30.6 C
Bhubaneswar
Wednesday, July 29, 2026
-Advertisement-

ନବୀନ-ନୀତିଶ ଆଲୋଚନା : ବିରୋଧୀ ମହାମଞ୍ଚରେ ସାମିଲ ହେବ କି ବିଜେଡି ?

ନବୀନ ନିବାସରେ ନବୀନ-ନୀତିଶ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଲୋଚନା କରିଛନ୍ତି । ଜାତୀୟସ୍ତରରେ ସବୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାର ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମନେଇବା...

ଝାରସୁଗୁଡାରେ କଂଗ୍ରେସକୁ ଝଟକା

ଝାରସୁଗୁଡା ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ କଂଗ୍ରେସକୁ ଝଟକା । ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଅଶୋକ କୁମାର ମିଶ୍ର ଉସ୍ତଫା ଦେଇଛନ୍ତି । ସେ ତାଙ୍କ ଉସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳ ଭିତରେ...

ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡିତାଙ୍କୁ ଥଇଥାନ କଲେ ମନ୍ତ୍ରୀ

ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ମନ୍ତ୍ରୀଙ୍କ ବିରୋଧରେ ଏତଲା ଦାୟର ପାଇଁ ଥାନାରେ ଅଡି ବସିଥିଲେ । ମହିଳାଙ୍କ ଜିଦ୍ ପରେ ପୋଲିସ ତାଙ୍କର ଡାକ୍ତରୀ ମାଇନା ବି...

ସମ୍ବଲପୁର ହିଂସାକାଣ୍ଡ ପାଇଁ ବିଜେପି ଗଠନ କଲା ଯାଞ୍ଚ କମିଟି

ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ବିଜେପି ଗଠନ କରିଛି ଯାଞ୍ଚ କମିଟି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଏହି କମିଟି ଗଠନ କରିଛନ୍ତି । ଚାରିଜଣିଆ କମିଟିରେ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ୍,...

ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ହେଉ

ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡର ତଦନ୍ତ ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ ଏଜେନ୍ସି ଦ୍ବାରା କରାଇବାକୁ ବିଜେପି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ସମ୍ବଲପୁର ହିଂସାକାଣ୍ଡର ତଦନ୍ତ କରିବା ପାଇଁ ଓଡିଶା ପୋଲିସ ସମର୍ଥ ନୁହେଁ ବୋଲି...

ଲୋକାର୍ପିତ ହେଲା ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ

ଅକ୍ଷୟ ତୃତୀୟା ଅବସରରେ ଆଜି ଉଦଘାଟିତ ହୋଇଛି ବିଜେଡିର କାର୍ଯ୍ୟାଳୟ ଶଙ୍ଖ ଭବନ । ନୂଆ କାର୍ଯ୍ୟାଳର ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱର ୟୁନିଟ୍‌-୬ରେ ନିର୍ମିତ ବିଜୁ ଜନତା ଦଳର ୩...

ଘର ଛାଡିଲେ ରାହୁଲ

ରାହୁଲ ଗାନ୍ଧୀଙ୍କ ପାଖରେ ବାଟ ଆଉ କିଛି ନାହିଁ । ସୁରତ ସେସନ୍ସ କୋର୍ଟ ରାହୁଲଙ୍କ ମାନହାନୀ ମାମଲା ଖାରଜ କରିଦେବା ପରେ ଆଜି ରାହୁଲ ଗାନ୍ଧୀ ତାଙ୍କ ସରକାରୀ କ୍ବାର୍ଟର ଛାଡିଛନ୍ତି । 2005ରୁ 12, ତୋଗଲକ ଲେନରେ...

ରାହୁଲଙ୍କୁ ଅଦାଲତି ଝଟକା

ରାହୁଲ ଗାନ୍ଧୀଙ୍କୁ ପୁଣି ଅଦାଲତି ଝଟକା । ତଳକୋର୍ଟର ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ରାହୁଲଙ୍କ ଅପିଲକୁ ସୁରତ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ମୋଦି ସରନେମ୍ ସଂପର୍କିତ ମନ୍ତବ୍ୟ ଉପରେ ରାହୁଲଙ୍କୁ ଦୁଇବର୍ଷ ଜେଲ୍...

ନିର୍ବାଚନ ଆସିଲେ ମହାନଦୀ ମନେପଡେ

ମହାନଦୀକୁ ନେଇ ବହୁ ବାଦ ବିବାଦ ଓ ରାଜନୈତିକ ଉଚ୍ଚାଟ ପରେ ଫାଇଲ ଅଟିକିଛି ଟ୍ରିବ୍ୟୁନାଲରେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ନେଇ ରାଜନୈତିକ ତୁମ୍ବିତୋଫାନ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଟ୍ରିବ୍ୟୁନାଲ...

ରାଜଧାନୀ ପ୍ରତିଷ୍ଠା ଦିବସ ଓ ନିମନ୍ତ୍ରଣ ରାଜନୀତି

ଆଜି ଏପ୍ରିଲ 13, ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଲୋୟର ପିଏମଜି ଛକରେ ପାଳନ କରାଯାଇଥାଏ । ପ୍ରଥମରୁ ଏହାକୁ କମିଟି ପାଳନ କରିଆସୁଥିଲା ବେଳେ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...