ଖାମେନିଙ୍କ ମୃତ୍ୟୁର ବଦଲା ନେଲା ଇରାନ;୧୪ଟି ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼
ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ମୃତ୍ୟୁ ହୋଇଛି ଏବଂ ଇରାନରେ ୪୦ ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି...
ବିଜେଡିରୁ ବହିଷ୍କାର ହେବାପରେ ଦେବାଶିଷଙ୍କୁ ଟାର୍ଗେଟ୍ କଲେ ପ୍ରଭାତ
ବିଜେଡିରୁ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବହିଷ୍କାର ହେବାପରେ ଏବେ ମୁହାଁମୁହିଁ ହୋଇଛନ୍ତି ପ୍ରଭାତ ବିଶ୍ୱାଳ ଓ ସାଂସଦ ଦେବାଶିଷ ସାମନ୍ତରାୟ । ଗତକାଲି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରଭାତ ବିଶ୍ୱାଳ, ପରୋକ୍ଷରେ ନବୀନ...
ଇରାନ ସେନାର ନୂଆ ମୁଖ୍ୟା ଅହମ୍ମଦ ଭାହିଦି
ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ମୃତ୍ୟୁ ପରେ ଇରାନ ଏହାର ନୂତନ କମାଣ୍ଡର-ଇନ୍-ଚିଫ୍ଙ୍କ ନାମ ଘୋଷଣା କରିଛି। ଅହମ୍ମଦ ଭାହିଦିଙ୍କୁ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ର ନୂତନ ଦାୟିତ୍ୱ ଦିଆଯାଇଛି। ଭାହିଦିଙ୍କୁ ଡିସେମ୍ବର...
ଆମେରିକା-ଇସ୍ରାଏଲ ଆକ୍ରମଣରେ ଖାମେନିଙ୍କ ମୃତ୍ୟୁ
ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି। ସେଥିପାଇଁ ଇରାନ ସରକାର ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଏବଂ ସାତ ଦିନର ସରକାରୀ ଛୁଟି ଘୋଷଣା କରିଛନ୍ତି। ଶନିବାର ସକାଳେ ତେହେରାନରେ...
ନବୀନଙ୍କ କଡ଼ା ଆକ୍ସନ;ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ
ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶ୍ନ କରିବା ପଡ଼ିଲା ମହଙ୍ଗା । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ଶନିବାର ଦଳର ସଭାପତି ନବୀନ, ପ୍ରଭାତଙ୍କୁ ବହିଷ୍କୃତ...
ବିଚ୍ ରାସ୍ତାରେ କନେଷ୍ଟବଳଙ୍କୁ ଛୁରାମାଡ଼
ଫୁଲବାଣୀର ବିଚ୍ ରାସ୍ତାରେ କନେଷ୍ଟବଳ ମନୋରଞ୍ଜନ ସାବତଙ୍କୁ ଦୁଇଜଣ ଯୁବକ ବିଚ୍ ରାସ୍ତାରେ ସର୍ବସାଧାରଣଙ୍କ ସାମ୍ନାରେ ଗୋଇଠା, ମୁଥା ମାରିବା ସହ ଛୁରିମାଡ଼ କରିଛନ୍ତି। ଫୁଲବାଣୀର ସାଇମନ୍ଦିର ରାସ୍ତାରେ ଘୋଷାଡ଼ି ତଳେ ପକାଇ ମାଡ଼ ମାରୁଥିବା ବେଳେ ଜନସାଧାରଣ ଥାଇ...
ରାଜ୍ୟସଭା ପ୍ରାର୍ଥୀକୁ ନେଇ ଅସନ୍ତୋଷ ଝାଡ଼ିଲେ ପ୍ରଭାତ
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିସାରିଛି । ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତା ତୃତୀୟ ଏବଂ ଚତୁର୍ଥ ପ୍ରାର୍ଥୀ ହୋଇଛନ୍ତି । ପ୍ରାର୍ଥୀ ଘୋଷଣା ପରେ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ...
ଇରାନ ଉପରେ ବଡ଼ ଧରଣର ଆକ୍ରମଣ କଲା ଇସ୍ରାଏଲ
ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ । ଶନିବାର ଇସ୍ରାଏଲୀ ସେନା, ଆଇଡିଏଫ୍, ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି । ରାଜଧାନୀ ତେହେରାନ ସହିତ ଅନେକ ଅଞ୍ଚଳରେ ଆଇଡିଏଫ୍ ଆକ୍ରମଣ ଜାରି ରହିଛି ଓ ଦେଶବ୍ୟାପୀ...
ଥଲପତି ବିଜୟଙ୍କ ସମ୍ପର୍କରେ ଫାଟ; ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ
ଥଲପତି ବିଜୟଙ୍କ ଦୀର୍ଘ ୨୭ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଛି ଫାଟ । ତାମିଲ ଅଭିନେତା ଓ ଟିଭିକେ ଦଳର ମୁଖ୍ୟ ଥଲପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଛାଡ଼ପତ୍ର ପାଇଁ ଚେନଗଲାପଟ୍ଟୁ ପାରିବାରିକ ଅଦାଲତରେ ଆବେଦନ କରିଛନ୍ତି ।...
ପାରାଦୀପ ଦୁଷ୍କର୍ମ ଘଟଣା; ଦୁଷ୍କର୍ମ କରି ୪ ମହଲାରୁ ଠେଲିଦେଲା ଅଭିଯୁକ୍ତ
ପାରାଦୀପ ତାରେଣୀଗଡାର ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଛି ପୋଲିସ । ଯୁବତୀ କିଭଳି ଯୁବକ ଜଣଙ୍କ ଉପରେ ଭରସା କରି ଜୀବନ ହରାଇଲେ ସେସବୁର ପର୍ଦ୍ଦା ଫାସ କରିଛି ପୋଲିସ। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଫେବ୍ରୁଆରୀ ୨୨...


















