ଋଷ ବିରୋଧରେ କଟକଣା ଜାରି କରିବେ ଟ୍ରମ୍ପ
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ତିକ୍ତ କଥାବାର୍ତ୍ତାର ଦିନକ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଋଷ ବିରୋଧରେ କଟକଣା ଜାରି କରିବାକୁ ଚିନ୍ତା କରୁଛନ୍ତି । ଟ୍ରମ୍ପ କହିଛନ୍ତି. ଯୁକ୍ରେନ -ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରତି ଆଣିବା ଓ...
ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ
ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ମିଳିଛି । ଇମେଲ ଜରିଆରେ ସିନ୍ଦେଙ୍କ କାରକୁ ଉଡାଇ ଦେବାକୁ ଧମକ ମିଳିଛି । ମନ୍ତ୍ରଣାଳୟ ସହିତ ଗୋରେଗାଓଁ ଏବଂ ଜେଜେମାର୍ଗ ଥାନା ପୋଲିସକୁ ଧମକପୂର୍ଣ୍ଣ ଇମେଲ...
ମାଓବାଦୀଙ୍କ ନୃଶଂସ କାଣ୍ଡ, ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ
ମାଲକାନଗିରି : ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ଜଣେ ଶିକ୍ଷକଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ହତ୍ୟାକାଣ୍ଡ ପରେ...
ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
କଟକ : ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଚୌଦ୍ୱାର ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ରଙ୍ଗିଦାସପୁର...
କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ
କଟକ : କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଏସ୍-ଏନ୍ ସିୟୁରେ ଚିକିତ୍ସାଧୀନ ବେଳେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁକୁ ଧରାଇଦେଇଥିବା...
କରୋନା ମହାମାରୀ ସମୟରେ ନର୍ସମାନଙ୍କ ତ୍ୟାଗ ଅଭୂତପୂର୍ବ: ସୋଆ ଉପସଭାପତି
ଭୁବନେଶ୍ୱର: ହସ୍ପିଟାଲ୍ରେ ରୋଗୀଟିଏ ନର୍ସମାନଙ୍କର ଚିକିତ୍ସା ଓ ସେବା ଦ୍ୱାରା ହିଁ ସୁସ୍ଥତା ପାଇଥାଏ । କରୋନା ମହାମାରୀ ସମୟରେ ସେମାନଙ୍କର ତ୍ୟାଗ ସମ୍ପୂର୍ଣ୍ଣ ସମାଜ ଉପଲବ୍ଧି କରିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି...
ଟିଏଚ୍ଇ ୱାର୍ଲ୍ଡ ରିପୁଟେସନ୍ ରାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ
ଭୁବନେଶ୍ୱର, ଫେବୃୟାରୀ ୧୯: ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍ସ ହାୟାର ଏଜୁକେସନ୍ (ଟିଏଚ୍ଇ)...
ରାମଲୀଳା ମଇଦାନରେ ଶପଥ ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ନୂଆଦିଲ୍ଲୀ : ନୂଆଦିଲ୍ଲୀ ରାମଲୀଳା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆନୁଷ୍ଠାନିକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, 20ଟି ରାଜ୍ୟର ମୁଖ୍ୟମନ୍ତ୍ରୀ...
ସାମନ୍ତଙ୍କ ମ୍ୟାନେଜମେଣ୍ଟ ଆଗରେ ସମସ୍ତେ ଚୁପ୍ !
କିଟ୍ ବିଶ୍ବବିଦ୍ୟାଳୟ ପାଇଁ ବଦନାମ୍ ହେଲା ଓଡିଶା । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣାକୁ କିଟ୍ ଅଧିକାରୀମାନେ ଯେପରି ପରିଚାଳନା କଲେ, ତାହା ଓଡିଶାର ସମ୍ମାନକୁ ବିଦେଶରେ ନିନ୍ଦିତ କରାଇଛି । ନେପାଳ ସରକାରଙ୍କ ଉଦବେଗ...