ମୋକିମଙ୍କ ପ୍ରଶଂସା କରିଲେ ଅନୁଭବ ମହାନ୍ତି
ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି , କଂଗ୍ରେସର ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋକିମ ଏବଂ ସୋଫିଆ ଫିର୍ଦ୍ଦୋସ ଜଣେ ଭଲ ନେତା । ନୂଆ ଦଳ...
ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ
ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ଦୂତାବାସ । ସେଠାରେ ରହୁଥିବା ସମସ୍ତ ପର୍ଯ୍ୟଟକ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ଛାତ୍ରଙ୍କ ପାଇଁ ଏହା ଜାରି...
ଝାଡ଼ଖଣ୍ଡରେ ବୋମା ବିସ୍ଫୋରଣରେ ଚାଲିଗଲା ୩ ଜଣଙ୍କ ଜୀବନ
ଝାଡ଼ଖଣ୍ଡର ହଜାରିବାଗ ସଦର ଥାନା ନିକଟସ୍ତ ହବିବିନଗର ଅଞ୍ଚଳରେ ବୋମା ବିସ୍ଫୋରଣରେ ୩ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ବୁଧବାର ସଫେଇ କାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଛି । ଗୁରୁତର...
ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ : ନିୟମ ଭାଙ୍ଗିଲେ କଟିବ DL
ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଯଦି ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ DL ଏବଂ ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି...
ଇରାନକୁ ଧମକ ଦେଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦେଇଛନ୍ତି କଡ଼ା ଚେତାବନୀ,ସେ କହିଛନ୍ତି ଯଦି ଇରାନ କର୍ତ୍ତୃପକ୍ଷ ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦିଅନ୍ତି, ତେବେ ଆମେରିକା ‘ଅତ୍ୟନ୍ତ କଠୋର’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛି ଯେ ଇରାନ...
ଶ୍ରୀମନ୍ଦିର ଭିତରକାଠରେ ରକ୍ତ ଛିଟା,ମହାପ୍ରଭୁଙ୍କର କରାଗଲା ମହାସ୍ନାନ
ଆଜି ପବିତ୍ର ମକର ସଂକ୍ରାନ୍ତିରେ ପୁରୀ ଶ୍ରୀମନ୍ଦିରରେ ଏକ ବଡ଼ ଅଘଟଣ ଘଟିଛି । ବୁଧବାର ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀଜୀଉମାନଙ୍କର ବଡ଼ ମହାସ୍ନାନ କରାଯାଇଛି ।
ଆଜି ସକାଳେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ନୀତି ହେବାକୁ...
ଇସ୍ରୋ ମିଶନକୁ ଝଟକା:କକ୍ଷପଥରେ ଅବସ୍ଥାପିତ ହୋଇପାରିଲାନି ‘ଅନ୍ୱେଷା’
ବିଫଳ ହୋଇଛି ଇସ୍ରୋର PSLV-C62 ମିଶନ୍ । କକ୍ଷପଥରେ ମୁତୟନ ହୋଇପାରିଲା ନାହିଁ ସାଟେଲାଇଟ୍ 'ଅନ୍ୱେଷା'। ଅର୍ବିଟ ପୂର୍ବରୁ ହିଁ ମହାକାଶରେ ହଜିଯାଇଛି। ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ପିଏସ୍ଏଲ୍ଭି-ସି୬୨ ରକେଟ୍। ସୋମବାର ସକାଳ...
ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ଡିଜିସିଏର ୨ଟି ଟିମ୍
ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଦୁର୍ଘଟଣାରେ ପହଞ୍ଚିଛନ୍ତି ଡିଜିସିଏର ଦୁଇଟି ଟିମ୍ । ବ୍ଲାକ ବକ୍ସ ମିଳିବା ପରେ ଯାଇ ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣା ପଡିବ । ପରିବହନ ସଚିବ ଉଷା ପାଢୀ ମଧ୍ୟ...
ମାର୍ଚ୍ଚରେ ମହମ୍ମଦ ମୋକିମ୍ ଗଠନ କରିବେ ନୂଆ ଦଳ
ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମ ଏବେ ବଡ଼ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ମହମ୍ମଦ ମୋକିମ ନିଜର ଦଳ ଗଠନ କରିବେ । ଆସନ୍ତା ମାର୍ଚ୍ଚ ଶେଷ...
ଆଉ ଡର ନାହିଁ, ଅସନ୍ତୋଷ ଝାଡିଲେ ଲତିକା
ଗଞ୍ଜାମ : ବିଜେଡିରେ ପୁଣି କମ୍ପନ । କବିସୂର୍ଯ୍ୟନଗରର ପୂର୍ବତନ ବିଜେଡି ବିଧାୟିକା ଲତିକା ପ୍ରଧାନ ଦଳୀୟ ପକ୍ଷପାତିତାକୁ ନେଇ ଅସନ୍ତୋଷ ଝାଡିଛନ୍ତି । ବିଜେଡିରେ ପକ୍ଷପାତ କରାଯାଉଛି । ଗଞ୍ଜାମ ଜିଲ୍ଲାରେ ଜଣେ ଦୁଇଜଣ ନେତାଙ୍କୁ ଦଳ ଭିତରେ...


















