ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା
ଆମେରିକାର ଲୁଇସଭିଲରେ ହୋଇଛି ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୭ ମୃତ ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। । UPS ଫ୍ଲାଇଟ୍ ୨୯୭୬ ମାଲବାହୀ ବିମାନ ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରାସ ହୋଇଛି...
ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା କଟକ-୨୦୨୫
ଆଜି ଉଦ୍ଘାଟନ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିବେ, ଏହା ପରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଐତିହାସିକ...
ଡବଲ ହେବ ପେନସନ
କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗର ଅବଶିଷ୍ଟ ଦୁଇ ସଦସ୍ୟଙ୍କ ନାଁ ଘୋଷଣା କରିବା ସହ ଏହାର ପ୍ରକ୍ରିୟାକୁ ନେଇ ସୂଚନା ଦେଇଛନ୍ତି । ନୂଆ ବେତନ ଆୟୋଗ ଗଠନର ଉଦ୍ଦେଶ୍ୟ ବେତନ ବୃଦ୍ଧି ପାଇଁ...
ଲାଞ୍ଚ ନେବାବେଳେ RIଙ୍କୁ ଧରିଲା ଭିଜିଲାନ୍ସ
୬୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲର ବନ୍ତଳସିଂହ ସର୍କଲ ରାଜସ୍ୱ ନିରୀକ୍ଷକ (RI) ଜୀବନକୃଷ୍ଣ ପରିଡ଼ା। ଏକ ମ୍ୟୁଟେସନ୍ ମାମଲାରେ ଆବେଦନ ପ୍ରକ୍ରିୟାକରଣ ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ସେ ଲାଞ୍ଚ ନେଉଥିବା...
ଛତିଶଗଡ଼ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା
ଛତିଶଗଡ ବିଳାସପୁରରେ ବହୁତ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଅନେକ ବଗି ଲାଇନଚ୍ୟୁତ ମଧ୍ୟ ହୋଇ ଯାଇଛି। ଟ୍ରେନ ଦୁର୍ଘଟଣାରେ ବର୍ତମାନ...
ନବୀନଙ୍କୁ ଜବାବ ଦେଲେ ପ୍ରଭାତୀ ପରିଡ଼ା
ନୂଆପଡ଼ା ଉପ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ଜୋର ଧରଛି। ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରଚାର ସହିତ ବୟାନବାଜି ମଧ୍ୟ ଜୋର ଧରିଛି । ନବୀନଙ୍କ ପ୍ରାର୍ଥୀ ଚୋରି ଅଭିଯୋଗର ଜବାବ...
ଉତ୍କଳ ବିଲ୍ଡର୍ସ ଉପରେ ଚଢ଼ଉ
ରାଜ୍ୟର ପ୍ରସିଦ୍ଧ ବିଲ୍ଡର୍ସ କମ୍ପାନୀ ଉତ୍କଳ ବିଲ୍ଡର୍ସ ଲିମିଟେଡର କାର୍ଯ୍ୟାଳୟରେ ଆୟକର ବିଭାଗ ମଙ୍ଗଳବାର ସକାଳୁ ଚଢ଼ଉ କରିଛି। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଛି। ଏଥିପାଇଁ ମୋଟ ୧୮ଟି ଟିମ ଗଠନ କରାଯାଇଛି ଏବଂ ପ୍ରାୟ...
ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ: ୩୦୦୦ କୋଟି ଟଙ୍କାର ଠକେଇ ମାମଲାରେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ
ଡିଜିଟାଲ ଠକେଇର ବଢ଼ୁଥିବା ନେଟୱାର୍କ ଉପରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ, ନଚେତ୍ ଏହା ଆଗକୁ ଆହୁରି ଖରାପ ହେବ।...
ପୋଲିସ SI ନିଯୁକ୍ତି ଘୋଟାଲା ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଆଜି କୋର୍ଟରେ ହେଲେ ହଜାର
ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଆଜି ବ୍ରହ୍ମପୁର ଜେଏମ୍ଏଫ୍ସି ଗ୍ରାମାଞ୍ଚଳ କୋର୍ଟରେ ହାଜର କରାଯାଇଛି । ଶଙ୍କରଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ତଥା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା...
ନୂଆପଡ଼ା ପ୍ରଚାର ମଇଦାନରେ ବିଜେପିକୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ
ଏବେ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ ବିଜେପି ସରକାର। ନୂଆପଡ଼ାରେ ନିର୍ବାଚନୀ ସମାବେଶରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ବେଳେ ବିଜେପି ସରକାର ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନବୀନ କହିଛନ୍ତି...


















