ଗାଜା ରେ ଇସ୍ରାଏଲ ର ଗୁଳି ବର୍ଷା
ଗାଜାରେ ଅନାହାର ପରିସ୍ଥିତି, ଖାଦ୍ୟ ସହାୟତା ଅପେକ୍ଷାରେ ଛିଡା ହୋଇଥିଲାବେଳେ ଇସ୍ରାଏଲର ଗୁଳିବର୍ଷା । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ । କତରରେ ଯୁଦ୍ଧବିରତି ନେଇ ଆଲୋଚନା ମଧ୍ୟରେ ଉତ୍ତର ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ...
ଭାରତ ପାକିସ୍ତାନ ମ୍ୟାଚ୍ ବାତିଲ
ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା କରିଦେଲେ ଭାରତୀୟ କ୍ରିକେଟର । ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍। ଏହି ମ୍ୟାଚକୁ ନେଇ ବିବାଦ ହୋଇଥିଲା। ଚାରି ଜଣ ଭାରତୀୟ କ୍ରିକେଟର ଖେଳିବାକୁ ମନା କରିବା ପରେ...
ଭିଜିଲାନ୍ସ ଜାଲରେ DFO
ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍ DFO ନିତ୍ୟାନନ୍ଦ ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି...
ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼
ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟାର ତାତି ଏଯାଏଁ କମିନି ଆଉ ଏବେ ପୁଣି ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ କିଛି...
ସମସ୍ତ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର: ସହାୟତା ପାଇବେ ଅସୁବିଧାରେ ଥିବା ଛାତ୍ରଛାତ୍ରୀ
ରାଜ୍ୟ ସରକାରଙ୍କ ବଡ ଘୋଷଣା! ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆସିଲା ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ୧୬ଟି ବିଶ୍ୱବିଦ୍ୟାଳୟ ଓ ୭୩୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଏହା ଶୀଘ୍ର ଚାଲୁ ହେବ।
ଶିକ୍ଷାନୁଷ୍ଠାନରେ ସ୍ଥାୟୀ "ଶକ୍ତିଶ୍ରୀ...
ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର –...
ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ ଟୁ ବି ବିଶ୍ବବିଦ୍ୟାଳୟ 19 ବର୍ଷରେ ପଦାର୍ପଣ କରିଛି । ଉତ୍କୃଷ୍ଟ ବୃତ୍ତିଗତ ଉଚ୍ଚଶିକ୍ଷା ଓ ଉନ୍ନତ...
ଜାମ୍ମୁ-କାଶ୍ମୀର ଆତଙ୍କୀ ମାମଲାରେ CIKର ସର୍ଚ୍ଚ ଅପରେସନ
ଜାମ୍ମୁ କାଶ୍ମୀରର 4ଟି ଜିଲ୍ଲାର 10ଟି ଭିନ୍ନ ଭିନ୍ନ ସ୍ଥାନରେ CIKର ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କାଶ୍ମୀର ପୋଲିସର ଗୁଇନ୍ଦା ବିଭାଗର କାଉଣ୍ଟର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଚଳାଯାଉଛି। ଆଜି ସକାଳୁ 4ଟି...
ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ବୋମାରେ ଉଡ଼ାଇ ଦେବାକୁ ଧମକ ମାମଲାରେ କାର୍ଯ୍ୟାନୁଷ୍ଠାନ
ପଞ୍ଜାବର ଅମୃତସର ସ୍ୱର୍ଣ୍ଣମନ୍ଦିରକୁ ବୋମାରେ ଉଡ଼ାଇବା ଧମକ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ସମ୍ପର୍କରେ ହରିୟାଣାର ଫରିଦାବାଦରୁ ଜଣେ ସଫ୍ଟୱେର୍ ଇଞ୍ଜିନିୟରକୁ ଗିରଫ କରାଯାଇଛି, ଯାହାଙ୍କ ନାମ ଶୁଭମ୍ ଦୁବେ ବୋଲି କୁହାଯାଉଛି।୧୪ ଜୁଲାଇରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ...
ପାକିସ୍ତାନକୁ ଆମେରିକାର ବଡ଼ ଚେତାବନୀ
ପାକିସ୍ତାନ ଉପରେ ଆମେରିକାର ବଡ଼ ଆକ୍ସନ । ପାକିସ୍ତାନକୁ ଲାଗିଲା ବଡ଼ ଝଟ୍କା । ଭାରତର ସିନ୍ଦୁର ଅପରେସନ୍ ପରେ ଯେଉଁ ଆମେରିକାର ଶରଣ ପଶିଥିଲା ପାକିସ୍ତାନ, ସେଇ ଆମେରିକା ଆଜି କଡା ଜବାବ ଦେଇଛି। ଆମେରିକା...
ଇଣ୍ଡିଗୋ ବିମାନର ଇଞ୍ଜିନରେ ତ୍ରୁଟି , ମଝି ଆକାଶରେ ବନ୍ଦ ହେଇଗଲା ବିମାନ
ଇଣ୍ଡିଗୋ ବିମାନର ଇଞ୍ଜିନରେ ତ୍ରୁଟି ।ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ କଲା ଅବତରଣ ।ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ...



















