“ଯିଏ ପତାକା ସମ୍ଭାଳି ପାରୁନାହାଁନ୍ତି, ସିଏ ଦେଶ କଣ ସମ୍ଭାଳିବେ?”
72 ତମ ସ୍ବାଧୀନତା ଦିବସ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପାଇଁ ଶୁଭ ନୁହେଁ. ଏକଥା ଆମେ କହୁନୁ, ଦଳ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲାବେଳେ ଏଭଳି ସୂଚନା ମିଳିଛି. ଦଳୀୟ ନେତାଙ୍କ ଗହଣରେ ଖୁବ୍ ଉତ୍ସାହର ସହ...
ଆଳି ରାଜନୀତି : କହୁ କହୁ କହିଦେଲେ ବିଧାୟକ
ଦୁଇ ଦିନ ହେବ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେଇ ଦଳକୁ ନୂଆ ଆଶାର ଆଲୋକ ଦେଖାଇଥିବା ବେଳେ ଦଳର ଜଣେ ଅଭିଜ୍ଞ ନେତା ଆପତ୍ତିଜନକ ଭାଷଣ ଦେଇ ଏବେ ଚର୍ଚ୍ଚାରେ । ଚର୍ଚ୍ଚାର ଫୋକସ୍...
ଜାଭେଡକରଙ୍କ କଟାକ୍ଷ: ବିଜେଡି ପିସି ସରକାର
‘ବିଜେଡି ପିସି ସରକାର’ ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର। ଏତିକି ନୁହେଁ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଜାଭେଡକର। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଜାଭେଡକର ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି...
ଆରଏସଏସ ହାତରେ ବିଜେପିର ରିମୋଟ୍ କଣ୍ଟ୍ରୋଲ: ରାହୁଲ
ରାୟପୁର(ଏଜେନ୍ସି): ନିଜେ ମିଛ କହିବା ସହ ଏପରି କରିବାକୁ ଅନ୍ୟଙ୍କୁ ପ୍ରୋତ୍ସାହିତ କରିବା ବିଜେପିର ମୂଳ ନୀତି ପାଲଟିଛି । ବିଜେପିର ରିମୋଟ କଣ୍ଟ୍ରୋଲ୍ ଆରଏସଏସ ହାତରେ ରହିଛି ବୋଲି ରାହୁଲ କହିଛନ୍ତି. ରାହୁଲଙ୍କ କହିବାନୁସାରେ ବିଜେପି ଶାସିତ ରାଜ୍ୟଗୁଡିକରେ...
ନିରଞ୍ଜନଙ୍କ ବାଣ କୁଆଡେ ?
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍ କରି ବାଣ ଛାଡିଛନ୍ତି. ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା କଥା କହି ଆସୁଥିବା ବେଳେ ଏନଡିଏ...
ଲୁଚିଛି ନା ଗୋଡ ଦି’ଟା ଦିଶୁଛି
ବିଜେଡି-ବିଜେପିର ଭିତିରି ସଂପର୍କ ଓଡିଆ ଢଗ 'ଲୁଚିଛି ନା, ଗୋଡ ଦିଟା ଦିଶୁଛି' କୁ ପୁରା ଖାପ ଖାଉଛି. କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ବ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେ ପଦ୍ମ ଭିତରେ ପଶିକି...
ଆରକ୍ଷଣ ପ୍ରସଙ୍ଗରେ ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ
ଏସସି-ଏସଟି ଆଇନ ଏବଂ ଆରକ୍ଷଣ ପ୍ରସଙ୍ଗକୁ ନେଇ ଦଳିତ ସମୁଦାୟ ମୋଦୀ ସରକାରଙ୍କ ଉପରେ ଅସନ୍ତୁଷ୍ଟ । ଆଜି ସାରା ଦେଶରେ ଦଳିତ ମାନେ ଆନ୍ଦୋଳନ କରୁଛନ୍ତି । ଦିଲ୍ଲୀର ଜନ୍ତରମନ୍ତରଠାରେ ଭାରତ ବନ୍ଦକୁ ନେଇ ଆୟୋଜିତ ଏକ ଦଳିତ...
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଜିତିଲେ ହରି, ହାରିଲେ ବି ହରି
ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବି.କେ ହରିପ୍ରସାଦଙ୍କୁ ପରାସ୍ତ କରିଛନ୍ତି ହରିବଂଶ । ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବାବେଳେ ହରିପ୍ରସାଦଙ୍କୁ ମିଳିଛି ୧୦୫ଟି ଭୋଟ. ବିଜୟୀ ହେବା...
ନିଜ ବୟାନକୁ ନେଇ ଗଡକରୀ ଅଡୁଆରେ
ଏସସିଏସଟି ଆଇନ ଏବଂ ମରାଠା ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ବୟାନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ଗଡକରୀଙ୍କୁ ନିଜ ବୟାନ ଉପରେ ସଫେଇ ଦେବା ପାଇଁ...