33.1 C
Bhubaneswar
Tuesday, September 8, 2026
-Advertisement-

ଏନଡିଏ, ୟୁପିଏ ଓ ବିଜେଡିକୁ ସମତାକ୍ରାନ୍ତିର ସମାଲୋଚନା

କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ.ଡି.ଏ ଶାସନ ,ପୂର୍ବ କଂଗ୍ରେସ ନେତୃତ୍ୱରେ ତାଲିଥିବା ୟୁ.ପି.ଏ ସରକାର ଓ ରାଜ୍ୟର ଦୀର୍ଘ ୧୯ବର୍ଷର ବି.ଜେ.ଡି ସରକାର ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ବିଫଳ ହୋଇଛି ବୋଲି ସମତା କ୍ରାନ୍ତି ଦଳ କହିଛି...
video

ବିଜେଡିରେ ଯୋଗଦେଲେ ତିର୍କୀଙ୍କ ସମର୍ଥକ

ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ୫୦ଜଣ ସମର୍ଥକ ବିଜେଡିରେ ଯୋଗଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକର ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ନେତୃତ୍ୱରେ ଏହି କର୍ମୀମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି । ଜର୍ଜ...

କଂଗ୍ରେସକୁ ଧକ୍କା

କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି...

ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ଚେତାବନୀ

ଆଇନଜୀବୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବାବେଳେ ଏବଂ ଏହାକୁ ନେଇ ଗତ ଦୁଇ ମାସ ଧରି ରାଜ୍ୟର କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ପ୍ରଦେଶ କଂଗ୍ରେସ ଏହାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଇଛି ।...

ବିଜେପିରେ ଯୋଗ ଦେଲେ ଇସ୍ରୋର ପୂର୍ବତନ ମୁଖ୍ୟ ମାଧବନ ନାୟାର୍‌

ଇସ୍ରୋର ପୂର୍ବତନ ମୁଖ୍ୟ ମାଧବନ ନାୟାର୍‌ ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଦଳ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଅନ୍ତରୀକ୍ଷ ଆୟୋଗର ଅଧ୍ୟକ୍ଷ ଥିଲେ। ନାୟାରଙ୍କୁ ୧୯୯୮ରେ ପଦ୍ମ ଭୂଷଣ ଓ...
video

ପ୍ରଦେଶ ମହିଳା କଂଗ୍ରେସର ସ୍ବାଭିମାନ ସଂକଳ୍ପ ସମାବେଶ

ରାଜ୍ୟରେ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ଆୟୋଜନ କରିଥିଲା ସ୍ବାଭିମାନ ସଂକଳ୍ପ ସମାବେଶ. ମହିଳାଙ୍କ ଉପରେ ପାରିବାରିକ ହିଂସା ଠାରୁ ଆରମ୍ଭ କରି ନାବାଳିକା ବଳାତ୍କାର, ଯୌନ ଶୋଷଣ ଓ ଅପରାଧ ବଢି ଚାଲିଛି....

ପୂର୍ବ ପ୍ରସ୍ତୁତିରେ ବିଫଳତା ପାଇଁ 62 ଜଣଙ୍କ ଜୀବନ ଗଲା : କଂଗ୍ରେସ

ତିତଲି ମୁକାବିଲାରେ ସରକାର ବିଫଳ. ବାତ୍ୟା ଓ ତତଜନିତ ବିତ୍ପତ୍ତି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିରେ ବିଫଳତା ପାଇଁ ରାଜ୍ୟରେ 62 ଜଣ ପ୍ରାଣ ହରାଇଲେ ବୋଲି କଂଗ୍ରେସ କହିଛି. ଏଆଇସିସି ସଂପାଦକ ଜିତେନ୍ଦ୍ର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,...
video

ବିଜେପିର ଷଷ୍ଠବାର୍ଷିକ କାର୍ଯ୍ୟକାରିଣି ବୈଠକ

ବିଜେପିର ଷଷ୍ଠବାର୍ଷିକ କାର୍ଯ୍ୟକାରିଣି ବୈଠକ ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି କିପରି ଶକ୍ତିଶାଳୀ ହେବ ସେନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଏହି ବୈଠକରେ...

ଏମିତି ହେଲେ କେମିତି ରାଜନୀତି କରିବେ ସୁଦର୍ଶନ ?

ନିର୍ବାଚନୀ ହାଓ୍ବା ବହିବା ଆରମ୍ଭ କଲାବେଳକୁ କଂଗ୍ରେସରେ ପୁରୁଣା ରୋଗ ବାହାରିଲାଣି. ମହାନଦୀ ଆନ୍ଦୋଳନର ନେତା ସୁଦର୍ଶନ ଦାସଙ୍କୁ କଂଗ୍ରେସ ରେଡ୍ କାର୍ପେଟ ପକାଇ ଦଳ ଭିତରକୁ ସ୍ବାଗତ କରିଥିଲା. ଏଥିପାଇଁ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବାବୁ ସୁଦର୍ଶନ...
video

ଆପ୍ ରେ ଯୋଗଦେଲେ ଅଭିନେତ୍ରୀ ସିନା

୨୦୧୯ ପାଇଁ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେଡି ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ଦଳରେ ନେତାଙ୍କୁ ସାମିଲ କରିବା ନେଇ ପ୍ରତିଯୋଗିତା ଲାଗିରହିଥିବାବେଳେ ଆମ୍ ଆଦମି ପାର୍ଟିରେ ଅଭିନେତ୍ରୀ ସିନା ମହାନ୍ତି ଓ ଯୁବ ନେତା...
- Advertisement -

Latest article

Warum die AlaWin-Registrierung hängt: Häufige Verzögerungen und Lösungen

InhaltHäufige Gründe für Verzögerungen bei der AlaWin-RegistrierungSchritt-für-Schritt-Anleitung zur problemlosen AnmeldungDie Bedeutung der Kontoüberprüfung (KYC)Probleme mit Boni und Aktionen behebenWas tun, wenn gar nichts mehr...

Casino Privé Pour les Amateurs de Slots : Plongée en Profondeur

Sommaire1. Les Fondamentaux du Casino Privé2. Démarrer son Aventure : Inscription et Vérification3. Explorer l'Offre de Bonus et de Tours Gratuits4. Dépôts et Retraits...

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର...