31.3 C
Bhubaneswar
Thursday, August 6, 2026
-Advertisement-

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର, ୩୧/୧୦: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା...

ସମ୍‌ର ପ୍ରଫେସର ମୈତ୍ରେୟୀ ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ

ଭୁବନେଶ୍ୱର, ୩୧/୧୦: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା...

ଆସନ୍ତାକାଲି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ନୂଆ ରାଜ୍ୟପାଳ ରଘୁବର ଦାସ ସପରିବାର ଓଡିଶାରେ ପହଞ୍ଚିଛନ୍ତି । ଆଜି ଟ୍ରେନ ଯୋଗେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପରେ ସେ ରାଜଭବନରେ ଆସି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି...

ଆନ୍ଧ୍ର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ଛୁଇଁଲା

ଗତକାଲି ସନ୍ଧ୍ୟାରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 13 ରେ ପହଁଚିଛି I 50 ରୁ ଅଧିକ ଆହତ ଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି I ବିଶାଖାପାଟଣାରୁ ପଲାସା ଆସୁଥିବା ଟ୍ରେନକୁ...

ମୁଣ୍ଡରେ ଠେକା ଭିଡି ଧାନ କାଟିଲେ ରାହୁଲ

ରାଜନୀତି ସହଜ ପାଠ ନୁହେଁ । ଲୋକଙ୍କ ବିଶ୍ବାସ ଜିତିବା ପାଇଁ ନେତାଙ୍କୁ କେତେ କଣ କରିବାକୁ ପଡୁଛି । ଛତିଶଗଡର ରାୟପୁର ନିକଟସ୍ଥ ଏକ ଗାଁରେ ଧାନକ୍ଷେତରେ ଚାଷୀଙ୍କ ସହ ମିଶି ଧାନ କାଟିଛନ୍ତି କଂଗ୍ରେସ ନେତା ରାହୁଲ...

ଷ୍ଟଣ୍ଟ ନେଲା ଜୀବନ

ଟ୍ରାକ୍ଟର ଚଲାଇ ଷ୍ଟଣ୍ଟ ଦେଖାଇବା କାଳ ହେଲା । ଟ୍ରାକ୍ଟରର ଆଗ ଦୁଇଚକାକୁ ଉପରକୁ ଉଠାଇ ଷ୍ଟଣ୍ଟ ଦେଖାଉଥିଲେ ପଞ୍ଜାବର 29 ବର୍ଷୀୟ ଯୁବକ ସୁଖମଣ୍ଡିପ ସିଂହ । ଗୁରୁଦାସପୁରର ସୁଖମଣ୍ଡିପ ଟ୍ରାକ୍ଟରରେ ଷ୍ଟଣ୍ଟ ଦେଖାଉଥିବା ବେଳେ ପଡିଆ ଚାରିପାଖେ...

5ଜି ଲାବ୍ ସ୍ଥାପନ ପାଇଁ ସୋଆ ମନୋନୀତ

5ଜି ଲାବୋରାଟୋରୀ ସ୍ଥାପନ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାୟଳୟ ପକ୍ଷରୁ ଦେଶର ପ୍ରମୁଖ ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚୟନ କରାଯାଇଛି । ଏହି ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ 'ସୋଆ' ସ୍ଥାନ ପାଇଛି । ଇଣ୍ଡିଆନ...

କେରଳ ବିସ୍ଫୋରଣ : ଆତ୍ମସମର୍ପଣ କଲା ଅଭିଯୁକ୍ତ

ଆଜି ସକାଳୁ କେରଳର କାଲାମାସେରୀ ସ୍ଥିତ ଏକ ସମ୍ମିଳନୀ କକ୍ଷରେ ଚାଲିଥିଲା ପ୍ରାର୍ଥନା ସଭା । ପ୍ରାୟ ଦୁଇହଜାର ଖ୍ରୀଷ୍ଟଧର୍ମାବଲମ୍ବୀ ପ୍ରାର୍ଥନା ପାଇଁ ଏକତ୍ରୀତ ହୋଇଥିଲେ । ହଠାତ ସମ୍ମିଳନୀ କକ୍ଷର ମଧ୍ୟସ୍ଥଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଚତୁର୍ଦ୍ଦିଗ...

ହମାସ ଆକ୍ରମଣ ପ୍ରସଙ୍ଗ ନ ଥିବାରୁ ଜାତିସଂଘରେ ଭୋଟ ଦେଲାନି ଭାରତ

ମାନବିକତା ଦୃଷ୍ଟିରୁ ଗାଜା ଉପରେ ଆକ୍ରମଣରୁ ଇସ୍ରାଏଲ ବିରତ ରହିବା ପ୍ରସଙ୍ଗରେ ଜାତିସଂଘସାଧାରଣ ପରିଷଦର ସ୍ବତନ୍ତ୍ର ଜରୁରୀ କାଳୀନ ଅଧିବେସନରେ ଭାରତ ଭୋଟ ଦାନରୁ ବିରତ ରହିଛି । ଏହି ଅଧିବେସନରେ ଆସିଥିବା ମାନବିକତା ଦୃଷ୍ଟିରୁ ଯୁଦ୍ଧ ବିରତି ଚିଠା...

ମାଲଦୀପରୁ ଭାରତୀୟ ସେନା ପ୍ରତ୍ୟାହାର କରିବାକୁ କହିଲେ ନବନିର୍ବାଚିତ ରାଷ୍ଟ୍ରପତି ମୁଇଜୁ

ମାଲଦୀପକୁ ସେନା ପ୍ରତ୍ୟାହାର କରିବାକୁ ଭାରତ ସରକାରଙ୍କୁ କହିଲେ ମାଲଦୀପର ନବନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ମାଲଦୀପ ସଂପୂର୍ଣ୍ଣ ସ୍ବାଧୀନ ରହିବାକୁ ଚାହେଁ, ତେଣୁ ମାଲଦୀପରେ ଭାରତୀୟ ସେନା ରହିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ମାଲଦୀପର ନବନିର୍ବାଚିତ...
- Advertisement -

Latest article

Codici Promo Scaduti di Winnita Casino: Come Individuarli

Indice1. Controllare la Data di Scadenza sul Sito Ufficiale2. Errori di Digitazione e Messaggi di Sistema3. Termini e Condizioni Associati al Bonus4. Dove Trovare...

Tucan Casino review No Deposit for Existing Players: Do They Exist?

ContentsUnderstanding No-Deposit Offers for Existing PlayersHow to Find and Claim Available PromotionsKey Terms and Wagering RequirementsAlternative Loyalty Rewards at Tucan CasinoWhat to Do If...

Energy casino e-mail támogatási válaszidők

TartalomMire számíthatok a válaszidőkkel kapcsolatban?Hogyan írjunk hatékony emailt a támogatásnak?Gyakori problémák és megoldásaikMikor válasszak más támogatási csatornát?Tanácsok a zökkenőmentes kommunikációért Energy casino Email Support Response...