28.9 C
Bhubaneswar
Tuesday, August 4, 2026
-Advertisement-

ଗାଡି ଭିତରେ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼ ଜିଲ୍ଲାର ବରପାଲି ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଗାଡ଼ି ଭିତରେ ସନ୍ଦେହଜନକ ଅବସ୍ଥାରେ ଗୁରୁତର ପୋଡ଼ି ମୃତ୍ୟୁ ହୋଇଥିଲା । ହଳଦୀପାଲି ଛକରେ ଏକ ହୋଣ୍ଡା କ୍ରେଟା ଗାଡ଼ିରୁ ଚଦ୍ରଶେଖର ଝାଡ଼ିଆଙ୍କ ପୋଡା ମୃତଦେହ ଉଦ୍ଧାର କରାଯାଇଥିଲା । ଏସି...

ପାଞ୍ଚ ଶିକାରୀ ଗିରଫ

ବନ୍ୟପ୍ରାଣୀ ଅପରାଧ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଢେଙ୍କାନାଳର ବନ ବିଭାଗ ଅଧିକାରୀମାନେ ଗୁରୁବାର କାମାକ୍ଷାନଗର ପୂର୍ବ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ା ପେଟ୍ରୋଲ ପମ୍ପ ନିକଟରୁ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର...

ବୁଧବାର ରାତିରେ ଏକ ଗେଷ୍ଟହାଉସରୁ ଜଣେ ଝିଅର ମୃତଦେହ ମିଳିଥିବା ସୂଚନା ମିଳିଛି । ଭୁବନେଶ୍ବରରେ ଥିବା ଗେଷ୍ଟ ହାଉସର ଦ୍ୱିତୀୟ ମହଲାରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କର ମୃତ୍ୟୁ ସନ୍ଦେହଜନକ ଅବସ୍ଥାରେ । ଖଣ୍ଡଗିରି...

ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ବର - ଅପରେସନ ସିନ୍ଦୁରର ସଫଳତା ଓ ପରାକ୍ରମକୁ ନେଇ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା କରାଯାଇଛି । ଭାରତୀୟ ସଶସ୍ତ୍ର ବାହିନୀର ସାହସ ଏବଂ ଦୃଢ଼ ନିଷ୍ଠା ପାଇଁ ସେମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆୟୋଜିତ ତ୍ରିରଙ୍ଗା ଯାତ୍ରାକୁ ପତାକା...

ରାଜ୍ୟ ସରକାର ଓ ଜେଏସପିଏଲ ମଧ୍ୟରେ ମଧୁଚନ୍ଦ୍ରିକା… ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ବିକି ଦେବାର ଭିତିରି ଯୋଜନା

ଭୁବନେଶ୍ୱର - ରାଜ୍ୟ ସରକାର ଓ ଜେଏସପିଏଲ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ରାଜ୍ୟବାସୀଙ୍କ ସ୍ବାର୍ଥକୁ ବିକି ଦେବାକୁ ଭିତିରି ଯୋଜନା ଚାଲିଛି । ଯଦି ସରକାର ଏବେଠୁ ଏହାକୁ ସଂଶୋଧନ ନ କରନ୍ତି, ତେବେ ଆସନ୍ତା ୨୫ ବର୍ଷ...

କ୍ରିକେଟରୁ କୋହଲିଙ୍କ ଅଲବିଦା

ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ସୋମବାର ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବାର୍ତ୍ତା ଦେଇ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି। ବିରାଟଙ୍କ ଅବସର ସମ୍ପର୍କରେ ରିପୋର୍ଟ ଗତ କିଛି ଦିନ ଧରି ଜୋର ଧରିଛି ଏବଂ...

ସିବିଏସଇ ଜ୍ବାଦଶ ପରୀକ୍ଷା ଫଳ, 83.64 ପ୍ରତିଶତ ଉତ୍ତୀର୍ଣ୍ଣ

ଭୁବନେଶ୍ବର - ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ କ୍ଷେତ୍ର ତାଲିକାରେ ଭୁବନେଶ୍ୱର କ୍ଷେତ୍ର ୧୧ତମ ସ୍ଥାନ ଅଧିକାର କରିଛି । ଚଳିତ ବର୍ଷ ଭୁବନେଶ୍ୱର ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୮୩.୬୪...

ଆଦମପୁର ଏୟାରବେସରୁ ସ୍ଥିତି ପରଖିଲେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସ ଗସ୍ତ ପାକିସ୍ତାନର ଅନେକ ମିଛକୁ ଏକ ଝଟକା ପ୍ରମାଣିତ କଲା । ମେ ୧୦ ତାରିଖରେ ପାକିସ୍ତାନ ପ୍ରଚାର କରିଥିଲା ଯେ ସେ ଭାରତର S-400 ସିଷ୍ଟମକୁ କ୍ଷେପଣାସ୍ତ୍ର ଆକ୍ରମଣ କରି ଧ୍ୱଂସ କରିଦେଇଛି...

କି ଲାଭ ମିଳିଲା ଯୁଦ୍ଧରୁ ?

ଚାରିଦିନ ଯୁଦ୍ଧ ପୁରା ହେଲାନି । ଅଧାରୁ ଅସ୍ତ୍ର ବିରତି ହୋଇଗଲା । ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ପରେ ଦୁଇଦେଶ ଅସ୍ତ୍ରବିରତି ପାଇଁ ରାଜି ହେଲେ । ଆମେରିକା ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି...

ଭାରତୀୟ ସେନାକୁ ସଲାମ୍

ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା କରିବାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡିଲା ପାକିସ୍ଥାନକୁ । ଧର୍ମ ପଚାରି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଉଦ୍ଦେଶ୍ୟ ଥିଲା, ଭାରତରେ ଦୁଇ ଧର୍ମାବଲମ୍ବୀ ହିନ୍ଦୁ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...