ମୋ ବିରୁଦ୍ଧରେ ଚକ୍ରାନ୍ତ ଚାଲିଛି :ଦାମ
ବିଜେଡିକୁ ଦାମଙ୍କ ବାଣ । କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ମୁଖ୍ୟମନ୍ତ୍ରୀ ଫଶିଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଦାମୋଦର ରାଉତ । ବିଷ୍ଣୁ ଦାଶ ଏବଂ ପ୍ରଶାନ୍ତ ମୁଦୁଲି କାହିଁକି ମୋତେ ଦଳରୁ ବହିଷ୍କାର କରିବାକୁ ଚାହୁଁଛନ୍ତି...
ମୁଁ ଦଳରେ ନାହିଁ: ଦାମ
ବିଜୁ ଜନତା ଦଳରେ ଦାମ ହଟାଓ ଅଭିଯାନ ଚାଲିଥିବାବେଳେ ଦାମୋଦର ରାଉତ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦଳ ଏବେ ତିନି ଜଣ ନେତାଙ୍କ କଥାରେ ଚାଲିଛି । ଦେବାଶିଷ ସାମନ୍ତରାୟ , ଅରୁଣ ସାହୁ...
ଦାମଙ୍କ ପାଇଁ ବିଜେଡିର ମାଷ୍ଟରପ୍ଲାନ : ସ୍କ୍ରିପ୍ଟ ରେଡ୍ଡି, ପ୍ରଥମେ ଅଭିଯୋଗ, ପରେ ଅନୁଧ୍ୟାନ ଓ ଶେଷରେ ନିଲମ୍ବନ
ଦଳରୁ ଦାମ ରାଉତଙ୍କୁ ବାହାର କରିବା ପାଇଁ ବିଜେଡିର ମାଷ୍ଟର ପ୍ଲାନ. ପ୍ରଥମେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେଲେ. ନବୀନ ନିବାସରେ...
ତେଲ ତାତିରେ ବିଧାନସଭା ମୁଲତବୀ
ସୋମବାର ବିଧାନସଭା ଆରମ୍ଭରୁ ଗୃହରେ ତେଲ ତାତି । ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା ଯୋଗୁଁ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ଭବ...
ପକ୍ଷପାତିଆ ରାଜନୀତି ଡଙ୍ଗାରେ ନିରପେକ୍ଷ ସାମ୍ବାଦିକ
ସାମ୍ବାଦିକ ରାଜନୀତି ମୁହାଁ, ନା ରାଜନୀତି ସାମ୍ବାଦିକ ମୁହାଁ ? ଏ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଠୁଥିବ. ଦୁଇ ସପ୍ତାହ ତଳେ ଟିଭି ଚ୍ୟାନେଲରେ ଦୀର୍ଘଦିନ ଧରି ସାମ୍ବାଦିକତା କରୁଥିବା ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେଲେ....
‘ମୁଁ ହିରୋ… ମୁଁ ଓଡିଶା’ କ୍ୟାମ୍ପେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ବିରୋଧୀଙ୍କ ସମାଲୋଚନା
କଟକରେ ଆରମ୍ଭ ହୋଇଛି ବିଜୁ ଯୁବ ବାହିନୀ ଅନ୍ତର୍ଗତ ସ୍ୱତନ୍ତ୍ର ଅଭିଯାନ 'ମୁଁ ହିରୋ... ମୁଁ ଓଡିଶା' କ୍ୟାମ୍ପେନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏହାର ଶୁଭାରମ୍ଭ କରଥିଲେ । ଏହି କ୍ୟାମ୍ପେନ ଅନ୍ତର୍ଗତ ରାଜ୍ୟର ବିଭିନ୍ନ...
ମୋଦିଙ୍କ ‘ମନ୍ କି ବାତ୍’ : ରକ୍ଷା ବନ୍ଧନଠୁ ତିନ୍ ତଲାକ୍
‘ମନ୍ କି ବାତ୍’ ରେ ରକ୍ଷା ବନ୍ଧନ ଶୁଭେଚ୍ଛାଠୁ ଆରମ୍ଭ କରି କେରଳ ବନ୍ୟା ପୀଡିତଙ୍କ ପ୍ରତି ସମବେଦନା, ଏକକ ନିର୍ବାଚନ, ଶିକ୍ଷକ ଦିବସ ଅବସରରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ...
ଲାଲୁଙ୍କ ଜାମିନ ଆବେଦନ ଖାରଜ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ଝାଡଖଣ୍ଡ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଗୋଖାଦ୍ୟ ଦୁର୍ନିତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିବା ଲାଲୁ କିଛି ଦିନ...
‘ମୁଡ୍ ଅଫ୍ ଦି ନେଶନ’ : ନବୀନଙ୍କ ଲୋକପ୍ରିୟତା ବି କମିଛି
‘ମୁଡ୍ ଅଫ୍ ଦି ନେଶନ’ ନାଁରେ ଇଣ୍ଡିଆ ଟୁଡେ କରିଥିବା ସର୍ଭେ ନେତାଙ୍କ ନିଦ ହଜେଇ ଦେଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅଣଚାଶ ପ୍ରତିଶତ ହ୍ରାସ ପାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଥିବା ଏହି ସର୍ଭେରେ ବିଜେଡି ସୁପ୍ରିମୋ...
ହାର୍ଦ୍ଦିକଙ୍କ ଅନଶନରେ ଲାଗିଲା ଗ୍ରହଣ, ସରକାର ଲଗାଇଲେ 144 ଧାରା
ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା 25 ଅଗଷ୍ଟକୁ ଆରମ୍ଭ ହେବାକୁ ଥିବା ଅନିଶ୍ଚିତକାଳୀନ ଅନଶନରେ ଲାଗିଲା ଗ୍ରହଣ । ଅପିଲ୍ ସତ୍ତ୍ୱେ ସରକାର ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଅନଶନ କରିବା ପାଇଁ ଅନୁମତି ଦେଲେନାହିଁ ।...