ରାମ ଜନ୍ମଭୂମି ଦାନ ମାମଲା: ସୁପ୍ରିମକୋର୍ଟରେ ନିର୍ମୋହୀ ଆଖଡ଼ାର ଅଭିଯୋଗ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନରେ ନିର୍ମୋହୀ ଆଖଡ଼ା ଏକ ନୂତନ ଟ୍ରଷ୍ଟ ଗଠନ ଏବଂ ଟ୍ରଷ୍ଟରେ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଦାବି କରିଛି। ଏହା ବ୍ୟତୀତ ନିର୍ମୋହୀ ଆଖଡ଼ା ସମସ୍ତ ଟ୍ରଷ୍ଟର ଆକାଉଣ୍ଟର ଫୋରେନସିକ୍ ଅଡିଟ୍ ଏବଂ ମନ୍ଦିରର...
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା :ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ପୁରସ୍କୃତ
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ସିନେମା ଜଗତର ବିଭିନ୍ନ ଭାଷା ଓ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉତ୍କୃଷ୍ଟ କାର୍ଯ୍ୟକୁ ଏହି ପୁରସ୍କାର ମାଧ୍ୟମରେ...
ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ର ଅତ୍ୟାଧୁନିକ ଚିକିତ୍ସା :ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି l ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କ୍ୟାନସର ଆରୋଗ୍ୟ ଯୋଜନାକୁ ରାଜ୍ୟ ବଜେଟ୍ରେ ସାମିଲ କରାଯାଇଛି। ଏହା ଫଳରେ ଗୋପବନ୍ଧୁ ଜନ...
କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର
ଭୁବନେଶ୍ୱର: ବହୁଚର୍ଚ୍ଚିତ ସିଏମ୍ଓରୁ ଫାଇଲ ହଜିବା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି। କମିଶନରେଟ୍ ପୋଲିସ...
ନୂଆଦିଲ୍ଲୀରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’, ଓଡ଼ିଶାରୁ ୯ ସାମ୍ବାଦିକଙ୍କ ଯୋଗଦାନ
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM) ଠାରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’ ଅନୁଷ୍ଠିତ ହୋଇଛି। ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୯ ଜଣ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ। ସମ୍ମିଳନୀକୁ...
ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ
ପୁରୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରଥଯାତ୍ରା ସମୟରେ ଆହତ ହୋଇ ଚିକିତ୍ସାଧୀନ ଥିବା ଶ୍ରଦ୍ଧାଳୁମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହା ସହ...
ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍କ୍ଷେପଣ, ମହାକାଶକୁ ଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଲେଖା ବାର୍ତ୍ତା
ଶ୍ରୀହରିକୋଟା: ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣ କରିଛି । ରକେଟ୍ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଛି । ଏହି ମାନବବିହୀନ ରକେଟ୍...
୩୫ଟି ପୌରାଂଚଳ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ନୂତନ ଗଠିତ ୨୯ଟି ଏନଏସି ଓ ୬ଟି ମ୍ୟୁନିସପାଲଟିରେ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲଟି ରୁଲସ-୧୯୯୪ର ବିଭିନ୍ନ ପ୍ରାବଧାନ ଆଧାରରେ...
ନାଗରିକତ୍ୱ ସ୍ଥିର କରିପାରିବେନି ନିର୍ବାଚନ କମିଶନ:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ କରିଛନ୍ତି ଯେ କୌଣସି ବ୍ୟକ୍ତି ଭାରତର ନାଗରିକ କି ନୁହେଁ, ତାହା ସ୍ଥିର କରିବା ନିର୍ବାଚନ କମିଶନଙ୍କ ଅଧିକାର ଭିତରେ ଆସେ ନାହିଁ। ଭାରତୀୟ ସମ୍ବିଧାନ ନିର୍ବାଚନ କମିଶନଙ୍କୁ...
ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ, ଘଟାଇଥାନ୍ତେ ଦେଶବ୍ୟାପୀ ବିସ୍ଫୋରଣ
ଅହମ୍ମଦାବାଦ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ଏକ ମଡ୍ୟୁଲ୍ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜୁରାଟ ଆତଙ୍କବାଦ ବିରୋଧୀ ଦଳ (ATS) ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଗିରଫଦାରୀ...
















