35.1 C
Bhubaneswar
Tuesday, March 4, 2025
-Advertisement-

ପୂର୍ବ ପ୍ରସ୍ତୁତିରେ ବିଫଳତା ପାଇଁ 62 ଜଣଙ୍କ ଜୀବନ ଗଲା : କଂଗ୍ରେସ

ତିତଲି ମୁକାବିଲାରେ ସରକାର ବିଫଳ. ବାତ୍ୟା ଓ ତତଜନିତ ବିତ୍ପତ୍ତି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିରେ ବିଫଳତା ପାଇଁ ରାଜ୍ୟରେ 62 ଜଣ ପ୍ରାଣ ହରାଇଲେ ବୋଲି କଂଗ୍ରେସ କହିଛି. ଏଆଇସିସି ସଂପାଦକ ଜିତେନ୍ଦ୍ର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,...
video

ବିଜେପିର ଷଷ୍ଠବାର୍ଷିକ କାର୍ଯ୍ୟକାରିଣି ବୈଠକ

ବିଜେପିର ଷଷ୍ଠବାର୍ଷିକ କାର୍ଯ୍ୟକାରିଣି ବୈଠକ ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି କିପରି ଶକ୍ତିଶାଳୀ ହେବ ସେନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଏହି ବୈଠକରେ...

ଏମିତି ହେଲେ କେମିତି ରାଜନୀତି କରିବେ ସୁଦର୍ଶନ ?

ନିର୍ବାଚନୀ ହାଓ୍ବା ବହିବା ଆରମ୍ଭ କଲାବେଳକୁ କଂଗ୍ରେସରେ ପୁରୁଣା ରୋଗ ବାହାରିଲାଣି. ମହାନଦୀ ଆନ୍ଦୋଳନର ନେତା ସୁଦର୍ଶନ ଦାସଙ୍କୁ କଂଗ୍ରେସ ରେଡ୍ କାର୍ପେଟ ପକାଇ ଦଳ ଭିତରକୁ ସ୍ବାଗତ କରିଥିଲା. ଏଥିପାଇଁ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବାବୁ ସୁଦର୍ଶନ...
video

ଆପ୍ ରେ ଯୋଗଦେଲେ ଅଭିନେତ୍ରୀ ସିନା

୨୦୧୯ ପାଇଁ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେଡି ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ଦଳରେ ନେତାଙ୍କୁ ସାମିଲ କରିବା ନେଇ ପ୍ରତିଯୋଗିତା ଲାଗିରହିଥିବାବେଳେ ଆମ୍ ଆଦମି ପାର୍ଟିରେ ଅଭିନେତ୍ରୀ ସିନା ମହାନ୍ତି ଓ ଯୁବ ନେତା...
video

ଆୟୁଷ୍ମାନ ଭାରତ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଆଯୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନହେବା ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି. ରାଜ୍ୟବ୍ୟାପି ଜନସାଧାରଣଙ୍କଠୁ 1 କୋଟି ଦସ୍ତଖତ ସଂଗ୍ରହ କରାଯିବା ପରେ ଦଳ ପକ୍ଷରୁ ଦସ୍ତଖତ ସମ୍ବଳିତ ଦାବିପତ୍ର...
video

ରାଜନୀତିରେ ନୂଆ ମୁହଁ ସୁବାଶିଷ

୨୦୧୯ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ବାଜିବା ହେଉଛି. ସଜବାଜ ହେଉଛନ୍ତି ନେତା. ନିଜ ନିର୍ବାଚନମଣ୍ଡଳୀରେ ପୋଷ୍ଟର ବ୍ୟାନର ଲଗେଇ ନିଜ ଉପସ୍ଥିତି ବି ଜାହିର କରିବା ଆରମ୍ଭ କଲେଣି.ତେବେ ଏଥରକ ନିର୍ବାଚନରେ ନୂଆ ନେତାଙ୍କ ମୁହଁ ଅଧିକ ସଂଖ୍ୟାରେ...

ଓଡିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ନେଇ ରାଜନୀତି ଛୁଙ୍କ

ଓଡିଆ କହିବା ପାଇଁ ନବୀନ ସଂକଳ୍ପ ନିଅନ୍ତୁ:ବିଶ୍ୱଭୂଷଣ ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣିଚି ବିଜେପି । ସାରା ଦେଶରେ ନବୀନ ପଟ୍ଟନାୟକ ଜଣେ ବ୍ୟତିକ୍ରମ । ଯିଏକି ଶାସକ ହୋଇ ଶାସିତର ଭାଷା ବୁଝିପାରିନାହାନ୍ତି ।...

ପୁରୀରୁ ନିର୍ବାଚନ ଲଢିବେ ମୋଦି !

ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବା ନେଇ ହେଉଥିବା ଚର୍ଚ୍ଚାକୁ ଖୋରାକ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା.  ପୁରୀ ଲୋକସଭା ଆସନରୁ ମୋଦି ଲଢିବା ଲାଗି ରାଜ୍ୟ ବିଜେପି ପ୍ରସ୍ତାବ ଦେବ ବୋଲି ସେ କହିଛନ୍ତି...
video

ବିଜେଡି ଧାରଣାକୁ ବିଜେପିର ସମାଲୋଚନା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଆଇଓସିଏଲ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ବିଜେଡି ମହିଳାଙ୍କୁ କଟୁ ସମାଲୋଚନା କରିଛି ବିଜେପି ମହିଳା ମୋର୍ଚ୍ଚା । ଦଳର ରାଜ୍ୟ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ୭୦୦ କୋଟି ଡାଲି...

ଦାମ ଆରମ୍ଭ କଲେ ଗୁମର ଖୋଲା ଅଭିଯାନ

ଯାହା କୁହାଯାଉଥିଲା, ସେଇଆ ହେଲା. ଦାମୋଦର ରାଉତ ତାଙ୍କର ଅଭିଯାନ ଆରମ୍ଭ କରିଦେଲେ. ସରକାରଙ୍କ ଗୁମର ଖୋଲିବା ଅଭିଯାନ. ଆଜି ମାହାଙ୍ଗା ନୃତ୍ତାଙ୍ଗ ଅଞ୍ଚଳରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଖୁବ୍ ଗର୍ଜନ କରିଛନ୍ତି ଦାମ ବାବୁ. ମନ୍ତ୍ରୀମଣ୍ଡଳରେ ଥିବା...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...