କିଏ ଧରିବେ କଂଗ୍ରେସ ମଙ୍ଗ ?
ବଦଳିବେ ପିସିସି ସଭାପତି । ନୂଆ ପିସିସି ସଭାପତି ପାଇଁ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ପିସିସି ସଭାପତି ନିରଞ୍ଜନ...
ତିଆରି ହେଉଛି ଚିଠା : କିଏ ପୁରସ୍କୃତ ହେବେ, କିଏ ବଳି ପଡିବେ ?
2024ରେ ବିରୋଧୀ ଶୂନ୍ୟ ହେବ ଓଡିଶା । ସମଗ୍ର ଦେଶର ବିଧାନସଭା ଇତିହାସରେ ନୂଆ ରେକର୍ଡ ତିଆରି କରିବ ବିଜେଡି । ପୌର ନିର୍ବାଚନରେ ଦଳର ବିଜୟ ସଫଳତା ପରେ ଏବେ ନୂଆ ଏଜେଣ୍ଡା ପ୍ରସ୍ତୁତ କରିଛି ବିଜେଡି ।...
ନବୀନଙ୍କ ଇଚ୍ଛାରେ ହେବେ ପିସିସି ସଭାପତି
କିଏ ହେବେ କଂଗ୍ରେସର ପିସିସି ସଭାପତି ? ନିରଞ୍ଜନ ଆଉ କଂଗ୍ରେସର ନେତୃତ୍ବ ନେଇ ପାରୁନାହାଁନ୍ତି । ବରଂ ନିରଞ୍ଜନଙ୍କ ନେତୃତ୍ବରେ ଦଳ ଆହୁରି ତଳକୁ ତଳକୁ ଯାଉଛି । ଏଭଳି ସ୍ଥିତିରେ ନିରଞ୍ଜନଙ୍କୁ ହଟାଇ ନୂଆ ପିସିସି ସଭାପତି...
ଜାଣିନି, ଶୁଣିନି, କିଛି କହିବିନି
ନେତୃତ୍ବ ପରିବର୍ତ୍ତନ ପାଇଁ କଂଗ୍ରେସରେ ଚାପ ବଢି ବଢି ଚାଲିଛି । 2019 ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ବି ଦଳରେ ସଂସ୍କାର ଆସିପାରିଲାନି । ବରଂ ଦଳ ଦିନିକୁ ଦିନ ତଳକୁ ତଳକୁ ଯାଉଛି ।...
ନ୍ୟାସନାଲ ଆସେମ୍ଲିରୁ ଇସ୍ତଫା ଦେଲେ ଇମ୍ରାନ
ଶେହବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ବିରୋଧୀ ଦଳ ନେତା ଥିବା ଶେହବାଜ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଭାଇ । ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ଦ୍ବାରା ବହିଷ୍କୃତ...
ମହାନଗରର ଡେପୁଟୀ ମେୟର ହେଲେ ମଂଜୁଲତା
ମହାନଗର ନିଗମ ଭୁବନେଶ୍ବରର ଡେପୁଟୀ ମେୟର ହେଲେ ମଂଜୁଲତା କହଁର । ବିଜେଡି ପ୍ରାର୍ଥୀ ଭାବେ 22 ନମ୍ବର ଓ୍ବାର୍ଡର ବିଜେଡି କର୍ପୋରେଟର ମଂଜୁଲତା ନାମାଙ୍କନ ଦାଖଲ କରିଛନ୍ତି । ମୋଟ 67 କର୍ପୋରେଟରଙ୍କ ମଧ୍ୟରୁ ବିଜେଡିର 48, ବିଜେପିର...
ଶପଥ ନେଲେ ସୁଲୋଚନା
ଶପଥ ନେଲେ ଭୁବନେଶ୍ବର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଥମେ ମେୟରଙ୍କୁ ଶପଥ ପାଠ କରାଇବା ପରେ 67 ଜଣ କର୍ପୋରେଟରଙ୍କୁ...
ପାରାଦୀପରେ ବିଜେଡିର କ୍ରସଭୋଟିଂ ରହସ୍ୟ
ପାରାଦୀପରେ ପୌର ଉପାଧ୍ୟକ୍ଷା ହେଲେ ସ୍ବାଧୀନ କାଉନସିଲର ଛବିଲତା ରାଉତ । ମୋଟ 19ଟି ଓ୍ବାର୍ଡ ଭିତରୁ ବିଜେଡି 7, ବିଜେପି 3, କଂଗ୍ରେସ 1, ସ୍ବାଧୀନ 8ଟି ଓ୍ବାର୍ଡରେ ଜିତିଥିଲେ । ମାତ୍ର ବିଜେଡିର ପ୍ରଭାତି ନାୟକଙ୍କୁ ହରାଇ...
ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ
ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ କାଢି ନୂଆ ସଭାପତି ନିଯୁକ୍ତି କରିବାକୁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ହେଲେ ଦଳ ଓ ସଙ୍ଗଠନ ସୁଦୃଢ...
ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଆଡକୁ ଢଳିବେ କି ନବୀନ !
ଆସନ୍ତା ଜୁଲାଇ 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯଦିଓ ନିକଟରେ ସରିଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ...


















