ରାଜ୍ୟସଭା ପାଇଁ ପୁରୁଖା ନେତାଙ୍କୁ ପ୍ରାର୍ଥୀ କରିବାକୁ କହିଲେ ଅଶୋକ ପଣ୍ଡା
ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ରାଜ୍ୟସଭା ନିର୍ବାଚନକୁ ନେଇ ଦେଇଛନ୍ତି ବଡ଼ ବୟାନ । ରାଜ୍ୟସଭା ପାଇଁ ପୁରୁଖା ନେତାଙ୍କୁ ଚୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ପୁରୁଖା ନେତାଙ୍କୁ...
ଚୌଦ୍ୱାର ଜେଲରୁ ଫେରାର କଏଦୀ ଉତ୍ତର ପ୍ରଦେଶରୁ ହେଲେ ଗିରଫ
କଟକ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ଚୌଦ୍ୱାର ଜେଲରୁ କଏଦୀ ଫେରାର ମାମଲାରେ ଦୀର୍ଘ ୪ ମାସ ପରେ ଜଣେ କଏଦୀକୁ ଧରିବାରେ ପୋଲିସ ସଫଳ ହୋଇଛି । ଫେରାର କଏଦୀ ହେଉଛନ୍ତି ମଧୁକାନ୍ତ ରାଣା ।...
ଇଣ୍ଡିଗୋ ବିମାନକୁ ବୋମା ଧମକ
ଶନିବାର ସକାଳୁ ସିଲଂ ଯାଉଥିବା ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ । ବୋମା ଧମକ ମିଳିବା ପରେ ବିମାନରେ ଯାଞ୍ଚ ଚାଲିଛି ।ସୁଚନା ଅନୁଯାୟୀ, ଆଜି ସକାଳ ୯ଟା ୧୫ ମିନିଟ୍ ରେ ଇଣ୍ଡିଗୋ ବିମାନ କୋଲକାତାରୁ...
ମୁକୁଳା ବୋରେୱେଲରେ ପଡ଼ି ଶିଶୁ ମୃତ୍ୟୁ
ପୁରୀ ସହର ରାୟବାହାଦୁର ଲେନ୍ ରେ ଖୋଲା ବୋରୱେଲରେ ପଡ଼ି ଦେଢ଼ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ମୃତ୍ୟ ଶିଶୁ ହେଲେ ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଝିଅ । ଖେଳୁଥିବା...
ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ହୋଇଛି ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି । ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ସହିତ କ୍ୟାବିନେଟ...
ବ୍ଲୁ ଫ୍ଲାଗ ବିଚ୍ ହେବ ପାରାଦୀପ ବେଳାଭୂମି
ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ ବିଚ୍ । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି । ଆଜି ପାରାଦୀପ ଲାଇଟହାଉସ ବେଳାଭୂମି ରେ ଜଗତସିଂହପୁର ଜିଲ୍ଲାପାଳ, ଏସପି...
ନକ୍ସଲମୁକ୍ତ ଅଞ୍ଚଳ ଭାବେ ଘୋଷଣା ହେବାପରେ ରାୟଗଡାରେ ପୁଣି ଲାଗିଲା ମାଓ ପୋଷ୍ଟର
ରାୟଗଡାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ। ଆସନ୍ତା ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଓଡିଶାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ...
ପୁଟିନ ନେଲେ ବଡ଼ ନିଷ୍ପତ୍ତି: ରୁଷରେ ବ୍ୟାନ୍ ହେଲା WhatsApp
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆମେରିକୀୟ କମ୍ପାନୀ ମେଟାକୁ ପୁଟିନ ଦେଇଛନ୍ତି ବଡ଼ ଝଟକା । ରୁଷିଆ ଆଇନ ଉଲ୍ଲଘଂନ କରିବା ଅଭିଯୋଗରେ ଦେଶରେ WhatsApp ବ୍ୟବହାର...
ବାଂଲାଦେଶରେ ପୁଣି ହିନ୍ଦୁ ଯୁବକଙ୍କୁ ହତ୍ୟା
ବାଂଲାଦେଶରେ ଗତକାଲି ଜଣେ ହିନ୍ଦୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଉତ୍ତେଜନା ଦେଖାଯାଇଛି। ଫେବୃଆରୀ ୧୧ରେ ମୌଲଭିବଜାର ଜିଲ୍ଲାର କମଲଗଞ୍ଜ ଉପଖଣ୍ଡର ଏକ ଚା ବଗିଚାରୁ ହିନ୍ଦୁ ଯୁବକ ରତନ ସାହୁକରଙ୍କ ମୃତଦେହ ଉଦ୍ଧାର କରାଯାଇଛି ...
ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ଓକିଲଙ୍କ ଦାବି, ଜବତ ପେନ୍ ଡ୍ରାଇଭ୍ କୁଆଡେ ଗଲା
ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଓକିଲ,ଦୀପକ ପଟ୍ଟନାୟକ ଆଣିଛନ୍ତି ବଡ଼ ଅଭିଯୋଗ । ପୀତବାସଙ୍କ ସିକ୍ରେଟ ଚ୍ୟାମ୍ବରରୁ ମିଳିଥିବା ପେନଡ୍ରାଇଭ୍ କୁଆଡ଼େ ଗଲା ବୋଲି ବିକ୍ରମଙ୍କ ଓକିଲ ପ୍ରଶ୍ନ କରିଛନ୍ତି । ତାକୁ...


















