31.1 C
Bhubaneswar
Tuesday, September 8, 2026
-Advertisement-

ହାତ ଛାଡି ଶଙ୍ଖ ଧରିଲେ ଚକ୍ରଧର

ହାତ ଛାଡି ଶଙ୍ଖ ଧରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ । ଗୁରୁବାର ନବୀନ ନିବାସକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ସାମିଲ...
video

ପ୍ରଥମ ରାଜନୈତିକ ଭାଷଣରେ କଣ କହିଲେ ଅପରାଜିତା

ଆଇଏସ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ପ୍ରଥମ ରାଜନୈତିକ ଭାଷଣ ଦେଇଛନ୍ତି. ବିଜେପି ପାର୍ଟି ଅଫିସରେ ଦଳର ତୁଙ୍ଗନେତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନାର ଉତ୍ତରରେ ଅପରାଜିତା ତାଙ୍କ ସ୍ବପ୍ନ ଓ ସଂକଳ୍ପ କଥା ବଖାଣିଛନ୍ତି. ବିଜେପିର ଆଦର୍ଶରେ...

ସରକାରୀ ବିଜ୍ଞାପନକୁ କଂଗ୍ରେସର ଟାର୍ଗେଟ୍

ସରକାରୀ ବିଜ୍ଞାପନକୁ ଟାର୍ଗେଟ କରିଛି କଂଗ୍ରେସ । ବିଭିନ୍ନ ଜାତୀୟ , ଆଂଚଳିକ ଖବରକାଗଜ ଓ ଟେଲିଭିଜନରେ ମିଥ୍ୟା ତଥ୍ୟ ଦେଇ ଓଡିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି ବୋଲି ଅଭିଯୋଗ କରିଛନ୍ତ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ...

କଡ ଲେଉଟେଇବ ରାଜ୍ୟ ରାଜନୀତି !

ବିଜେପିରୁ ଇସ୍ତଫା ଦେବା ପରେ ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯିବେ କୁଆଡେ ? ଏବେ ଏ ଦୁଇ ନେତାଙ୍କ ଭବିଷ୍ୟତ ରାଜନୀତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି. କୁହାଯାଉଛି ଦୁଇ ନେତା...
video

ବିଜେପି ଛାଡିଲେ ବିଜୟ ଓ ଦିଲ୍ଲୀପ

ଶେଷରେ ବିଜେପି ଛାଡିଲେ ଦଳର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ. ଦିଲ୍ଲୀପ ରାୟ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି. ଦିଲ୍ଲୀପଙ୍କ ଇସ୍ପଫା...

ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ

ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି. ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ପରେ ବାଚସ୍ପତି ଦିଲ୍ଲୀପଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି. ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ...

କାହିଁକି ବିଜେପିରେ ଯୋଗଦେଲେ ଅପରାଜିତା ?

ଆଇଏଏସ ଚାକିରୀ ଛାଡି ବିଜେପିରେ କାହିଁକି ଯୋଗଦେଲେ ଅପରାଜିତା ଷଡଙ୍ଗୀ. ଅପରାଜିତାଙ୍କ ରାଜନୀତିରେ ଯ଼ୋଗଦାନକୁ ନେଇ ଅନେକ ଚର୍ଚ୍ଚା. ବିଜେଡି ସରକାରରେ ସେ ଓଡିଶାରେ ବିଏମସି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଥିବା ବେଳେ ବେଶ୍ ଚର୍ଚ୍ଚାରେ ଥିଲେ....

ମେକ୍ ଇନ୍ ଓଡିଶା କନକ୍ଲେଭକୁ କଂଗ୍ରସର କଟାକ୍ଷ

ମେକ୍ ଇନ୍ ଓଡିଶାକୁ ନେଇ କଂଗ୍ରେସ ସରକାରଙ୍କ ନିକଟରେ ଆରମ୍ଭ କରିଛି ଆନ୍ଦୋଳନ. ଭୂମିହୀନ ପରିବାରକୁ ସରକାର ଘରଡିହ ପ୍ରଦାନ କରିବାରେ ଅକ୍ଷମ ବୋଲି କହିଛି କଂଗ୍ରେସ. ପ୍ରଶାସନ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନରେ ପାଖାପାଖି 200ରୁ 300ଟି...

୫ରେ ସମସ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଚରେ ପଡିବ ତାଲା: ବିଜେପି ଯୁବମୋର୍ଚ୍ଚାର ଚେତାବନୀ

ଆସନ୍ତା ୫ ତାରିଖରେ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ରେ ତାଲା ପକା ଅଭିଯାନ କରାଯିବ ବୋଲି ଖୋଲାଖୋଲି ଭାବେ କହିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ । ରାଜ୍ୟ ସରକାରଙ୍କ ବିଭିନ୍ନ ଜିଲା ମୁଖ୍ୟାଳୟରେ ଥିବା...

ବିଜେଡିର ବୃହତ ଗଡ଼ ଭୋଗରାଇ ଏଥର ଦୋହଲି ଯିବକି !

ବାଲେଶ୍ୱର ଜିଲ୍ଲାରେ ଭୋଗରାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ଏକ ବୃହତ ଗଡ଼ କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଲଗାତାର ଭାବେ ବାଜିମାତ କରି ଆସୁଥିବା ଲକ୍ଷ୍ୟ କରାଯାଉଥିଲା...
- Advertisement -

Latest article

Warum die AlaWin-Registrierung hängt: Häufige Verzögerungen und Lösungen

InhaltHäufige Gründe für Verzögerungen bei der AlaWin-RegistrierungSchritt-für-Schritt-Anleitung zur problemlosen AnmeldungDie Bedeutung der Kontoüberprüfung (KYC)Probleme mit Boni und Aktionen behebenWas tun, wenn gar nichts mehr...

Casino Privé Pour les Amateurs de Slots : Plongée en Profondeur

Sommaire1. Les Fondamentaux du Casino Privé2. Démarrer son Aventure : Inscription et Vérification3. Explorer l'Offre de Bonus et de Tours Gratuits4. Dépôts et Retraits...

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର...