ସରକାରଙ୍କୁ ଘେରିଲା ବିଜେପି
ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି. ରାଜ୍ୟ ରାଜକୋଷକୁ ବିଜେଡି ଲୁଟିଛି ବୋଲି ଅଭିଯୋଗ କରିଛି ବିଜେପି. ଏହାଛଡା ହକି ବିଶ୍ୱକପରେ ମଧ୍ୟ ଦୁର୍ନୀତି ହୋଇଥିବା କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି. ହକିରେ 87...
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
କୋରାପୁଟ ସଦର ମହକୁମା ସହ କୋରାପୁଟ ବ୍ଲକ ଓ ଲମତାପୁଟ ବ୍ଲକକୁ ଯୋଗାଯୋଗ ପାଇଁ ନବୀନ ସୁକୁ-କୋଲାବ ଉପରେ ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି. ଏ ନେଇ ମଙ୍ଗଳବାର ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋରାପୁଟ...
‘ବଦଲା’ ଟ୍ରେଲର
ବାଦଶାହା ଶାହାରୁଖ୍ ଖାନଙ୍କ ପ୍ରଡକ୍ସନ ହାଉସ ‘ରେଡ୍ ଚିଲ୍ଲୀ ଏଣ୍ଟରଟେନମେଣ୍ଟ’ର ଫିଲ୍ମ ‘ବଦଲା’ର ଟ୍ରେଲର ରିଲିଜ ହୋଇଯାଇଛି. ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ବଦଲା’ର ଟ୍ରେଲର ରହସ୍ୟ ଓ ରୋମାଞ୍ଚରେ ଭରି...
ହାତ ଧରିବେ ହେମା
ପୁଣି କଂଗ୍ରେସକୁ ଫେରିବେ ହେମା ଗମାଙ୍ଗ । କଂଗ୍ରେସକୁ ଫେରୁଥିବା ସଂପର୍କରେ ସେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିକୁ ସୁଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗତ ବର୍ଷ ଅପ୍ରେଲ ମାସରେ ବିଜେଡିରୁ ଇସ୍ତଫା ଦେଇଥିଲେ....
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ
ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ. ଅଗ୍ନିକାଣ୍ଡ ଏଭଳି ଥିଲା ଯେ, ଚାହୁଁ ଚାହୁଁ ଚାଲିଗଲା 17 ଜଣଙ୍କ ଜୀବନ. ଦିଲ୍ଲୀର କରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଘଟିଛି ଏହି ବଡ ଧରଣର ଅଗ୍ନିକାଣ୍ଡ. ଯେଉଁଥିରେ ପ୍ରାଣ ହରାଇଛନ୍ତି 17 ଜଣ...
ଅଜଣା ଶିଶୁ ଉଦ୍ଧାର
ମାଲକାନଗିରି ଜିଲ୍ଲା ବସ ଷ୍ଟାଣ୍ଡରେ ଦୁଇ ଜଣ ଛୋଟ ଝିଅଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ. ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦୁଇ ଝିଅଙ୍କୁ କିଏ ଛାଡି ଚାଲିଯାଇଥିବା ସୂଚନା ମିଳିଛି. କିଛି ସମୟ ପରେ ସେମାନେ ଅସହାୟ ଅବସ୍ଥାରେ...
ଲକ୍ଷେ ଗଣିବେ, ସାରା ଦିନ କୋର୍ଟରେ ବସିବେ
ଅଦାଲତ ଅବମାନନା ମାମଲାରେ ସିବିଆଇ ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରାଯାଇଛି। ଏହା ସହିତ ସେ ଦିନସାରା କୋର୍ଟର ଗୋଟିଏ କୋଣରେ ବସି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ସୁପ୍ରିମ୍କୋର୍ଟ...
ପରକୀୟା ପ୍ରୀତିର କରୁଣ ପରିଣତି
ବାଲେଶ୍ୱରରେ ଡବଲ ମର୍ଡର । ପରକୀୟା ପ୍ରୀତିକୁ ନେଇ ହୋଇଛି ଡବଲ ମର୍ଡର । ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ରାଣୀପାଟଣା ବ୍ୟାଙ୍କ କଲୋନିରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି ।...
କୋର୍ଟ କାର୍ଯ୍ୟ ଠପ୍
ସୋମବାରଠୁ ଆରମ୍ଭ ହୋଇଥିବା ଓକିଲଙ୍କ ଦୁଇ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମଙ୍ଗଳବାର ଶେଷ ହେଉଛି. ତେବେ ବିଭିନ୍ନ ଦାବି ନେଇ ସମସ୍ତ ଜିଲ୍ଲାରେ ଓକିଲମାନେ କୋର୍ଟ କାର୍ଯ୍ୟ ବନ୍ଦ କରିଛନ୍ତି. ଫଳରେ କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି. ଅଲ୍ ଇଣ୍ଡିଆ...
ପବିତ୍ର ମାଘ ସପ୍ତମୀ
ମଙ୍ଗଳବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ. ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀରେ ବୁଡ ପକାଇବା ପାଇଁ ପୁରୀ ଓ ଚନ୍ଦ୍ରଭାଗାରେ ଭକ୍ତଙ୍କ ଭିଡ ଲାଗିଥାଏ. ଏହି ଦିନ ସୂର୍ଯ୍ୟଙ୍କ ପହିଲି କିରଣ...

















