ମୁଲ୍ଲା ଅଫରୋଜଙ୍କ ହେପାଜତ ରଦ୍, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ: ସମ୍ଭଲ ହିଂସା ମାମଲାରେ ଅଭିଯୁକ୍ତ ମୁଲ୍ଲା ଅଫରୋଜଙ୍କୁ ନେଇ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ମୁଲ୍ଲା ଅଫରୋଜଙ୍କ ହେପାଜତକୁ ରଦ୍ଦ କରିବା ସହିତ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ୧୦ ଲକ୍ଷ ଟଙ୍କା...
ବିଜେପି ମଣ୍ଡଳ ସଭାପତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାଷିବିଲି ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ବିଜେପି ନେତା କାଳିଆ ନାହାକଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ହୋଇଛି। କାଳିଆ ହରିଡ଼ାପଦର ମଣ୍ଡଳ ବିଜେପି ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।...
ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
କେନ୍ଦୁଝର: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଖଜିରାପଶି ଗାଁର ତ୍ରିଲୋଚନ ମହାନ୍ତ।...
ବହି ତ୍ରୁଟି ପ୍ରସଙ୍ଗରେ PMOର ହସ୍ତକ୍ଷେପ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଗଣଶିକ୍ଷା ବିଭାଗକୁ ବହି ତ୍ରୁଟି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ PMOର ନିର୍ଦ୍ଦେଶ। ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବହି ଛପାରେ ଅନିୟମିତତା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଥମରୁ ଅଷ୍ଟମ...
ସିଏଜି ଅଡିଟ ରିପୋର୍ଟରୁ ଆସିଲା BJD ଶାସନରେ ଡିଏମଏଫ ପାଣ୍ଠିର ବ୍ୟାପକ ଅନିୟମିତତାର ସାଙ୍ଘାତିକ ତଥ୍ୟ
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ଭାରତର ମହାଲେଖାଗାର ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ ଅଡିଟ ରିପୋର୍ଟ ରାଜ୍ୟରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଡିଏମଏଫ ପାଣ୍ଠି ଖର୍ଚ୍ଚର ବ୍ୟାପକ ଅନିୟମିତତା ଓ ହରିଲୁଟକୁ ସାମ୍ନାକୁ ଆସିଛି । ବିଜେଡି ଶାସନକାଳରେ ସବୁ...
ଇ -ଚାଲାଣ ନଦେଲେ ବିଜୁଳି ବିଲ୍ ସହ ଯୋଡ଼ିଦିଅ:ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ: ଇ-ଚାଲାଣ ବାବଦକୁ ବକେୟା ଥିବା ପ୍ରାୟ ୨୦,୦୦୦ କୋଟି ଟଙ୍କାର ଜରିମାନା ଆଦାୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଟ୍ରାଫିକ୍ ଚାଲାଣକୁ ବିଜୁଳି ବିଲ୍ ସହିତ ଯୋଡ଼ିବା କଥା ବିଚାର କରିବା ଦରକାର...
ତିଲକ ନଗରରେ ଯୁବକଙ୍କୁ ଚାପୁଡ଼ା ମାରି ବିବାଦରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ସର୍ବସାଧାରଣରେ ଜଣେ ଯୁବକଙ୍କୁ ଚାପୁଡା ମାରି ଅଡୁଆରେ ପଡିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ପିଡବ୍ଲ୍ୟୁଡି ମନ୍ତ୍ରୀ ପରବେଶ ବର୍ମା। ରବିବାର ଉପ-ମୁଖ୍ୟମନ୍ତ୍ରୀ ବର୍ମା ଦିଲ୍ଲୀର ତିଲକ ନଗର ଅଞ୍ଚଳକୁ ରାସ୍ତା ନିର୍ମାଣ କାର୍ଯ୍ୟ ଯାଞ୍ଚ ପାଇଁ...
ଉଜ୍ଜୈନର ଶାହି ମସଜିଦ ଭଙ୍ଗାକୁ ନେଇ ବିକ୍ଷୋଭ
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଉଜ୍ଜୈନ ସହରରେ ଥିବା ଶାହି ମସଜିଦର ଏକ ଅଂଶ ଭଙ୍ଗା ଯିବାକୁ ନେଇ ମୁସଲିମ ସମ୍ପ୍ରଦାୟ ଗୋଷ୍ଠୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀ ପଥର ମାଡ଼ କରିବା ଫଳରେ...
ଆଜି ଲୋୟର PMGରେ ବିଜେଡିର ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର: ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ସମାବେଶ | ଆଇନ ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଛନ୍ତି।...
ଘାସ ମରା ବିଷ ଦେଇ ନବବଧୂକୁ ହତ୍ୟା ଅଭିଯୋଗ
ବାଲେଶ୍ୱର: ଘାସ ମରା ବିଷ ଦେଇ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନ ବାଡ ଗାଁରେ । ପୁରୁଣା ବାଲେଶ୍ଵର ଅଞ୍ଚଳର ଅମ୍ବିକା ସ୍ୱାଇଁଙ୍କର ଦେଢ଼...















