ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରାଘବ ଚଢା
ନୂଆଦିଲ୍ଲୀ: ଆଜି ସକାଳେ ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଶ୍ରୀ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନାକୁ ବିସ୍ତୃତ...
ପ୍ରତିରକ୍ଷା ତଥ୍ୟ ଲିକ୍ କରି ଗିରଫ ହେଲେ ବାୟୁସେନା ଅଧିକାରୀ
ନୂଆଦିଲ୍ଲୀ:ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ 'ହନିଟ୍ରାପ୍' ରେ ଶିକାର ହୋଇ ଦେଶର ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ଲିକ୍ କରିବା ଅଭିଯୋଗରେ ଜଣେ ୪୪ ବର୍ଷୀୟ ଭାରତୀୟ ବାୟୁସେନା (IAF) ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରାଯାଇଛି।ପୋଲିସ...
ଭୂତ ବଙ୍ଗଳାରେ ହତ୍ୟାକାଣ୍ଡର ଖୋଲିଲା ରହସ୍ୟ :ଅଭିଯୁକ୍ତକୁ ଗିରଫ କଲା ପୁଲିସ
ଭୁବନେଶ୍ୱର:ଚନ୍ଦକା ଥାନା ଅଞ୍ଚଳର ପାଇକରାପୁରରେ ଥିବା ‘ଭୂତ ବଙ୍ଗଳା’ ନାମରେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ପୁଲିସ।ପୁଲିସ ସୂଚନା ଅନୁସାରେ, ଗତ ୧ ତାରିଖରେ ଶୋଇବାକୁ ନେଇ ମହନୀ ଦାସ ଓ...
ସ୍ଥଗିତ ରହିଲା ପୁଲିସ ଡିଜି ଚୟନ
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ୟୁୂପିଏସସି କାର୍ଯ୍ୟାଳୟରେ ଶୁକ୍ରବାର ନୂଆ ପୁଲିସ ଡିଜି ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ପକ୍ଷରୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓ ପୁଲିସ ଡିଜି ୱାଇବି ଖୁରାନିଆ ଯୋଗ ଦେଇଥିଲେ।...
ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାର ମୋଟାମୋଟି ୨୨ ଜିଲ୍ଲା ଆଂଶିକ ଓ ବ୍ୟାପକ...
ମହିଳା ଥାନାରୁ ଖସି ପଳାଇଥିବା ରୁଦ୍ର ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାରକୁ କ୍ୟାପିଟାଲ ଥାନା ପୋଲିସ ଟିମ୍ ବେଙ୍ଗାଳୁରୁରୁ ଗିରଫ କରିଛି । ସେଠାକାର ସ୍ଥାନୀୟ କୋର୍ଟରେ ରୁଦ୍ରକୁ ହାଜର କରିଥିଲା ପୋଲିସ । ଏହାପରେ...
ମାନବିକତା ପାଇଁ ପୁଣି ଚର୍ଚ୍ଚାରେ ସଲମାନ ଖାନ, ୫୦୦ ଘର ନିର୍ମାଣ ଅଭିଯାନରେ ହେଲେ ସାମିଲ
ମୁମ୍ବାଇ: ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସଲମାନ ଖାନ ସହାୟତାର ହାତ ବଢ଼ାଇଛନ୍ତି। ‘ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ସଲମାନ ବନ୍ୟା ପୀଡ଼ିତଙ୍କୁ...
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୬ ସପ୍ତାହର ଇଣ୍ଟର୍ନସିପ୍ ବାଧ୍ୟତାମୂଳକ
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ଏଣିକି ସ୍ନାତକ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬ ସପ୍ତାହ ବା ୩୫ କାର୍ଯ୍ୟଦିବସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ଏନ୍ଗେଜମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାକୁ ରାଜ୍ୟବ୍ୟାପୀ...
ବିଜେପି ନେତାଙ୍କ ହତ୍ୟା ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
କଳାହାଣ୍ଡି: ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ । କଳାହାଣ୍ଡି ପୋଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି...
ଆଇଟି ନିୟମରେ ହେବ ପରିବର୍ତ୍ତନ :୩ ଘଣ୍ଟାରେ ହଟାଇବାକୁ ପଡ଼ିବ ବେଆଇନ ଏଆଇ କଣ୍ଟେଣ୍ଟ
ନୂଆଦିଲ୍ଲୀ: ଦେଶର ଆଇଟି ନିୟମକୁ ଅଧିକ କଡ଼ାକଡ଼ି କରିବା ସହିତ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ। ବେଆଇନ ବିଷୟବସ୍ତୁର ପ୍ରଚାର ରୋକିବାକୁ ସରକାର ପ୍ରଣୟନ କରିବେ...
















