25.1 C
Bhubaneswar
Wednesday, October 28, 2026
-Advertisement-

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ

ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆରମ୍ଭ ହୋଇଛି ମତଦାନ ।ଓଡ଼ିଶାର ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ...

SCB ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ; ୧୧ ଜଣ ରୋଗୀ ମୃତ

କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (SCB Medical college) ଓ ହସ୍ପିଟାଲର ଆଇସିୟୁ ବିଭାଗରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଆଇସିୟୁରେ ଚିକିତ୍ସାଧୀନ ଥିବା ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ...

ରାଜ୍ୟସଭା ନିର୍ବାଚନ;କ୍ରସ୍ ଭୋଟିଂକୁ ନେଇ ବିଜେଡି ଓ କଂଗ୍ରେସର ଡର

ଆସନ୍ତାକାଲି ହେବ ରାଜ୍ୟସଭା ନିର୍ବାଚନ । ୪ଟି ଆସନ ପାଇଁ ବିଧାୟକମାନେ ଭୋଟ୍ ଦେବେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂକୁ ନେଇ ରହିଛି ଡର । ବିଫଳ...

ନେପାଳରେ ବସ୍ ଦୁର୍ଘଟଣାରେ ୭ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ରବିବାର ସେଣ୍ଟ୍ରାଲ ନେପାଳରେ ଓଲଟିଲା ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍। ଏଥିରେ ୭ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ, ୯ ଜଣ ଆହତ ହୋଇଛନ୍ତି। ଭାରତୀୟ ତୀର୍ଥଯାତ୍ରୀମାନେ ନେପାଳର ପ୍ରସିଦ୍ଧ ମନକାମନା ମନ୍ଦିର ପରିଦର୍ଶନ...

ମୟୂରଭଞ୍ଜରେ କାଳବୈଶାଖୀ ନେଲା ୨ ଜୀବନ

ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି କାଳବୈଶାଖୀରେ ତାଣ୍ଡବ। ଅପରାହ୍ମରେ ହଠାତ୍ ଅନ୍ଧାର ହୋଇ ମାଡ଼ି ଆସିଲା ତୀବ୍ର ବେଗରେ ପବନ ।କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ର ଭୟଙ୍କର ପ୍ରଭାବରେ କରଞ୍ଜିଆ ବ୍ଲକର କଙ୍କଡ଼ା ଗାଁରେ ବର୍ଷା ପବନରେ...

ତାମିଲନାଡୁରେ ବିଜେପିର ରାଜନୈତିକ ଖେଳ;ବିଜୟଙ୍କୁ ଡେପୁଟୀ CM ଅଫର

ତାମିଲନାଡୁରେ ବିଜେପି ରାଜ୍ୟର କ୍ଷମତାରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଅଭିନେତାରୁ ବିଜୟଙ୍କ ପାର୍ଟି ଟିଭିକେକୁ ମେଣ୍ଟର ଖୁଲା ଅଫର ଦେଇଛନ୍ତି । ସୂଚନା ଅନୁଯାୟୀ ବିଜେପି ବିଜୟଙ୍କ ଆଗରେ ଉପମୁଖ୍ୟମନ୍ତ୍ରୀ ପଦର ପ୍ରସ୍ତାବ ରଖିଛି।...

ଜମ୍ମୁରେ ଏକ ପାକିସ୍ତାନୀ ଆତଙ୍କବାଦୀକୁ ନିହତ କଲେ ସୁରକ୍ଷା ବାହିନୀ

ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସ ମିଳିତ ଭାବରେ ଜମ୍ମୁ କଶ୍ମୀରରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସୂଚନା ଅନୁଯାୟୀ, ବୁଖାର ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ...

ଇରାନର ସର୍ବୋଚ୍ଚ ନେତା ଆମେରିକାକୁ ଦେଲେ ଚେତାବନୀ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ସ୍ପଷ୍ଟ କରିଛି ଯେ ସେ ବର୍ତ୍ତମାନ ଆମେରିକା ସହିତ କୌଣସି ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ। ଇରାନର ସର୍ବୋଚ୍ଚ ନେତା ଅବଦୁଲ ମାଜିଦ ହାକିମ ଏଲାହି କହିଛନ୍ତି ଯେ...

ନେତନ୍ୟାହୁଙ୍କୁ ଖୋଜି ଖୋଜି ମାରିବ ଇରାନ

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଖର୍ଗ ଦ୍ୱୀପ ଉପରେ ଆମେରିକା ହମଲା କରିବା ପରେ ଇରାନ ମଧ୍ୟ ଆମେରିକାର ସୈନ୍ୟ ଆଡ୍ଡା ଉପରେ ବୋମା ମାଡ କରୁଛି। ଇରାନ ବିରୋଧରେ...

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ; ପରିବାର ଆଣିଲା ହତ୍ୟା ଅଭିଯୋଗ

ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ହେଲେ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ୩୭ ବର୍ଷୀୟ ଭୀଷ୍ମଦେବ ସାହୁ। ସେ ୨୦୨୧ରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ।...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...