ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଲେ
ବିଧାନସଭାରେ ବିଜେଡିର ବିରୋଧୀ ଦଳ ରୂପ । ରାଜ୍ୟପାଳଙ୍କ ପୁଅ ରାଜଭବନର ଏଏସଓଙ୍କୁ ମାଡ ମାରିଥିବା ଘଟଣାରେ ସରକାର କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ବିଧାୟକମାନେ ହଙ୍ଗାମା କରିଛନ୍ତି । ସକାଳେ...
ତିନିଲକ୍ଷ ଯାଏଁ ଆୟ ଉପରେ ଟିକସ ଛାଡ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟରେ ନୂଆ ଆୟକର ସ୍ଲାବ୍ ଘୋଷଣା କରାଯାଇଛି । ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ । କିନ୍ତୁ ତିନିଲକ୍ଷରୁ ସାତ ଲକ୍ଷ ଟଙ୍କା...
ନବୀନ କେବେ ବି ବିରୋଧୀ ଦଳ ନେତାଙ୍କୁ ଏମିତି ସମ୍ମାନ ଦେଇନାହାନ୍ତି
(ଅପୂର୍ବ କୁମାର ମହାନ୍ତି)
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚବିଶ ବର୍ଷ ଭିତରେ କେବେ ବି କୌଣସି ବିରୋଧୀ ଦଳ ନେତାଙ୍କ ପାଖକୁ ଯାଇନାହାନ୍ତି । ବିରୋଧୀ ଦଳ ନେତାଙ୍କ ଘର ତ ଦୂରର କଥା, ତାଙ୍କ...
କଂଗ୍ରେସ ବିଧାୟକ ଦଳ ନେତା ହେଲେ ରାମଚନ୍ଦ୍ର କାଡାମ
ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଚୟନ କରାଯାଇଛି । ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାମଚନ୍ଦ୍ର କାଡାମ ବିଧାୟକ ଦଳର ନେତୃତ୍ବ ନେବେ । ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେସନ ବସୁଥିବାରୁ...
ହଟିଲେ ଶରତ ପଟ୍ଟନାୟକ, ସଂଗଠନ ସଜାଡିବ କଂଗ୍ରେସ
ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଏଆଇସିସି ଭଙ୍ଗ କରିଛି । ପିସିସି ସଭାପତି ପଦ ସମେତ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ସାଙ୍ଗଠନିକ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ନୂଆ କମିଟି ପୁର୍ନଗଠନ କରାଯିବ । ତେବେ ନୂତନ...
ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଆୟୋଜିତ
ବ୍ରହ୍ମପୁର, ୧୫/୦୭: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସରେ ରବିବାର ଏକ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି ।
ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ...
ଉତ୍କର୍ଷତାର ପ୍ରତୀକ ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, ୧୭/୦୭ : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ବୁଧବାର ଅନେକ ବିଶିଷ୍ଟ ଶିକ୍ଷାବିତ୍ ଉଚ୍ଚ ପ୍ରଶଂସା କରିବା ସହ ସମାଜ...
ସୁନାବେଶରେ ଦିବ୍ୟ ଦର୍ଶନ ଦେଲେ ମହାପ୍ରଭୁ
ସୁନାବେଶରେ ମହାପ୍ରଭୁଙ୍କ ଦିବ୍ୟଦର୍ଶନ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀ ବଡଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସୁନାବେଶ ଦର୍ଶନ କରିଛନ୍ତି । ରୀତି ନୀତି ଅନୁଯାୟୀ ତିନି ରଥ ଉପରେ ତିନି ଠାକୁର ମହଣ ମହଣ ସୁନାରେ ସଜେଇ ହୋଇଥିଲେ...
ଦିନ ଗୋଟାଏ ଅଠେଇଶ ମିନିଟରେ ଖୋଲିଲା ରତ୍ନଭଣ୍ଡାର
ଶେଷରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଦିନ ଗୋଟାଏ ଅଠେଇଶ ମିନିଟରେ ମହାପ୍ରଭୁଙ୍କ ବାହାର ରତ୍ନଭଣ୍ଡାର ଦ୍ବାର ଖୋଲାଯାଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ 11ଜଣିଆ ଟିମ୍ ରତ୍ନ ଭଣ୍ଡାର ମଧ୍ୟକୁ ପ୍ରବେଶ କରିଛନ୍ତି । ରତ୍ନବଣ୍ଡାର ଯାଞ୍ଚ...
46 ବର୍ଷ ପରେ ଖୋଲିବ ରତ୍ନଭଣ୍ଡାର
46 ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବାକୁ ସମସ୍ତ ବ୍ୟବସ୍ତା ସରିଛି । ଆସନ୍ତାକାଲି ରବିବାର ଦିନ ରତ୍ନଭଣ୍ଡାର ଖୋଲାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଆସନ୍ତାକାଲି ରତ୍ନଭଣ୍ଡାର ନିଶ୍ଚିତ ଭାବେ ଖୋଲାଯିବ...

















