ବୀର ଯବାନଙ୍କୁ ତୋପ ସଲାମୀ ସହ ଶ୍ରଦ୍ଧାଞ୍ଜଳୀ
ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରୀନଗରଠାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ସେନା ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ ଉତ୍ସବ ଆୟୋଜନ କରାଯାଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ବୀର ଯବାନଙ୍କୁ ତୋପ ସଲାମୀ ସହ ଶ୍ରଦ୍ଧାଞ୍ଜଳୀ...
ପାକିସ୍ତାନକୁ ଖୋଲା ଚେତାବନୀ
ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ମୁଲ୍ୟ ଦେବାକୁ ପଡିବ । କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡା ଯିବ ନାହିଁ । ପୁଲୱାମା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଗଡିଲା ହାଇସ୍ପିଡ ଟ୍ରେନ୍ ‘ବନ୍ଦେ ଭାରତ’
ଦିଲ୍ଲୀରୁ ବାରଣାସୀକୁ ଗଡିଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ । ପ୍ରଥମ ସେମି ହାଇସ୍ପିଡ ଟ୍ରେନ “ବନ୍ଦେ ଭାରତ ଏକ୍ସପ୍ରେସ” କୁ ପତାକା ଦେଖାଇ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶତାବ୍ଦୀ ଟ୍ରେନ ପରି ବନ୍ଦେ ଭାରତ...
ପୁଲଓାମା ଆକ୍ରମଣର ଆତ୍ମଘାତୀ ଆତଙ୍କବାଦୀ
ଶହେ କେଜିରୁ ଅଧିକ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ବିସ୍ଫୋରଣ କରି ୪୪ଜଣ ସିଆରପିଏଫ ଯବାନଙ୍କ ପ୍ରାଣ ନେଇ ଥିବା ଆତ୍ମଘାତୀ ଆତଙ୍କବାଦୀ ହେଉଛି ଆଦିଲ ଅହମ୍ମଦ ଦାର୍ . ପୁଲଓାମା ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିଥିବା ପାକିସ୍ତାନୀ...
ସହିଦଙ୍କ ପରିବାରକୁ ଦଶ ଲକ୍ଷ ସହାୟତା
ଗତକାଲି ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ପିଛା ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି...
ପ୍ରତିଶୋଧ ନେଇକି ହିଁ ରହିବୁ
ପୁଲଓ୍ଵାମା ଆତଙ୍କୀ ହମଲା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେତାବନୀ ପରେ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ) ବଡ଼ ବୟାନ ଦେଇଛି। ସିଆରପିଏଫ କହିଛି ଯେ, ନା ଆମେ ଏହି ଘଟଣାକୁ ଭୁଲିବୁ ନା କ୍ଷମା କରିବୁ। ପ୍ରତିଶୋଧ...
ମୋଷ୍ଟ ଫେବୋର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହୃତ
ପାକିସ୍ତାନକୁ ମିଳିଥିବା ମୋଷ୍ଟ ଫେବୋର୍ଡ ନେସନ୍ ମାନ୍ୟତାକୁ ଭାରତ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତକାଲି ପୁଲୱାମାରେ ହୃଦୟ ଥରା ଘଟଣା ପରେ...
ଆତଙ୍କବାଦ ପ୍ରସଙ୍ଗରେ ଦେଶ ଏକ୍
ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ମୁଲ୍ୟ ଦେବାକୁ ପଡିବ । କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡା ଯିବ ନାହିଁ । ପୁଲୱାମା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ପୁଲୱାମା ଆକ୍ରମଣ: ସହିଦଙ୍କ ମଧ୍ୟରେ ଦୁଇ ଓଡିଆ
ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ରହିଥିବା ସୁଚନା ମିଳିଛି । ଯବାନ ଦୁଇଜଣ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା । ପ୍ରସନ୍ନ ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନୂଆ...
ଖୁଣ୍ଟରେ ବାନ୍ଧିଲେ , ନିର୍ଧୁମ ଛେଚିଲେ
ଘରେ ଟ୍ୟୁସନ ଦେବା ନାଁ ରେ ଯୌନ ନିର୍ଯ୍ୟାତନା. ନୟାଗଡ ଜିଲ୍ଲାର ବିଜିପୁର ହାଇସ୍କୁଲର ଶିକ୍ଷକ ବିଶ୍ୱ ନାଥ ମୁଦୁଲି ଘଟାଇଛନ୍ତି ଏହି କାଣ୍ଡ .ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଘରେ ଟ୍ୟୁସନ ଦେବା ନାଁ ରେ ଦେଇଥିଲେ ଏହି...

















