32.4 C
Bhubaneswar
Wednesday, August 5, 2026
-Advertisement-

ଆଳୁ ପଲିଟିକ୍ସ : ଦିଦିଙ୍କୁ ଦେଖା କଲେ ମୋହନ

ଆଳୁ ଦର ଏଥର ରେକର୍ଡ ଭାଙ୍ଗିଦେଲା । ଖୁଚୁରାରେ ଲୋକେ ଆଳୁ କିଲୋ ଷାଠିଏ ଟଙ୍କାରେ କିଣିଲେ । ଗୋଦାମରେ ଆଳୁ ମହଜୁଦ ଥିଲେ ବି ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆସୁଥିବା ଆଳୁ ଟ୍ରକ ଅଟକାଉତିବା ଜଣାପଡିବା ପରେ ଆଳୁ...

ଆଇଭିଏଫ୍ ସମାଜ ପାଇଁ ଏକ ବରଦାନ : ସମ୍ ହସ୍ପିଟାଲ୍ ସିଏଚ୍‌ଆର୍ ପକ୍ଷରୁ ବିଶ୍ୱ ଆଇଭିଏଫ୍ ଦିବସ...

ଭୁବନେଶ୍ୱର, ଜୁଲାଇ ୨୫: ବର୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) ଏକ ବରଦାନ ପାଲଟିଛି । ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର...

ମୋହନ ସରକାରଙ୍କ 2.65 ଲକ୍ଷ କୋଟି ଟଙ୍କାର ବଜେଟ, ଉତ୍କର୍ଷ ଉତ୍କଳର ସ୍ବପ୍ନ

ରାଜ୍ୟରେ କ୍ଷମତାକୁ ଆସିଥିବା ମୋହନ ମାଝୀଙ୍କ ସରକାର ଆଜି ବିଧାନସଭାରେ ପ୍ରଥମ ବଜେଟ ଉପସ୍ଥାପନ କରିଛି । 2.65 ଲକ୍ଷ କୋଟି ଟଙ୍କାର ଏହି ବଜେଟରେ ମୋହନ ମାଝୀଙ୍କ ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ଅନେକ ପ୍ରତିଶ୍ରୁତି ପୂରଣ ପାଇଁ...

ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଲେ

ବିଧାନସଭାରେ ବିଜେଡିର ବିରୋଧୀ ଦଳ ରୂପ । ରାଜ୍ୟପାଳଙ୍କ ପୁଅ ରାଜଭବନର ଏଏସଓଙ୍କୁ ମାଡ ମାରିଥିବା ଘଟଣାରେ ସରକାର କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ବିଧାୟକମାନେ ହଙ୍ଗାମା କରିଛନ୍ତି । ସକାଳେ...

ତିନିଲକ୍ଷ ଯାଏଁ ଆୟ ଉପରେ ଟିକସ ଛାଡ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟରେ ନୂଆ ଆୟକର ସ୍ଲାବ୍ ଘୋଷଣା କରାଯାଇଛି । ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ । କିନ୍ତୁ ତିନିଲକ୍ଷରୁ ସାତ ଲକ୍ଷ ଟଙ୍କା...

ନବୀନ କେବେ ବି ବିରୋଧୀ ଦଳ ନେତାଙ୍କୁ ଏମିତି ସମ୍ମାନ ଦେଇନାହାନ୍ତି

(ଅପୂର୍ବ କୁମାର ମହାନ୍ତି) ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚବିଶ ବର୍ଷ ଭିତରେ କେବେ ବି କୌଣସି ବିରୋଧୀ ଦଳ ନେତାଙ୍କ ପାଖକୁ ଯାଇନାହାନ୍ତି । ବିରୋଧୀ ଦଳ ନେତାଙ୍କ ଘର ତ ଦୂରର କଥା, ତାଙ୍କ...

କଂଗ୍ରେସ ବିଧାୟକ ଦଳ ନେତା ହେଲେ ରାମଚନ୍ଦ୍ର କାଡାମ

ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଚୟନ କରାଯାଇଛି । ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାମଚନ୍ଦ୍ର କାଡାମ ବିଧାୟକ ଦଳର ନେତୃତ୍ବ ନେବେ । ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେସନ ବସୁଥିବାରୁ...

ହଟିଲେ ଶରତ ପଟ୍ଟନାୟକ, ସଂଗଠନ ସଜାଡିବ କଂଗ୍ରେସ

ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଏଆଇସିସି ଭଙ୍ଗ କରିଛି । ପିସିସି ସଭାପତି ପଦ ସମେତ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ସାଙ୍ଗଠନିକ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ନୂଆ କମିଟି ପୁର୍ନଗଠନ କରାଯିବ । ତେବେ ନୂତନ...

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର, ୧୫/୦୭: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସରେ ରବିବାର ଏକ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି । ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ...

ଉତ୍କର୍ଷତାର ପ୍ରତୀକ ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୧୭/୦୭ : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ ବୁଧବାର ଅନେକ ବିଶିଷ୍ଟ ଶିକ୍ଷାବିତ୍ ଉଚ୍ଚ ପ୍ରଶଂସା କରିବା ସହ ସମାଜ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...