31.1 C
Bhubaneswar
Wednesday, August 5, 2026
-Advertisement-

ଓଡିଶାରେ ଏକ ନମ୍ବରରେ ରହିବ ବିଜେପି : ପ୍ରଶାନ୍ତ କିଶୋର

ଏଥର ଓଡିଶାରେ ଏକ ନମ୍ବରରେ ରହିବ ବିଜେପି । ଚବିଶବର୍ଷର ବିଜେଡି ସରକାର ଲୋକସଭା ନିର୍ବାଚନରେ ପଛରେ ପଡିଯିବ । ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର ନିର୍ବାଚନ ପୂର୍ବରୁ କରିଥିବା ଏମିତି ଆକଳନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି...

ନେତାଙ୍କୁ ଘାରିଛି କ୍ଷମତା ନିଶା

ନେତାଙ୍କୁ ଘାରିଛି କ୍ଷମତା ନିଶା । ବର୍ଷ ବର୍ଷ ଧରି ଯେଉଁ ଦଳକୁ ନୀତି, ଆଦର୍ଶ ବୋଲି ମାନି ନେଇଥିଲେ, କ୍ଷମତା ନିଶାରେ ଏବେ ତାର ମୂଲ୍ୟ କିଛି ନାହିଁ । କ୍ଷମତା ହାସଲ ପାଇଁ ନିର୍ବାଚନ ପୂର୍ବରୁ ଚାଲିଥିବା...

ସୋଆରେ ‘ଇ – ସମିଟ ୨୦୨୪’ ଉଦ୍ଘାଟିତ

ଭୁବନେଶ୍ୱର, ଏପ୍ରିଲ୍ ୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଶନିବାର ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ। ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ଓ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ (ସୋଆ...

ମନ୍ମଥଙ୍କୁ ନେଇ ଅପଦସ୍ଥ ହେଲେ ବିଜେଡି ନେତା

ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି । ଆଜି ଲୋକସଭା ପ୍ରାର୍ଥୀ ମନ୍ମଥଙ୍କୁ ନେଇ ସକାଳୁ ସକାଳୁ...

ସମ୍ମମ୍ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’

ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ...

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ କୁଆଲାଲୁମ୍ପୁର ଠାରେ ସମ୍ମମ୍ ସମ୍ବର୍ଦ୍ଧିତ

ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)କୁ ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲା ଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍‌ଥ କେୟାର ସର୍ଭିସ୍...

ଏସିଆର ଷଷ୍ଠ ଉତ୍ତପ୍ତ ସହର ଭୁବନେଶ୍ବର

ଆଜି ରାଜଧାନୀ ଭୁବନେଶ୍ବର ଏସିଆର ଷଷ୍ଠ ଉତ୍ତପ୍ତ ସହରରେ ପରିଣତ ହୋଇଛି । ରାଜଧାନୀର ସର୍ବୋଚ୍ଚ ତାପମାତ୍ରା 43.5 ଡିଗ୍ରୀ ସେଲସିଅସ ରେକର୍ଡ ହେବା ପରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ କିଛିଦିନ...

ଭୁବନେଶ୍ବର ମଧ୍ୟ ଆସନ ପାଇଁ ଟଣାଟଣି

ଭୁବନେଶ୍ବର ଉତ୍ତର ଓ ଏକାମ୍ର ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟ ଆସନ ପାଇଁ ଦ୍ବନ୍ଦ୍ବରେ ରହିଛି ବିଜେଡି । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦଳ ଟିକଟ ଦେବ କି ନାହିଁ, ତାକୁ ନେଇ...

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହେଲେ ଭୃଗୁ

ବିଜେଡି ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । 5ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ 27ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି । ଆଜି ସକାଳେ ବିଜେପି ଛାଡି ବିଜେଡିରେ...

ବଦଳିଲେ ସରକାରଙ୍କ ବୋଲକରା ବାବୁ : ଆଇଜି, ଜିଲ୍ଲାପାଳ ଓ ଏସପିଙ୍କ ବିଶ୍ବସନୀୟତା ଉପରେ ସନ୍ଦେହ

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଦୁଇଜଣ ଆଇଏଏସ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଏବଂ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶଈଷ ସିଂଙ୍କ ସମେତ 6 ଜଣ ଏସପିଙ୍କ ବିଶ୍ବସନୀୟତା...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...