କାହିଁକି କେଶ ଝଡିଯାଏ ?
ପ୍ରତିଦିନ ସମସ୍ତଙ୍କ କେଶ ଝଡିବା ହେଉଛି ଏକ ସାଧାରଣ କଥା. ହେଲେ ଏହି କେଶ ଝଡାକୁ ନେଇ ସମସ୍ତେ ଚିନ୍ତା ମଧ୍ୟ କରିଥାନ୍ତି. ପ୍ରକୃତରେ କଥା ହେଲା ଜଣେ ମଣିଷର ପ୍ରତିଦିନ ମୁଣ୍ଡରୁ 80 ରୁ 100 ଟି କେଶ...
ଚର୍ଚ୍ଚାରେ କୁଳପତି
ବର୍ତ୍ତମାନ ଆନ୍ଧ୍ରପ୍ରଦେଶ କୁଳପତି ଜି. ନାଗେଶ୍ୱର ରାଓଙ୍କ ଏକ ବିବାଦୀୟ ବୟାନ ସାରାଦେଶରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି. ତାଙ୍କ କହିବା ଅନୁସାରେ, ଷ୍ଟିମ ସେଲ ଅନୁସନ୍ଧାନ, ଟେଷ୍ଟ ଟ୍ୟୁବ୍ ବେବି ଓ ମିସାଇଲର ବ୍ୟବହାର ବହୁ ବର୍ଷ ପୂର୍ବେ ଆରମ୍ଭ...
ମଦ ପିଇ ଜୀଅନ୍ତା ଜାଳିଲା ମା’କୁ
ଦଶ ମାସ ଦଶ ଦିନ ନିଜ ଗର୍ଭରେ ଧାରଣ କରି, ଅନେକ କଷ୍ଟ ସହି ପିଲାଟିକୁ ଜନ୍ମ ଦେଇଥାଏ ମା’. ପିଲାଟି ବଡ ହେବା ପର୍ଯ୍ୟନ୍ତ ଲାଳନପାଳନ ଠିକ୍ ବାଟରେ ଚାଲିବା ପାଇଁ ଶିକ୍ଷା ମଧ୍ୟ ଦେଇଥାଏ. ହେଲେ ଯେତେବେଳେ...
ଆଜି ହେବ ବିଜୟ ମାଲ୍ୟାଙ୍କ ଶୁଣାଣି
9 ହଜାର କୋଟି ଟଙ୍କା ବ୍ୟାଙ୍କ ଲୋନ ନେଇ ଫେରାର ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଶୁଣାଣି ଶନିବାର ଏକ ବିଶେଷ ଅଦାଲତରେ କରାଯିବ. ମାଲ୍ୟାଙ୍କୁ ଜଣେ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...
ପ୍ରସ୍ତୁତ ହେଲା ଚୀନ୍ ର ‘ମଦର ଅଫ୍ ଅଲ୍ ବମ୍ସ’
ଆମେରିକା ଓ ଋଷ୍ ପରେ ଏବେ ଚୀନ୍ ମଧ୍ୟ ନିଜର ଶକ୍ତିଶାଳୀ ବମ୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି. ଆମେରିକାର ‘ମଦର ଅଫ୍ ଅଲ୍ ବମ୍ସ’ ଓ ଋଷ୍ ର ‘ଫାଦର ଅଫ୍ ଅଲ୍ ବମ୍ସ’ ଅପେକ୍ଷା ଚୀନ୍ ର...
ଆଜିଠୁ ରାଜଧାନୀ ପୁସ୍ତକ ମେଳା
ଶନିବାରଠାରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ‘19 ତମ ରାଜଧାନୀ ପୁସ୍ତକ ମେଳା’. ଏହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିବାକୁ ଥିବା ବେଳେ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’...
ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍ ହିରୋ
ପ୍ରକାଶ ପାଇଛି 2018 ବିଶ୍ୱ ହ୍ୟାଣ୍ଡସମ୍ ହିରୋର ତାଲିକା. ଆଉ ସବୁଠୁ ଟପ୍ ରେ ଯିଏ ଅଛନ୍ତି , ତାଙ୍କ ନା ଜାଣିଲେ ଆପଣମାନେ ମଧ୍ୟ ଖୁସି ହୋଇଯିବେ. ତେବେ ସେ ଆଉ କେହି ନୁହନ୍ତି. ସେ ହେଉଛନ୍ତି ଦ...
ବର୍ଷ ଆରମ୍ଭରୁ ମହାଲଢେଇ
ଗୋଟିଏ ଦିନରେ ନବୀନ ଓ ମୋଦିଙ୍କ ବଡ ସଭା. ଗୋଟିଏପଟେ ନବୀନ ଶନିବାର ପୁରୀ ଗସ୍ତ କରୁଥିବା ବେଳେ ଅନ୍ୟପଟେ ମୋଦି ଓଡିଶା ଗସ୍ତ କରୁଛନ୍ତି. ତେବେ ପୁରୀରେ ନବୀନ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି...
ବିଜେଡିରେ ଯ଼ୋଗଦେଲେ କଂଗ୍ରେସ ଓ ବିଜେପି ନେତା
ଉମରକୋଟର କଂଗ୍ରେସ ନେତା ପରେଶ ପୂଜାରୀ ଓ ବିଜେପିର ପର୍ଶୁରାମ ଗଣ୍ଡ ବିଜୁ ଜନତା ଦଳରେ ଯ଼ୋଗଦେଇଛନ୍ତି. ନବୀନ ନିବାସରେ ଦୁଇ ନେତା ସେମାନଙ୍କ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବା ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା...
୬ରୁ ଖୋଲିବ ରାଜ ଭବନ ଉଦ୍ୟାନ
ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁୟାରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରଜଭବନ ଉଦ୍ୟାନ ସମସ୍ତଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେହ ଅପରାହ୍ନ ୨ଟାରୁ...



















