ବିଜେଡ଼ିକୁ ପୁଣି ଏକ ଶକ୍ତ ଧକ୍କା
ବିଜେଡ଼ିକୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ। ରାଜ୍ୟ...
ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଦାବି ,ପାକିସ୍ତାନର ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିୟର ଟେଷ୍ଟ କାରଣରୁ ହେଉଛି ଭୂକମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଦାବି କରିଛନ୍ତି ଯେ ପାକିସ୍ତାନ ଭୂତଳ ପରମାଣୁ ପରୀକ୍ଷଣ କରୁଛି। ରୁଷ ଏବଂ ଚୀନ୍ ଭଳି ଦେଶ ମଧ୍ୟ ପରମାଣୁ ପରୀକ୍ଷଣ କରୁଛନ୍ତି। ଭୂତଳ ପରୀକ୍ଷଣ...
ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ସିଲିକନ୍ ଟେକ୍ ମାଲିକ ଗିରଫ
ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି । ବହୁତ ଜେରା ପରେ ସୁରେଶକୁ ଗିରଫ କରାଯାଇଛି ।...
ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଉମା ବିଶୋୟୀ ଗିରଫ
ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ସୁପାରୀ ଉମା ବିଶୋୟୀ ଗିରଫ ହୋଇଛି । ହତ୍ୟା ଘଟଣାର ପୂରା ପ୍ଲାନ କରିଥିବା ଉମା ବିଶୋୟୀ ଗିରଫ ହୋଇଥିବା ସୂଚନା ମିଳିଛି ।...
ଇତିହାସ ରଚିଲା ଇସ୍ରୋ
ନୂଆ ଇତିହାସ ରଚିଲା ଇସ୍ରୋ ।ରବିବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) CMS-03 ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ଉତକ୍ଷେପଣ କରିଛି। ରବିବାର ସନ୍ଧ୍ୟା ୫:୨୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଏହି...
ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଟିମ୍ ଇଣ୍ଡିଆ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତ ବିଜୟ ହୋଇଛି। । ଓ୍ବାଶିଂଟନ ସୁନ୍ଦରଙ୍କ ଧୁଆଁଧାର ୪୯ ରନ୍ ଫଳରେ ଭାରତ ଏହି ମ୍ୟାଚ୍ରେ ବିଜୟ ଲାଭ...
SI ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି କରିଲା ବଡ଼ ଖୁଲାସା
ଏସଆଇ ଚାକିରି ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ କରିଛି ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍ଯନ୍ତ୍ର...
ଆମେରିକାର ଯୁଦ୍ଧ ସଚିବ କହିଲେ, ଆମେରିକା-ଚୀନ୍ ସମ୍ପର୍କ କେବେବି ଉନ୍ନତ ହେବ ନାହିଁ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ଏହି ସମୟରେ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥ୍ ମଧ୍ୟ ମାଲେସିଆରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ । ଦୁଇ ଦେଶ ଦ୍ୱିପାକ୍ଷିକ...
୩୧ ଦିନର ସଟ୍ଡାଉନ୍କୁ ନେଇ ଟ୍ରମ୍ପଙ୍କ ବଢିଲା ଚିନ୍ତା
ଆମେରିକାରେ ଗତ ୩୧ ଦିନ ଧରି ସଟ୍ଡାଉନ୍ ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ରିପବ୍ଲିକାନ ପାର୍ଟିର ନେତାମାନଙ୍କୁ ଫାଇଲିବଷ୍ଟରକୁ ସମାପ୍ତ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଯଦି ବିରୋଧି...
ପୋଲିସ ଏସଆଇ ଦୁର୍ନୀତି ମାମଲା: ଗିରଫ ହେଲା ଶଙ୍କର ପୃଷ୍ଟି
ଏକ ମାସ ପରେ ଗିରଫ ହେଲା ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ପୋଲିସ ଏସଆଇ ନିଯୁ୍କ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବହୁତ ବଡ ସଫଳତା । କ୍ରାଇମବ୍ରାଞ୍ଚ ନେପାଳ...


















