ଖଣି ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀ ଗିରଫ
ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ମାମଲା । ମାଓବାଦୀଙ୍କ ମୁଖ୍ୟ ସହଯୋଗୀ ଗିରଫ । ଖଣି ଲୁଟ୍ ମାମଲାରେ ମାଓବାଦୀଙ୍କୁ ଖବର ଦେଉଥିବା ଇନଫର୍ମର ଜର୍ଜ ମୁଣ୍ଡାକୁ ବାନ୍ଧିଲା ପୋଲିସ । ଖଣି ସମ୍ମୁଖରେ ଥିବା ଘରେ ରହୁଥିବା ଜର୍ଜ...
ଭୁଷୁଡିଲା ଇନ୍ଦ୍ରାଣୀ ବ୍ରିଜ୍, ଭାସିଗଲେ 20 ପର୍ଯ୍ୟଟକ
ମହାରାଷ୍ଟ୍ରର ଇନ୍ଦ୍ରାଣୀ ନଦୀ ଉପରେ ନିର୍ମିତ ବ୍ରିଜ ଭୁଷୁଡିପଡିବାରୁ କୋଡିଏ ଜଣ ପର୍ଯ୍ୟଟକ ଭାସି ଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି ।
କୁନ୍ଦମାଳା ପର୍ଯ୍ୟଟନ ସ୍ଥଳରେ ନିର୍ମିତ ଏହି ବ୍ରିଜ ଉପରେ ପର୍ଯ୍ୟଟକମାନେ ଜଳପ୍ରବାହ...
ମଧ୍ୟପ୍ରାଚ୍ୟ ଯୁଦ୍ଧ, ଇରାନ ଉପରେ ଇସ୍ରାଏଲର ଡ୍ରୋନ, କ୍ଷେପଣାସ୍ତ୍ର ଆକ୍ରମଣ ଜାରି
ଇରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି । ଦ୍ବିତୀୟ ଦିବସ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ଇରାନର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ, ବିମାନବନ୍ଦର ଓ ଆଣବିକ କେନ୍ଦ୍ର ଧ୍ବସ୍ତ ବିଧ୍ବସ୍ତ ହୋଇଛି । ଇରାନର ସେନା ମୁଖ୍ୟଙ୍କ ସମେତ...
ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା
ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଟ୍ରାନ୍ସଭଜାଇନାଲ୍ ଓ ଟ୍ରାନ୍ସରେକ୍ଟାଲ୍ ପେଲ୍ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଗତ ଜୁନ୍ ୭ ଓ ୮ ତାରିଖ ଦୁଇ ଦିନ...
ରହସ୍ୟ ଘେରରେ ସିଟ୍ ନମ୍ବର 11 A
ଏୟାର ଇଣ୍ଡିଆ ଡ୍ରିମ ଲାଇନରର ସିଟ ନମ୍ବର 11ଏକୁ ନେଇ ଏବେ ଚର୍ଚ୍ଚା । ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆ ବିମାନ କ୍ରାସ ହେବା ପରେ ଯେଉଁ ଜଣେ ଯାତ୍ରୀ ଜୀବନ ବଞ୍ଚେଇ ଆସିପାରିଲେ, ସେ ଏହି ସିଟରେ ବସିଥିଲେ । ବିଜିନେସ୍...
ମିଳିଲା ବ୍ଲାକବକ୍ସ, ଜଣାପଡିବ ବିମାନ ଦୁର୍ଘଟଣାର କାରଣ
ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପଛରେ କି କାରଣ ରହିଛି ? କେଉଁ କାରଣ ପାଇଁ ବିମାନଟି ଉଡାଣ ଭରିବାର ମାତ୍ର ପାଞ୍ଚ ମିନିଟ ଭିତରେ କ୍ରାସ୍ ହୋଇଗଲା ? ବିମାନଟି ସଂପୂର୍ଣ୍ଣ ଜଳି ଖଣ୍ଡ ବିଖଣ୍ଡିତ ଭାବେ...
ପାଉଁଶ ହୋଇଗଲା ସ୍ବପ୍ନ
ଲଣ୍ଡନରେ ରହିବା ପାଇଁ ସ୍ବପ୍ନ ଦେଖିଥିଲେ । ପିଲାଙ୍କ ପାଠପଢା, କ୍ୟାରିୟର ସବୁ ଲଣ୍ଡନରେ କରିବା ପାଇଁ ଯୋଜନା କରିଥିଲେ । ବହୁ କଷ୍ଟରେ ଡାକ୍ତର ପତ୍ନୀଙ୍କୁ ବି ମନାଇଥିଲେ । ହେଲେ ନିୟତିର ନିଷ୍ପତ୍ତି କିଛି ଭିନ୍ନ ଥିଲା...
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା । ଗୁରୁବାର ଅପରାହ୍ନରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମୁହୂର୍ତ୍ତ ପରେ ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘନାନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ...
ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଧ୍ବନୀରେ ଉଛ୍ଛଳି ଉଠୁଥିଲା ଶ୍ରୀମନ୍ଦିର । ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ନୀତି ନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ନୀତି ହେବା ପରେ ଭୋର ୫ଟାରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି ।...
ପାଗ ଖରାପ ଯୋଗୁ ବିଳମ୍ବ ହେଉଛି ଅନ୍ତରୀକ୍ଷ ଯାତ୍ରା
ପ୍ରତିକୂଳ ପାଣିପାଗ ପାଇଁ ଅନ୍ତରିକ୍ଷ ଯାତ୍ରୀଙ୍କ ନିମନ୍ତେ ଆଉ ଗୋଟିଏ ଦିନ ବିଳମ୍ବ ହୋଇଛି । ଭାରତର ଦ୍ୱିତୀୟ ଅନ୍ତରିକ୍ଷଯାତ୍ରୀ ଶୁଭ୍ରାଶୁଂ ଶୁକ୍ଳା ଅନ୍ତରିକ୍ଷକୁ ଆକ୍ସିଅମ୍-୪ ମିଶନ୍ର ଉଡାଣର ନେତୃତ୍ବ ନେବେ ।
ଭାରତୀୟ ଅନ୍ତରିକ୍ଷ ଗବେଷଣା ସଂସ୍ଥା ଇସ୍ରୋ...



















