭୁବନେଶ୍ବରରୁ ବଙ୍ଗୋମୁଣ୍ଡା ଯାଏଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିଜେପି, କଂଗ୍ରେସ...
କ୍ୟାପଟେନଙ୍କ ଇସ୍ତଫା ଦାବି
ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ଗତ ବାରଦିନ ହେଲାଣି ମମିତା ମେହେର ନିଖୋଜ ଥିବା ବେଳେ ପୋଲିସ ବ୍ୟାରେକରୁ ଅଭିଯୁକ୍ତ ଗୋବିନ୍ଦ...
ଲଖିମପୁର ଖେରିକୁ ଯିବା ପାଇଁ ମିଳିଲା ଅନୁମତି
ଲଖିମପୁର ଖେରିକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ତିନିଜଣଙ୍କୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର । ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କାର୍ ମଡାଇ ମାରିଦେବା...
ପୋଖତଙ୍କୁ ହରାଇଲେ ନବାଗତ ରୁଦ୍ର ପ୍ରତାପ
ନିର୍ବାଚନ ଜିତିଲେ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ର ପ୍ରତାପ । ଖାଲି ଜିତିଲେନି, ବାପାଙ୍କଠୁ ବି ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ପ୍ରତିଦ୍ବନ୍ଦୀଙ୍କୁ । ବାପାଙ୍କ ଶ୍ରାଦ୍ଧ ବାର୍ଷ୍କିକୀରେ ବାପାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରି ବାପାଙ୍କୁ...
ଜୋର୍ ଧରିଲା ନିରଞ୍ଜନ ହଟାଓ ଆନ୍ଦୋଳନ
ପିପିଲିରେ କଂଗ୍ରେସର ଅବସ୍ଥା ଶୋଚନୀୟ । ଉପନିର୍ବାଚନରେ ଅମାନତ ହରାଇବେ କଂଗ୍ରେସ ପ୍ରାର୍ଥୀ । ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ହଟାଇବା ପାଇଁ ଆନ୍ଦୋଳନ ଦାନା ଧରିଛି । ନିରଞ୍ଜନ ହଟାଓ ପୋଷ୍ଟର ଧରି କଂଗ୍ରେସ...
ବଢୁଛି ବ୍ୟବଧାନ, 20 ହଜାରରୁ ଅଧିକ ଭୋଟରେ ରୁଦ୍ର ଆଗରେ
21 ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କ ଠାରୁ 20 ହଜାରରୁ ଅଧିକ ଭୋଟ ଆଗରେ ଅଛନ୍ତି ।
15 ରାଉଣ୍ଡ ଗଣତି ସୁଦ୍ଧା ରୁଦ୍ର ପ୍ରତାପ 16 ହଜାର 640 ଭୋଟରେ ଆଗୁଆ...
ଜିତିଲେ ଦିଦି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରିୟଙ୍କା ତିବ୍ରେଓ୍ବାଲାଙ୍କୁ 58 ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
ମମତାଙ୍କୁ 84 ହଜାର 709 ଖଣ୍ଡ...
ପିପିଲି ଉପନିର୍ବାଚନ ଫଳ : ଆଗରେ ରୁଦ୍ର ପ୍ରତାପ
15 ରାଉଣ୍ଡ ଗଣତି ସୁଦ୍ଧା ରୁଦ୍ର ପ୍ରତାପ 16 ହଜାର 640 ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କୁ 59 ହଜାର 185 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କୁ 42 ହଜାର...
ଆନ୍ଧ୍ରକୁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ
ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ କ୍ରମଶଃ ଉଗ୍ର ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ ସ୍ତରୀୟ ଦ୍ବୀପାକ୍ଷିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବା ଉପରେ...
ଚରଣଜିତ୍ ସିଂ ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ
ଚରଣଜିତ୍ ସିଂ ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ | କିଛି ସମୟ ପୂର୍ବରୁ ସୁଖଜିନ୍ଦର ସିଂଙ୍କ ନାଁ ରେ କଂଗ୍ରେସ ହାଇକମାଣ୍ଡ ମୋହର ମାରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଚରଣଜିତଙ୍କ ନାଁ ଘୋଷଣା କରାଯାଇଛି | ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାଁ...



















