30.1 C
Bhubaneswar
Sunday, October 25, 2026
-Advertisement-

ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଡାକ୍ତରୀ ଛାତ୍ର ଏବଂ...

ପାକିସ୍ତାନ ଅଧିକୃତ କାଶ୍ମୀରରେ ହିଂସା: ଜାତିସଂଘ ହସ୍ତକ୍ଷେପ ପାଇଁ ଦାବି

ପାକିସ୍ତାନ: ନିର୍ବାଚନ, ରାଜନୈତିକ ଅସନ୍ତୋଷ, ଆର୍ଥିକ ସମସ୍ୟା ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ବଢ଼ୁଥିବା ପ୍ରଦର୍ଶନ ଏବେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ବିଭିନ୍ନ ମିଡିଆ ରିପୋର୍ଟ ଓ ଆନ୍ଦୋଳନକାରୀ ସଂଗଠନର ଦାବି ଅନୁସାରେ, ସୁରକ୍ଷା ବାହିନୀର ଗୁଳିଚାଳନାରେ...

ଖୋର୍ଦ୍ଧାରେ ୩୧ ଯାଏଁ ସମସ୍ତ ସ୍କୁଲ ଛୁଟି, ଶିକ୍ଷକମାନେ ଯିବେ ସ୍କୁଲ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି | ଖୋର୍ଦ୍ଧା ସମଗ୍ର ଶିକ୍ଷା...

ରେକର୍ଡ କଲା ଆରସିବି:୨୯୦୦ କୋଟି ଟଙ୍କା ହେଲା ଦଳର ବ୍ରାଣ୍ଡ ଭାଲ୍ୟୁ

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ୍ ଭାଲ୍ୟୁ ୩୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୯୭୯ କୋଟି ଟଙ୍କା ଅତିକ୍ରମ କରିଛି। ହୁଲିହାନ ଲୋକି (Houlihan Lokey) ର ୨୦୨୬ ଆଇପିଏଲ୍ ବ୍ରାଣ୍ଡ୍ ଭାଲ୍ୟୁ ରିପୋର୍ଟ ଅନୁଯାୟୀ ଆଇପିଏଲ୍‌ର ମୋଟ...

କୋଇଲା ଆବଣ୍ଟନ ମାମଲା: ମନମୋହନ ସିଂହଙ୍କ ବିରୋଧରେ ବିଚାର ପ୍ରକ୍ରିୟା ବନ୍ଦ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବହୁ ଚର୍ଚ୍ଚିତ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି । ମାମଲାକୁ ବନ୍ଦ କରିବାକୁ ସିବିଆଇ ଦ୍ୱାରା ଦାଖଲ...

କମନୱେଲଥ ଗେମ୍ସ ୨୦୨୬: ଗୁଲଭୀର ଓ ହରଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର: ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରିଛନ୍ତି ଯେ, କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପାଇଁ ୧୦,୦୦୦ ମିଟର ଦୌଡ଼ରେ...

ଓଡ଼ିଶାରେ ବନ୍ୟା; ୪ ମୃତ, ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର । ବନ୍ୟା ଯୋଗୁଁ ଛଅଟି ଜିଲ୍ଲାର ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ୨୩୩ଟି ଗ୍ରାମ ପଞ୍ଚାୟତ, ୪୪ଟି ବ୍ଲକ, ଛଅଟି ସହରାଞ୍ଚଳ...

ଛାତ୍ରଛାତ୍ରୀମାନେ ପଢ଼ିବେ ସେୟାର ମାର୍କେଟ୍‌ ପାଠ; ମାଗଣାରେ ଦିଆଯିବ ତାଲିମ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ କଲେଜରେ ସେୟାର ମାର୍କେଟ୍‌ ପାଠ ପଢ଼ିବେ। ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ...

ବନ୍ୟା ପରିଚାଳନା ନିମନ୍ତେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷାଜନିତ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବନ୍ୟା ପରିସ୍ଥିତିର ମୁକାବିଲା...

ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଗୁଳିମାଡ଼ରେ...
- Advertisement -

Latest article

Krok po kroku: Jak wykorzystać kody darmowych spinów w Lolajack

Spis treściRejestracja konta i weryfikacja w kasynie LolajackGdzie i jak wprowadzić kod promocyjny LolajackWarunki obrotu i wypłata wygranych z free spinsRozwiązywanie typowych problemów i...

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...

Twindor VIP Free Spins: Wielkość i Częstotliwość

Spis treściStruktura programu VIP w TwindorTypowa liczba free spinów na różnych poziomach VIPCzęstotliwość otrzymywania free spinówWarunki obrotu i kluczowe ograniczeniaJak aktywować i odebrać free...