ପୁଣି ନିଜ ବୟାନ ବଦଳାଇଲେ ଟ୍ରମ୍ପ
ପୁଣିଥରେ ନିଜ ମତ ଦେଇ ବିବାଦ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଯେଉଁ ମତ ଦେଇଥିଲେ, ଏବେ ତାହାର ପୂର୍ଣ୍ଣ ବିପରୀତ ମନୁବ୍ୟ ରଖୁଛନ୍ତି। ଟ୍ରମ୍ପ ଏବେ କହିଛନ୍ତି, ଆମେରିକା ଭେନେଜୁଏଲା ଉପରେ...
ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ଦଳାଚକଟା; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ...
ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ହେଲା ପର୍ଦ୍ଦାଫାଶ
ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନରକଙ୍କାଳ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ବୋଲି ଜଣାପଡିଛି। ମୃତକ ହେଉଛନ୍ତି ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ। ପୂର୍ବ...
ଉତକ୍ଷେପଣ ହେବ ସିଏମ୍ଏସ୍-୦୩
ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ବାୟୁବଳୀ ଉପଗ୍ରହକୁ ଉତକ୍ଷେପଣ କରିବ। ରବିବାର ସନ୍ଧ୍ୟା ୫ଟା ୨୬ ମିନିଟ୍ରେ ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଲଞ୍ଚ ଭେହିକଲ୍ ମାର୍କ–୩ (LVM-3)ର ଏମ-୫ ମିଶନ୍ ଉପଗ୍ରହକୁ...
କଂଗ୍ରେସର ଭୁଲ ନୀତି ଯୋଗୁଁ ଜମ୍ମୁ-କାଶ୍ମୀରର ଏକ...
ଆଜି ସମଗ୍ର ଦେଶରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଉଦ୍ୟାପିତ ହେଉଛି। ଏହି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ ହେଉଛି। ଗୁଜରାଟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...
ଚନ୍ଦକା ଜଙ୍ଗଲରୁ ମିଳିଲା ଅଧା ପୋତା କଙ୍କାଳ
ଚନ୍ଦକା ଜଙ୍ଗଲ ଭିତରୁ ଗୋଟିଏ ନର କଙ୍କାଳ ମିଳିଥିବା ଘଟଣାରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଧା କଙ୍କାଳ ମାଟିରେ ପୋତା ଯାଇଥିବା ବେଳେ ମୁଣ୍ଡ, ଖପୁରି, ମାଢ଼ି ଓ ଜଂଘ ହାଡ଼ ଜଙ୍ଗଲ ଭିତରେ...
ମନ୍ତ୍ରୀପଦର ଶପଥ ନେଲେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶୁକ୍ରବାର ସେ ତେଲେଙ୍ଗାନା ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ତାଙ୍କ ଜୀବନରେ ଏକ ନୂଆ...
ହାଇକୋର୍ଟର IAS ଅଧିକାରୀ ପ୍ରଦୀପ ଜେନାଙ୍କ ବିରୋଧରେ ମାମଲା ରୁଜୁ
ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ, ସେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଥିବା ସମୟରେ ଭୁବନେଶ୍ବର କ୍ଲବର ସଭାପତି ପଦ...
CMC ବୈଠକରେ ଗଣ୍ଡଗୋଳ
ଆଜି କଟକ ସିଏମସି କାଉନସିଲ ବୈଠକ, ହଙ୍ଗାମାରେ ପରିଣତ ହୋଇଛି। ବିଜେଡି ଓ ବିଜେପି କର୍ପୋରେଟରମାନଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହେବା ପରେ ଠେଲାଠେଲି, ମାଇକ ଭାଙ୍ଗିବା ଓ ଚେୟାର ଫୋପାଡ଼ିବା ପରି ଘଟଣା ଘଟିଛି।...
ଆଜି ‘ଏକତା ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଦେଶ ‘ଏକତା ଦିବସ’ ପାଳନ କରୁଛି। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ସକାଳ ୭ଟାରେ ‘ଏକତା ଦୌଡ଼’ କାର୍ଯ୍ୟକ୍ରମ...

















