25.1 C
Bhubaneswar
Friday, March 13, 2026
-Advertisement-

ଦରକାର ହେଲେ ପୁଣି କଳାକୋର୍ଟ ପିନ୍ଧିବେ ନରସିଂହ

ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦରକାର ହେଲେ ପୁଣି କଳାକୋର୍ଟ ପିନ୍ଧିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାର ଏହି ଘଟଣାକୁ ଯେତିକି ଗୁରୁତ୍ବ ଦେବା କଥା, ଦେଇନାହାଁନ୍ତି ବୋଲି...

ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା

ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ କୋକେଇ ଶୋଭାଯାତ୍ରା ବାହାର କରାଯାଇଛି । ରାଜ୍ୟରେ ଆଇନ ବ୍ୟବସ୍ଥା ମରି ଯାଇଛି...

ଗୋବିନ୍ଦକୁ ‘ବିନ୍ଧାଣୀ’ କହୁଥିଲେ ମନ୍ତ୍ରୀ ପ୍ରତାପ ଜେନା

ଗୋବିନ୍ଦ ସାହୁ । କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ । ଘରୋଇ ସ୍କୁଲ ପ୍ରତିଷ୍ଠା କରି ମହାଲିଙ୍ଗ ଅଞ୍ଚଳରେ ନିଜର ପତିଆରା ପ୍ରତିଷ୍ଠା କରିଥିଲେ ଗୋବିନ୍ଦ । ସ୍ଥାନୀୟ ବିଧାୟକ, ନେତା...

ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବଲାଙ୍ଗୀରଠୁ ଭୁବନେଶ୍ବର ଜଳିଲା ନିଆଁ

ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କକୁ ନେଇ ରାଜନୀତି ଜୋର୍ ଧରିଛି । ଭୁବନେଶ୍ବରରୁ ବଙ୍ଗୋମୁଣ୍ଡା ଯାଏଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିଜେପି, କଂଗ୍ରେସ...

କ୍ୟାପଟେନଙ୍କ ଇସ୍ତଫା ଦାବି

ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ଗତ ବାରଦିନ ହେଲାଣି ମମିତା ମେହେର ନିଖୋଜ ଥିବା ବେଳେ ପୋଲିସ ବ୍ୟାରେକରୁ ଅଭିଯୁକ୍ତ ଗୋବିନ୍ଦ...

ଲଖିମପୁର ଖେରିକୁ ଯିବା ପାଇଁ ମିଳିଲା ଅନୁମତି

ଲଖିମପୁର ଖେରିକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ତିନିଜଣଙ୍କୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର । ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କାର୍ ମଡାଇ ମାରିଦେବା...

ପୋଖତଙ୍କୁ ହରାଇଲେ ନବାଗତ ରୁଦ୍ର ପ୍ରତାପ

ନିର୍ବାଚନ ଜିତିଲେ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ର ପ୍ରତାପ । ଖାଲି ଜିତିଲେନି, ବାପାଙ୍କଠୁ ବି ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ପ୍ରତିଦ୍ବନ୍ଦୀଙ୍କୁ । ବାପାଙ୍କ ଶ୍ରାଦ୍ଧ ବାର୍ଷ୍କିକୀରେ ବାପାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରି ବାପାଙ୍କୁ...

ଜୋର୍ ଧରିଲା ନିରଞ୍ଜନ ହଟାଓ ଆନ୍ଦୋଳନ

ପିପିଲିରେ କଂଗ୍ରେସର ଅବସ୍ଥା ଶୋଚନୀୟ । ଉପନିର୍ବାଚନରେ ଅମାନତ ହରାଇବେ କଂଗ୍ରେସ ପ୍ରାର୍ଥୀ । ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ହଟାଇବା ପାଇଁ ଆନ୍ଦୋଳନ ଦାନା ଧରିଛି । ନିରଞ୍ଜନ ହଟାଓ ପୋଷ୍ଟର ଧରି କଂଗ୍ରେସ...

ବଢୁଛି ବ୍ୟବଧାନ, 20 ହଜାରରୁ ଅଧିକ ଭୋଟରେ ରୁଦ୍ର ଆଗରେ

21 ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କ ଠାରୁ 20 ହଜାରରୁ ଅଧିକ ଭୋଟ ଆଗରେ ଅଛନ୍ତି । 15 ରାଉଣ୍ଡ ଗଣତି ସୁଦ୍ଧା ରୁଦ୍ର ପ୍ରତାପ 16 ହଜାର 640 ଭୋଟରେ ଆଗୁଆ...

ଜିତିଲେ ଦିଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରିୟଙ୍କା ତିବ୍ରେଓ୍ବାଲାଙ୍କୁ 58 ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ମମତାଙ୍କୁ 84 ହଜାର 709 ଖଣ୍ଡ...
- Advertisement -

Latest article

Exploring Dexscreener: The Ultimate DEX Scanner for Traders

Exploring Dexscreener: The Ultimate DEX Scanner for Traders Содержание The Importance of Dexscreener in Crypto Trading Key Features of Dexscreener Benefits of Using a Dex Scanner How to Get...

Boost Your Crypto Journey with Sushiswap DEX

Boost Your Crypto Journey with Sushiswap DEX Table of Contents Understanding Sushiswap and Its Benefits Key Features of Sushiswap DEX How to Get Started with Sushiswap Common Strategies for...

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...